ଝଡି ଯାଇଥିବା କେସକୁ କେମିତି ଫେରି ପାଇବେ ? 10 ଟି interesting ପ୍ରଶ୍ନ ଓ ଉତ୍ତର

ଜ୍ଞାନ ଏକ ଅଦ୍ଭୁତ ଭଣ୍ଡାର । ଜ୍ଞାନ ଙ୍କୁ ବାଣ୍ଟିଲେ ଜ୍ଞାନ ଭଣ୍ଡାର ବୃଦ୍ଧି ଘଟେ । ଜ୍ଞାନ ପିପାସୁ ଲୋକ ମାନେ ଜ୍ଞାନ ବୃଦ୍ଧିର ଅନୁସନ୍ଧାନ କରନ୍ତି । ଏହା ଆପଣଙ୍କୁ ଜ୍ଞାନ ବଢେଇବାର ସହାୟକ ହେବ । ଜ୍ଞାନ ପିପାସୁ ଲୋକମାନେ ଖାଇବା ପିଇବା ଶୋଇବା ଭୁଲିଯାଆନ୍ତି । ସେଥିପାଇଁ କୁହା ଯାଇଛି ଯେ ” ନ ସରିବା ଯାଏଁ ବାଟ ଚାଲୁଥିବା ନ ବୁଝିବା ଯାଏଁ ପଚାରି ପ୍ରଗତି ପଥ କୁ ଯେଉଁ ଜନ ଚାହେଁ ନ ଶୁଏ ସେ ଦିନ ସର୍ବରୀ ” ତେଣୁ ପରିଶର୍ମି ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ । ଏହା ଆମେ ପିମ୍ପୁଡ଼ି ଗଳ୍ପ ରୁ ଶିକ୍ଷା ଲାଭ କରିଆସିଛୁ ।

ପ୍ରଶ୍ନ- ସବୁ ଜାଗାରେ ମୌସମ ସମାନ କାହିଁକି ହୋଇ ନ ଥାଏ ?

ଉତ୍ତର- ପୃଥିବୀ ନିଜର ଅକ୍ଷ ଉପରେ ୨୩ ଡିଗ୍ରୀ ତଳକୁ ଅଛି ଓ ଏହି କାରଣରୁ ସୂର୍ଯ୍ୟର କିରଣ ପୃଥିବୀର ସବୁ ସ୍ଥାନରେ ସମାନ ରୂପରେ ପହଞ୍ଚି ପାରି ନ ଥାଏ । ଆମର ପୃଥିବୀ ସବୁବେଳେ ବୁଲୁଥାଏ । ଯେଉଁ କାରଣରୁ ମୌସମ ସବୁ ସ୍ଥାନରେ ଅଲଗା ଅଲଗା ହୋଇଥାଏ ।

ପ୍ରଶ୍ନ- ନରେନ୍ଦ୍ର ମୋଦୀଙ୍କ ବଡିଗାର୍ଡ ସୁଟକେସରେ କଣ ରଖନ୍ତି ?

ଉତ୍ତର- ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା SPG ଅର୍ଥାତ Special Protection Groupର କମାଣ୍ଡୋମାନେ କରନ୍ତି । ଯଦି ବଡିଗାର୍ଡଙ୍କ ହାତରେ ଥିବା ଏହି ସୁଟକେସ ବିଷୟରେ କହିବା ତେବେ ଏହା ଏକ ପୋର୍ଟବଳ ବୁଲେଟ ପ୍ରୁଫ ଶିଲ୍ଡ ହୋଇଥାଏ । ଯାହା ଦରକାର ପଡିଲେ ବୁଲେଟକୁ ରୋକିବାର କାମ କରିଥାଏ । ଏହି ସୁଟକେସରେ ଗୋଟିଏ ବନ୍ଧୁକ ବି ଥାଏ ।

ପ୍ରଶ୍ନ- ଗରମ ଖାଦ୍ୟ ସେବନ କରିବା ଦ୍ଵାରା କଣ ଲାଭ ହୋଇଥାଏ ?

ଉତ୍ତର- ଗରମ ଖାଦ୍ୟରେ ସବୁ ପୋଷାକ ତତ୍ଵ ଏକ୍ଟିବ ହୋଇଥାଏ । ଗରମ ଖାଦ୍ୟ ଅଧିକ ସ୍ଵାଦିଷ୍ଟ ଲାଗିଥାଏ । ଗରମ ଖାଦ୍ୟ ସହଜରେ ହଜମ ବି ହୋଇଯାଏ । ଗରମ ଖାଦ୍ୟରେ ବ୍ୟାକ୍ଟେରିୟା କିମ୍ବା ଜୀବାଣୁ ନ ଥାଏ । ଏହା ଛଡା ଖାଦ୍ୟକୁ ପୁଣି ଥରେ ଗରମ କରି ସେବନ କରିବା ଉଚିତ ନୁହେଁ ।

ପ୍ରଶ୍ନ- ଝଡି ଯାଇଥିବା କେସକୁ କେମିତି ଫେରି ପାଇବେ ?

ଉତ୍ତର- ଝଡି ଯାଇଥିବା କେସକୁ ଫେରି ପାଇବା ପାଇଁ

୧. ଶିର୍ଷାସନ, ବ୍ୟାୟମ କରେ

୨. ପିଆଜର ରସ ଲଗାନ୍ତୁ

୩. ପ୍ରୋଟିନ ଯୁକ୍ତ ପୌଷ୍ଟିକ ଭୋଜନ କରନ୍ତୁ

ପ୍ରଶ୍ନ- ଦୁନିଆର ମୋତେ କେତୋଟି ଟେରେରିଷ୍ଟ ଗ୍ରୁପ ଅଟନ୍ତି ?

ଉତ୍ତର- ଦୁନିଆର ୫ ଟି ସବୁଠୁ ଶକ୍ତିଶାଳୀ ଆତଙ୍କି ସଂଗଠନ ଅଛି । ଏହା ଛଡା ପୁରା ଦୁନିଆରେ ୧୫୦ରୁ ଅଧିକ ଛୋଟ ବଡ ଆତଙ୍କି ସଂଗଠନ ଅଛି ।

ପ୍ରଶ୍ନ- ଲୋକମାନେ ପିଠି ପଛରେ ଚୁଗଲି କାହିଁକି କରନ୍ତି ?

ଉତ୍ତର- ଚୁଗଲି କରିବା ଏକ ଅଭ୍ୟାସ ଅଟେ । କୌଣସି ବ୍ୟକ୍ତିକୁ ଅନ୍ୟ ସାମ୍ନାରେ ନିଚ୍ଚ ଦେଖାଇବା ଓ ନିଜକୁ ଭଲ ପ୍ରଦର୍ଶନ କରିବା ପାଇଁ ଏହିଭଳି କରାଯାଏ । ଚୁଗୁଲି କରି ସେ ଅନ୍ୟ ବ୍ୟକ୍ତି ବିଷୟରେ ଖରାପ କୁହନ୍ତି ଓ ତାଙ୍କ ମଧ୍ୟରେ ଝଗଡା ବି କରନ୍ତି । ଯାହା ଦ୍ଵାରା ତାଙ୍କୁ ଖୁସି ମିଳିଥାଏ ।

ପ୍ରଶ୍ନ- Memesକୁ ଓଡିଆରେ କଣ କୁହାଯାଏ ?

ଉତ୍ତର- ୨୦୧୧ରେ YouTubeରେ Rickroll Meme ନାମକ ଭିଡିଓ ବହୁତ ପପୁଳାର ହୋଇଥିଲା । ଯାହା ପରେ ଇଣ୍ଟର୍ନେଟରେ Memes ଶବ୍ଦ ଆରମ୍ଭ ହୋଇଥିଲା । ସେହି ସମୟରେ ଲୋକମାନେ ପରସ୍ପରକୁ Memes ଶେୟାର କରି ଆସୁଛନ୍ତି । ଏହାର ଓଡିଆ ଶବ୍ଦ କିଛି ନାହିଁ ।

ପ୍ରଶ୍ନ- ଶୋଇବା ସମୟରେ ବାମ ପଟେ ଶୋଇବା କାହିଁକି ଭଲ ହୋଇଥାଏ ?

ଉତ୍ତର- ବାମ ପଟେ ଶୋଇବା ବହୁତ ଲାଭଦାୟକ ହୋଇଥାଏ । ପେଟର ସମସ୍ୟା ହୁଏ ନାହିଁ ।

ପେଟ ଫୁଲି ନ ଥାଏ ।

ଲିଭର ଉପରେ ଜୋର ପଡେ ନାହିଁ ।

ପାଚନ ତନ୍ତ୍ର ଭଲ ରହିଥାଏ ।

ହୃଦୟ ଜନିତ ରୋଗ ବି ହୋଇ ନ ଥାଏ ।

ପ୍ରଶ୍ନ- କଣ ବେଲୁନ ସ୍ପେସକୁ ଯାଇ ପାରିବ ?

ଉତ୍ତର- ବେଲୁନ କେବଳ ପୃଥିବୀର ବାୟୁମଣ୍ଡଲରେ ହିଁ ଉଡିପାରେ । କାରଣ ସ୍ପେସରେ ଗୁରୁତ୍ଵାକର୍ଷଣ ଓ ପବନ ନାହିଁ । ତେବେ ଯାଇ ବେଲୁନ ଉଡି ପାରିବ ।

ପ୍ରଶ୍ନ- କଣ ପଶୁମାନେ ବି ହସ୍ତମେଥୁନ କରନ୍ତି ?

ଉତ୍ତର- ହଁ, ପଶୁମାନେଙ୍କ ମଧ୍ୟରେ ନର ଓ ମାଦା ଦୁଇ ଜଣ ହିଁ ହସ୍ତମେଥୁନ କରନ୍ତି । ଯେମିତି କି ବିଲେଇ, କୁକୁର, ନର ହରିଣ, ଘୁଷୁରି ଓ ନର ମାଙ୍କଡ ଇତ୍ୟାଦି ।

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।