ଏହି ତିନି ମା କାନ୍ଦିଲେ ସୃଷ୍ଟିର ହେବ ବିନାଶ, କଣ କହୁଛି ମାଳିକା ଦେଖନ୍ତୁ

ଆଜି ଆମେ ପୁଣି ଥରେ ଅଚ୍ୟୁତାନନ୍ଦଙ୍କ ଦ୍ଵାରା ରଚିତ ମାଳିକା ଭବିଷ୍ୟତ ବାଣୀରେ ରଚିତ କିଛି ମହତ୍ଵ କଥା ବିଷୟରେ କହିବୁ । ଅଚ୍ୟୁତାନନ୍ଦ ମାଲିକାରେ ବହୁତ ଭଲ ଭଲ କଥା କହିଛନତି । ଏହା ଛଡା ସେ କଳିଯୁଗର ଅନ୍ତ କେଉଁଭଳି ଭାବରେ ହେବ ତାହା ବିଷୟରେ ବି କହିଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ କଲି ଯୁଗର ଶେଷ ସମୟ କେତେବେଳେ ଆସିବ ସେହି ବିଷୟରେ କହିବାକୁ ଯାଉଛୁ ।

ମହାପୁରୁଷ ସାଙ୍କେତିକ ରୂପରେ କହିଛନ୍ତି କି ତିନୋଟି ମାର ଯେତେବେଳେ ଦୁଖ କଷ୍ଟ ବଢିଯିବ ତେବେ ଏହାର ଅର୍ଥ କି କଲି ଯୁଗର ଶେଷ ସମୟ ଆସି ଯାଇଛି । ସେହି ତିନୋଟି ମା ମଧ୍ୟରୁ ପ୍ରଥମ ମା ହେଲେ ପୃଥିବୀ ମାତା ଅର୍ଥାତ ଜନ୍ମଭୂମି । ଯେଉଁଦିନ ପୃଥିବୀ ମା କାନ୍ଦିବେ ସେହି ଦିନ ବୁଝିଯିବେ କି କଳିଯୁଗ ଶେଷ ହେବାକୁ ଯାଉଛି । ଯେତେବେଳେ ଜନ୍ମଭୂମିର ଦୁଖ କଷ୍ଟ ବଢିଯିବ କିମ୍ବା ଆମେ ଏହି ଜନ୍ମଭୂମିର ବିରୋଧ କରିବା ଅର୍ଥାତ ଦେଶକୁ ବିକ୍ରି କରି ଦେବା ସେତେବେଳେ ଆମର ଜନ୍ମଭୂମି କାନ୍ଦିଥାଏ ।

ଆପଣଙ୍କୁ କହିଦେଉଛୁ କି ଅଧିକ ପଢିଥିବା ପାଠୁଆ ମୂର୍ଖ ଲୋକମାନଙ୍କ ପାଇଁ ଦେଶ ବର୍ବାଦ ହୋଇଥାଏ । ପାକିସ୍ତାନରେ ଯେତିକି ଆତଙ୍କବାଦୀ ନାହାନ୍ତି ସେତିକି ଦେଶଦ୍ରୋହୀ ଆମ ଭାରତରେ ଲୁଚି ରହିଛନ୍ତି । ଯେଉଁମାନେ ନିଜ ଦେଶକୁ ସପୋର୍ଟ ନ କରି ଅନ୍ୟ ଦେଶକୁ ସପୋର୍ଟ କରୁଛନ୍ତି ସେମାନେ ଏକକ ପ୍ରକାରର ଦେଶଦ୍ରୋହୀ ଅଟନ୍ତି । କହିବାକୁ ଗଲେ ଏହିଭଳି ଦେଶଦ୍ରୋହୀମାନଙ୍କ ପାଇଁ ଭାରତ ଆଜି କାନ୍ଦୁଛି ।

ଦ୍ଵିତୀୟ ମାତା ହେଉଛନ୍ତି ଧେନୁ । ଏହାର ଅର୍ଥ ଗୋ ମାତା କିମ୍ବା ଯାହାକୁ ଆମେ ଗାଈ ରୂପରେ ପୂଜା କରିଥାଉ । ଯେଉଁ ଦିନ ଗାଈ କାଣ୍ଡିବାକୁ ଲାଗିବ ଅର୍ଥାତ ଗୋ ହତ୍ୟା ବଢିଯାଏ ଅଗାଇ ଆଖିରୁ ଲୁହ ଆସିଥାଏ ସେତେବେଳେକଲି ଯୁଗର ଶେଷ ସମୟ ପାଖେଇ ଚାଲି ଆସେ । କହିବାକୁ ଗଲେ ମଣିଷ ବହୁତ ନିରଦାୟୀ ଅଟେ । ଯାହାର ଖିଅର ଆମେ ଜୀବନ ସାରା ପାନ କରିଥାଉ କିନ୍ତୁ ଶେଷରେ ତାକୁ ହିଁ ଆମେ ବିକ୍ରି କରିଦେଉ । ତଥାପି ଗାଈ ଆମମାନଙ୍କୁ ଅଭିଶାପ ଦିଏ ନାହିଁ ।

କାରଣ ସେ ହେଉଛି ମା । କାରଣ ମା କେବେ ନିଜ ପୁଅକୁ ଅଭିଶାପ ଦେଇ ପାରେ ନାହିଁ । କିନ୍ତୁ ଗାଈ ଆଖିରୁ ଯେତେବେଳେ ଉଃ ଆସେ ସେତେବେଳେ ପୃଥିବୀ ନିଜର ଭାରସାମ୍ୟ ହରାଇ ବସେ । ଗାଈର ମସ୍ତକକୁ ଆଉଁସିଦେବେ ତେବେ ସେ ଦିନର ସୂର୍ଯ୍ୟ ପୂଜା ଶେଷ ହୋଇଯାଏ । ସେହିଭଳି ଗାଈର ବେକକୁ ଆଉଁସି ଦେବେ ଶିବ ପୂଜା ଓ ଗାଈକୁ ଖୁଆଇ ଦେଲେ ସେ ଦିନର ବିଷ୍ଣୁ ପୂଜା ଶେଷ ହୋଇଯାଏ । ସେଥିପାଇଁ ଗାଈମାନଙ୍କ ରକ୍ଷା କରନ୍ତୁ ।

ତୃତୀୟ ମା ହେଉଛି ଯେଇ ଆମକୁ ଜନ୍ମ ଅରିଥାଏ ।ସେ ଦିନ ମାଆ କାନ୍ଦୁ ଥିଲା ଯେତେବେଳେ ପୁଅ ଖାଉ ନ ଥିଲା ଓ ପୁଅ ମାକୁ ଖାଇବାକୁ ନ ଦେବାରୁ ମା କାନ୍ଦୁଛି । ସେଥିପାଇଁ ଆପଣ ସମସ୍ତଙ୍କୁ କହିଦେଉଛୁ କି ଜନ୍ମ କରିଥିବା ମାକୁ କେବେ ବି ଆଖିରେ ଲୁହ ଦିଅନ୍ତୁ ନାହିଁ । ସେଥିପାଇଁ କଲିର ଅନ୍ତ ନିକଟର ହେଲେ ଏହି ତିନୋଟି ମାର ଆଖିରୁ ଲୁହ ଆସିବ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଦେଶଦୁନିଆ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।