ମୃତ୍ୟୁ ପରେ ଅଭିନେତ୍ରୀ Rajeswari Ray ନିଜ ପରିବାର ପାଇଁ ଛାଡି ଯାଇଛନ୍ତି କେତେ ସମ୍ପତ୍ତି ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଅଭିନେତ୍ରୀ ରାଜେଶ୍ଵରୀ ରାଏ ମହାପାତ୍ର ଓଡିଆ ଚଳଚିତ୍ର ଜଗତରେ ଜଣେ ଚର୍ଚିତ କଳାକାର ଭାବେ ପରିଚିତ ଥିଲେ । ସେ ଜଣେ ଖଳ ନାୟିକା ଭାବେ ମଧ୍ୟ ବେଶ ପରିଚିତ ଥିଲେ । ମସ୍ତିସ୍କ ଓ ହୃଦୟ କ୍ୟାନସର ଯୋଗୁଁ କ୍ୟାନ୍ସର ରୋଗରେ ହଋ ଗଲେ ରାଜେଶ୍ଵରୀ । ଦୀର୍ଘ ଦିନ ହେବ ସେ କ୍ୟାନ୍ସର ସହ ଲଢେଇ କରୁଥିଲେ । କିନ୍ତୁ ଶେଷରେ ଜୀବନ ଯୁଦ୍ଧ ରେ ହାରିଗଲେ ରାଜେଶ୍ଵରୀ ଆଉ ଗତ କାଲି ତାଙ୍କର ପରଲୋକ ଘଟିଛି ।

ରାଜେଶ୍ଵରୀ ଙ୍କ ମୃତ୍ୟୁ ପରେ ସେ ନିଜ ପରିବାର ପାଇଁ କେତେ ସମ୍ପତି ଛାଡି ଯାଇଛନ୍ତି ଓ ତାଙ୍କ ଘର ଓ ପରିବାର ବିଷୟରେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ସୂଚନା ଅନୁଯାୟୀ ଅଭିନେତ୍ରୀ ରାଜେଶ୍ଵରୀ ଙ୍କର ଦୁଇ ମହଲା ଘର ବାଲେଶ୍ଵର ରେ ରହିଛି ଯାହା ତାଙ୍କର ବାପା ଘର । ତାଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି । କାରଣ ସେ କୌଣସି ପିଲାର ମା ହୋଇ ନାହାନ୍ତି । ସେ ଓ ତାଙ୍କ ସ୍ଵାମୀ ମ୍ୟାଟ୍ରି ମନି ସାଇଟ ରୁ ପରସ୍ପର କୁ ବିବାହ କରିଥିଲେ ।

ଦୁଇ ଜଣ ମାଟ୍ରି ମନି ସାଇଟ ରେ ଭେଟ ହେବା ପରେ ସମ୍ପର୍କ ଆରମ୍ଭ ହୋଇଥିଲା । ଶେଷରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ରାଜେଶ୍ଵରୀ ଙ୍କୁ ବିବାହ କରିବା ପରେ ତାଙ୍କ ପରିବାର ସହ ବେଶ ହସ ଖୁସି ରେ ସମୟ ବ୍ୟତିତ କରୁଥିଲେ । ତାଙ୍କ ଶାଶୁଘର କଥା କହିଥିଲେ ତାଙ୍କ ସ୍ଵାମୀ, ଶାଶୁ, ଶ୍ଵଶୁର, ଦିଅର ଅଛନ୍ତି । ଦୁଇ ଦମ୍ପତି ଏହି ପରିବାର ଭିତରେ ବେଶ ଖୁସି ରେ ରହୁଥିଲେ । ସ୍ବାମୀଙ୍କ ସହ ରାଜେଶ୍ଵରୀ ବେଶ ଖୁସି ରେ ଥିଲେ ।

ଏମିତିକି ତାଙ୍କ ଶାଶୁଘର ଲୋକେ ମଧ୍ୟ ତାଙ୍କୁ ବହୁତ ସହଯୋଗ କରୁଥିଲେ । ରାଜେଶ୍ଵରୀ ଙ୍କ କହିବ ଅନୁଯାୟୀ ତାଙ୍କ ପରିବାର ଲୋକେ ତାଙ୍କୁ କେହି କାମ କରିବାକୁ ଦିଅନ୍ତି ନାହି । ସେ ଶୁଟିଙ୍ଗ କରି ଘରକୁ ଫେରିବା ପରେ ତାଙ୍କୁ ରେସ୍ଟ ନେବାକୁ କୁହନ୍ତି ତାଙ୍କ ଶାଶୁଘରେ ଲୋକେ । ତେବେ ଅଚାନକ କଳା ମେଘର କୁଗୁଡି ଖେଳିଗଲା ରାଜେଶ୍ଵରୀ ଙ୍କ ଜୀବନରେ ।

ସେ ଅଫେରା ରାଇଜକୁ ଚାଲିଗଲେ । ତାଙ୍କୁ ହରାଇ ପୁରା ପରିବାର ଏବେ ସ୍ତବ୍ଧ ହୋଇ ଯାଇଛନ୍ତି । ତାଙ୍କର ସମୁଦାୟ ସମ୍ପତି ବିଷୟରେ କହିବାକୁ ଗଲେ ଗୋଟେ କାର ଅଛି ଯାହା ତାଙ୍କ ସ୍ବାମୀଙ୍କର ଅଟେ । ଏମିତିକି ତାଙ୍କର ବ୍ୟକ୍ତିଗତ ସ୍କୁଟି ମଧ୍ୟ ଅଛି ଯାହାକୁ ଏ ୟୁଜ କରୁଥିଲେ । ତେବେ ତାଙ୍କ ଶାଶୁଘର ହେଉଛି ବରମପୁର । ତାଙ୍କ ସ୍ଵାମୀ ସିଙ୍ଗାପୁରରେ ରୁହନ୍ତି । ସେ ଉତ୍କଳ ୟୁନିଭର୍ସିଟି ରୁ ନିଜର ପାଠ ପଢା ଶେଷ କରି ଅଭିନୟ ଦୁନିଆରେ ପାଦ ଥାପିଥିଲେ । ସେ ଯେ କୌଣସି ଚଳଚିତ୍ର ମିଳିଲେ ବି ତାକୁ ନିଖୁଣ ଭାବେ ଅଭିନୟ କରିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ରାଜେଶ୍ଵରୀଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।