ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।
୧. ମ-ଦ ନି-ଶା ଉତୁରିବା ପରେ ମୁଣ୍ଡ କଣ ପାଇଁ ବିନ୍ଧିଥାଏ?
ଉତ୍ତର- ଗ୍ୟାସ କାରଣରୁ।
୨. ବ୍ରସ କରିବା ପରେ ମଧ୍ୟ ମୁହଁ ରୁ କଣ ପାଇଁ ଦୁର୍ଗନ୍ଧ ଆସିଥାଏ?
ଉତ୍ତର- କାରଣ ବ୍ରସ କରିବାର ସଠିକ ଢଂଗ ଜଣା ନଥାଏ।
୩. ଏଭଳି କେଉଁ ଫଳ ରହିଛି ଯାହା ବଜାର ରେ ବିକ୍ରି ହୋଇନଥାଏ?
ଉତ୍ତର- ପରିଶ୍ରମ ର ଫଳ।
୪. କେଉଁ ଦେଶରେ ସବୁଠାରୁ ଅଧିକ ଭଗବାନ ଙ୍କ ଉପରେ ବିଶ୍ୱାସ କରାଯାଇ ଥାଏ?
ଉତ୍ତର- ଭାରତ ଦେଶ ରେ।
୫. ଏଭଳି କେଉଁ ପ୍ରାଣୀ ରହିଛି ଯିଏ ନିଜର ଆଖି କାରଣରୁ ପ୍ରସିଦ୍ଧ ଅଟେ?
ଉତ୍ତର- ଧଡିଆଲ।
୬. ନବରାତ୍ରି ସମୟରେ କଣ ଖାଇବା ଅଶୁଭ ବୋଲି ମାନା ଯାଇଥାଏ?
ଉତ୍ତର- ହଳଦୀ।
୭. ଭାରତର କେଉଁ ରାଜ୍ୟ ର ଝିଅ ମାନେ ସବୁଠାରୁ ଅଧିକ ଲମ୍ବା ହୋଇଥାନ୍ତି?
ଉତ୍ତର- କାଶ୍ମୀର।
୮. କେଉଁ ଦେଶରେ ଦୁଇଟି ଛୁଆ ହୋଇଗଲେ ତାଙ୍କୁ ସରକାରୀ ଚାକିରୀ ମିଳିନଥାଏ?
ଉତ୍ତର- ଚୀନ।
୯. କେଉଁ ଦେଶରେ ଭଗବାନ ଙ୍କ ଉପରେ ବିଶ୍ୱାସ କରାଯାଇ ନଥାଏ?
ଉତ୍ତର- ଇଂଲଣ୍ଡ।
୧୦. ଭଗବାନ ଶ୍ରୀରାମ କାହାର ଅଂଶ ଅବତାର ଅଟନ୍ତି?
ଉତ୍ତର- ଭଗବାନ ବିଷ୍ଣୁ ଙ୍କ।
୧୧. ସବୁଠାରୁ ଅଧିକ କିଏ ଓଲଟା ହୋଇ ଶୋଇଥାନ୍ତି?
ଉତ୍ତର- ଝିଅ ମାନେ।
୧୨. କଣ ଓକିଲ ଙ୍କୁ ପଇସା ନ ଦେଇ ମଧ୍ୟ କେସ ଲଢ଼ି ପାରିବା?
ଉତ୍ତର- ହଁ।
୧୩. କୁକୁର ଆମ ମାନଙ୍କୁ ଦେଖିଲେ କଣ ପାଇଁ ଭୋକିଥାଏ?
ଉତ୍ତର- ନିଜ ଇଲାକା ର ସୁରକ୍ଷା ପାଇଁ।
୧୪. ଭାରତର ପ୍ରଥମ ଜାହାଜ କୁ କେତେ ଉଚ୍ଚ ପର୍ଯ୍ୟନ୍ତ ଉଡ଼ା ଯାଇଥିଲା?
ଉତ୍ତର- ୧୫୦୦ ଫିଟ ପର୍ଯ୍ୟନ୍ତ।
୧୫. ବେଳେବେଳେ କାନ ରେ ସଲସଲ ଭଳି ଆବାଜ କାହିଁକି ହୋଇଥାଏ?
ଉତ୍ତର- କାନରେ ମଳି ଜମିବା କାରଣରୁ।
୧୬. ଭାରତରେ ସର୍ବ ପ୍ରଥମେ କେବେ ଏରୋପ୍ଲେନ ଉଡ଼ା ଯାଇଥିଲା?
ଉତ୍ତର- ୧୮୯୫ ମସିହାରେ।
୧୭. ଭାରତରେ ସମୁଦାୟ କେତେ ଜଣ ପୋଲିସ ଅଛନ୍ତି?
ଉତ୍ତର- ପାଖାପାଖି ୨୫ ଲକ୍ଷ।
୧୮. ଭାରତରେ ସର୍ବ ପ୍ରଥମେ ବିଦେଶୀ ପାର୍କ କେଉଁଠାରେ ଆରମ୍ଭ ହୋଇଥିଲା?
ଉତ୍ତର- ମୁମ୍ବାଇ ରେ।
୧୯. ଆଗ୍ରା କେଉଁ ନଦୀ ମୁହାଣରେ ଅବସ୍ଥିତ?
ଉତ୍ତର- ଯମୁନା।
୨୦. କେଉଁ ଗ୍ୟାସ ବାୟୁ କୁ ସବୁଠାରୁ ଅଧିକ ପ୍ରଦୂଷିତ କରିଥାଏ?
ଉତ୍ତର- କାର୍ବନ ମନୋକ୍ସାଇଡ।
୨୧. ଦୁନିଆ ରେ ଏଭଳି କଣ ରହିଛି ଯାହା କେବଳ ଭାଙ୍ଗିବା ପାଇଁ ହିଁ ବନା ଯାଇଛି?
ଉତ୍ତର- ରେକର୍ଡ।
୨୨. କେଉଁ ଦେଶରେ ୩୦ ଟି ଛୁଆ ଜନ୍ମ କରିବା ବହୁତ ଜରୁରୀ ହୋଇଥାଏ?
ଉତ୍ତର- ଲବ ନାମକ ଦେଶରେ।
୨୩. ଏଭଳି କେଉଁ କାମ ରହିଛି ଯାହା ଆମେ ଆଖି ବନ୍ଦ ନକରି ଆଦୌ କରିପାରି ନଥାଉ?
ଉତ୍ତର- ଛିଙ୍କିବା।
୨୪. ଦୁନିଆରେ କେଉଁ ଫଳ କୁ କେବେବି କିଣାଯାଇ ପାରିବ ନାହିଁ?
ଉତ୍ତର- ପରିଶ୍ରମ ର ଫଳ।
୨୫. ତିନୋଟି ଅକ୍ଷର ମୋର ନାମ, ଓଲଟା ସିଧା ସବୁ ସମାନ। ତେବେ ମୁଁ କଣ ଅଟେ?
ଉତ୍ତର- ନୟନ।
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।