Bollywood ର ଟପ 15 ସବୁଠୁ ମହଙ୍ଗା ହିରୋଇନ, ଦେଖନ୍ତୁ କେଉଁ ହିରୋଇନ ଏବେ ଅଛନ୍ତି ନମ୍ବର 1 ରେ

ନମସ୍କାର ବନ୍ଧୁଗଣ ଆପଣ ମାନେ ବଲିଉଡ ଜଗତ କୁ ଜାଣିଥିବେ ନିଶ୍ଚିତ। ବଲିଉଡ ସାରା ଦୁନିଆ ରେ ପରିଚିତ। ଏବଂ ଏହି ଜଗତରେ ଥିବା ଅଭିନେତା ଏବଂ ଅଭିନେତ୍ରୀ ମାନେ ମଧ୍ୟ ସାରା ବିଶ୍ଵ ରେ ପରିଚିତ। ବଲିଉଡ ରେ କିଛି ଏଭଳି ସିନେମା ଅଛି ଯାହା ପୁରା ବିଶ୍ୱ ରେ ସମସ୍ତେ ପସନ୍ଦ କରିଥାନ୍ତି। ଏବଂ କିଛି କଳାକାର ଙ୍କ ସିନେମା କୁ ମଧ୍ୟ ଆପଣ ମାନେ ଖୁବ ପସନ୍ଦ କରୁଥିବେ। ଏବଂ ଆପଣ ନିଜ ମନ ପସନ୍ଦ ଅଭିନେତା କିମ୍ବା ଅଭିନେତ୍ରୀ ଙ୍କ ସିନେମା ଦେଖିବାକୁ କେବେବି ଭୁଲନ୍ତି ନାହିଁ।

ଆଜି ଆମେ ବଲିଉଡ ର କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଆଲୋଚନା କରିବୁ ଏବଂ ବଲିଉଡ ରେ ପ୍ରଥମ ସ୍ଥାନ ରେ କେଉଁ ଅଭିନେତ୍ରୀ ଅଛନ୍ତି ତାହା ମଧ୍ୟ ଜାଣିନେବା ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା।


୧୫. ସୋନାକ୍ଷୀ ସିହ୍ନ –  ସୋନାକ୍ଷୀ ୧୫ ନମ୍ବର ସ୍ଥାନରେ ଅଛନ୍ତି। ସେ ନିଜର କ୍ୟାରିଅର ଦବଙ୍ଗ ସିନେମା ରୁ ଆରମ୍ଭ କରିଥିଲେ। ଏବଂ ଏହା ପରେ ସେ ଅନେକ ହିଟ ସିନେମା ରେ କାମ କରି ସଫଳତା ହାସଲ କରିଛନ୍ତି।

୧୪.  ସାରା ଅଲି ଖାନ-  ସେ ବଲିଉଡ ରେ ୧୪ ନମ୍ବର ରେ ଅଛନ୍ତି। ସେ ନିଜର କ୍ୟାରିଅର କେଦାର ନାଥ ସିନେମା ରୁ ଆରମ୍ଭ କରିଥିଲେ। ସେ ନିଜ ଅଭିନୟ ଏବଂ ସୁନ୍ଦର ତା ରେ ଲୋକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇ ପାରିଛନ୍ତି।

୧୩. ପ୍ରିୟଙ୍କା ଚୋପ୍ରା- ସେ ବଲିଉଡ ରେ ୧୩ନମ୍ବର ସ୍ଥାନରେ ଅଛନ୍ତି। ସେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ କିଣି ପାରିଛନ୍ତି। ଏବଂ ବଲିଉଡ କୁ ଅନେକ ସଫଳ ସିନେମା ମଧ୍ୟ ପ୍ରଦାନ କରିଛନ୍ତି।

୧୨. ନୁସରତ- ସେ ବଲିଉଡ ରେ ୧୨ ନମ୍ବର ସ୍ଥାନରେ ଅଛନ୍ତି। ସେ ପ୍ୟାର କା ପଞ୍ଚ ନାମା, ଡ୍ରିମ ଗରଲ ଭଳି ସଫଳ ସିନେମା ରେ ଅଭିନୟ କରି ଲୋକ ପ୍ରିୟ ହୋଇ ପାରିଛନ୍ତି।

୧୧. ୟମି ଗୌତମ- ସେ ବଲିଉଡ ରେ ୧୧ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ସେ ବଲିଉଡ କୁ ସନମ ରେ, ଵାଲା ଭଳି ଅନେକ ସଫଳ ସିନେମା ପ୍ରଦାନ କରିଛନ୍ତି।

୧୦. ଭୂମି ପେଣ୍ଡେକର- ସେ ବଲିଉଡ ରେ ୧୦ ନମ୍ବର ସ୍ଥାନରେ ଅଛନ୍ତି। ସେ ବାଲା, ଦମ ଲଗାକେ ହାଇସା ଭଳି ସଫଳ ସିନେମା ବଲିଉଡ କୁ ପ୍ରଦାନ କରିଛନ୍ତି।

୯.  ତାପସି- ସେ ବଲିଉଡ ରେ ୯ ନମ୍ବର ସ୍ଥାନରେ ଅଛନ୍ତି। ସେ ଚସମେ ବଦୂର, ଭଳି ହିଟ ସିନେମା ରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଛନ୍ତି।

୮. କରିନା କପୂର ଖାନ- ସେ ବଲିଉଡ ରେ ୮ ନମ୍ବର ରେ ଅଛନ୍ତି। ସେ ବଲିଉଡ ରେ ଅନେକ ସିନେମା ରେ କାମ କରିଛନ୍ତି ଏବଂ ଅନେକ ସଫଳତା ମଧ୍ୟ ହାସଲ କରିଛନ୍ତି।

୭. କୀର୍ତ୍ତି ସାନନ- ସେ ବଲିଉଡ ରେ ୭ ନମ୍ବର ରେ ଅଛନ୍ତି। ସେ ଦିଲୱାଲେ, ରାଵତା ଭଳି ସଫଳ ସିନେମା ରେ ଅଭିନୟ କରିଛନ୍ତି।
୬. କ୍ୟାଟ୍ରିନା କେଫ୍- ସେ ବଲିଉଡ ରେ ୬ ନମ୍ବର ରେ ଅଛନ୍ତି। ସେ ବଲିଉଡ ର ଜଣେ ଯୋଗ୍ୟ ଏବଂ ସଫଳ ଅଭିନେତ୍ରୀ ଭାବେ ପରିଚିତ।

୫. ଅନୁଷ୍କା ଶର୍ମା- ସେ ବଲିଉଡ ରେ ୫ ନମ୍ବର ରେ ଅଛନ୍ତି। ସେ ସଞ୍ଜୁ, ପିକେ ଭଳି ସୁପର ହିଟ ସିନେମା ରେ ଅଭିନୟ କରି ଅନେକ ସଫଳ ହାସଲ କରିଛନ୍ତି।

୪. କଂଗନା ରାନାଵତ- ସେ ବଲିଉଡ ରେ ୪ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ବଲିଉଡ ର ନିଡର ଅଭିନେତ୍ରୀ ମଧ୍ୟ କୁହାଯାଏ। ସେ ମଣୀ କରଣୀକା ଭଳି ସଫଳ ସିନେମା ରେ କାମ କରିଛନ୍ତି।

୩. ଶ୍ରଦ୍ଧା କପୂର- ସେ ବଲିଉଡ ରେ ୩ ନମ୍ବର ରେ ଅଛନ୍ତି। ସେ ଛିଚୋରେ, ଏ ବି ସି ଡ଼ି ଭଳି ସଫଳ ସିନେମା ରେ କାମ କରିଛନ୍ତି।

୨. ଆଲିଆ ଭଟ୍ଟ- ସେ ବଲିଉଡ ରେ ୨ ନମ୍ବର ସ୍ଥାନରେ ରହିଛନ୍ତି। ସେ ବଲିଉଡ ରେ ଅଳ୍ପ ସମୟ ମଧ୍ୟରେ ଜଣେ ସଫଳ ଅଭିନେତ୍ରୀ ଭାବେ ପରିଚିତ। ଏବଂ ଅନେକ ସଫଳ ସିନେମା ମଧ୍ୟ ସେ ପ୍ରଦାନ କରିଛନ୍ତି ବଲିଉଡ କୁ।

୧. ଦୀପିକା ପାଦୁକନ- ସେ ବଲିଉଡ ରେ ୧ ନମ୍ବର ରେ ଅଛନ୍ତି। ସେ ବଲିଉଡ ରେ ସବୁଠାରୁ ସଫଳ ଅଭିନେତ୍ରୀ ଭାବେ ପରିଚିତ। ସେ ବାଜିରାଓ ମସ୍ତାନୀ, ପଦ୍ମାବତ ଭଳି ସଫଳ ଏବଂ ସୁପର ହିଟ ସିନେମା ବଲିଉଡ କୁ ପ୍ରଦାନ କରିଛନ୍ତି।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।