ମହିଳା ମାନଙ୍କ ମନରେ ରାଜ କରନ୍ତି ଏହି 6 ଟି ରାଶିର ପୁରୁଷ, ଭଲ ନ ଲାଗିଲେ ବି ଅକାଟ୍ୟ ସତ୍ୟ- Jyotish Shastra

ଆଚାର୍ଯ୍ୟ ଚାଣକ୍ୟଙ୍କ ଚାଣକ୍ୟ ନୀତି ଅନୁସାରେ ମାନବକୁ ଉଚିତ ଶିକ୍ଷା ଓ ସସ୍କାର ଦେବା ଦେବା ଉଚିତ । ତାଙ୍କର ଚାଣକ୍ୟ ନୀତିରେ ଅନେକ ବିଶେଷ କଥା କୁହାଯାଇଛି । ଜ୍ଯୋତିଷ ଓ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ମନରେ କଣ ରହିଥାଏ ତାହା ଜାଣିବା କାହାରି ପକ୍ଷେ ସମ୍ଭବ ନୁହେ । ମହିଳା ହେଉ ବା ପୁରୁଷ ସମସ୍ତେ ଖୁସିରେ ରହିବା ପାଇଁ  ନିଜ ନିଜର ଜୀବନ ସାଥି ବାଛିଥାନ୍ତି । ଆଜି ଆମେ ଆପଣ ମାନକୁ ଏହି ୬ଟି ରାଶିର ପୁରୁଷମାନେ ମହିଳା ମାନଙ୍କ ଉପରେ କେଉଁ ଗୁଣ ଯୋଗୁ ରାଜ କରିଥାନ୍ତି ସେହି ବିଷୟରେ ବିବରଣୀ ଦେବାକୁ ଯାଉଛୁ ।

ପ୍ରଥମରେ ରହିଛି ମିଥୁନ ରାଶିର ପୁରୁଷ : ଏହି ରାଶିର ପୁରୁଷମାନେ ଭଲ ପାଇବା କ୍ଷେତ୍ରରେ ସବୁବେଳେ ଆଗରେ ରହିଥାନ୍ତି । ଏମାନଙ୍କୁ ପ୍ରେମ କରୁଥିବା ମହିଳା ମାନେ ଆପେ ଆପେ ଏମାନଙ୍କ ପାଖକୁ ଆସିଥାନ୍ତି । ଏହିଭଳି ପୁରୁଷଙ୍କର ବ୍ୟକ୍ତିତ୍ବ ଓ ସ୍ଵଭାବ ଭଲ ହୋଇଥିବାରୁ ମହିଳା ମାନେ ତାଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି । ମହିଳା ମାନେ ଏହିଭଳି ସ୍ଵଭାବ ଥିବା ପୁରୁଷଙ୍କର ରୋମାଣ୍ଟିକ କଥାରେ ଅଧିକ ପ୍ରଭାବିତ ହୋଇଥାନ୍ତି ।

ଦିତୀୟରେ ରହିଛି ସିଂହ ରାଶିର ପୁରୁଷ : ଏହି ରାଶିର ପୁରୁଷମାନେ ବହୁତ ଭଲ ଓ ବୁଦ୍ଧିମାନ ହୋଇଥାନ୍ତି । ସେମାନେ ନିଜ ସହ ମହିଳା ମାନଙ୍କର ବିଶେଷ ଧ୍ୟାନ ରଖିବା ସହ ସମସ୍ତଙ୍କୁ ଖୁସିରେ ମଧ୍ୟ ରଖିଥାନ୍ତି । ସେଥିପାଇଁ ଝିଅମାନଙ୍କୁ ପୁରୁଷଙ୍କ ଏହି ଭଲ ଗୁଣ ଭଲ ଲାଗିଥାଏ । ଏହି ରାଶିର ପୁରୁଷ ମାନଙ୍କର କଥା ହେବାର ଶୈଳୀ ଓ ବ୍ୟବହାର ଝିଅମାନଙ୍କୁ ଅଧିକ ପ୍ରଭାବିତ କରିଥାଏ ।

ତୃତୀୟରେ ରହିଛି ତୁଳା ରାଶିର ପୁରୁଷ : ଏହି ରାଶିର ପୁରୁଷମାନେ ଅଧିକ ସୁନ୍ଦର ହୋଇଥିବାରୁ ଝିଅମାନେ ଏମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଭଲ ପାଇବା ଏକ ମହତ୍ବପୂର୍ଣ୍ଣ କଥା ହୋଇଥାଏ । ଏମାନଙ୍କର ଏହି ସ୍ଵଭାବ ଯୋଗୁ ଝିଅମାନେ ତାଙ୍କ ଉପରେ ଅଧିକ ଭରସା କରିଥାନ୍ତି । ଏହି ଭଳି ସ୍ଵଭାବ ଥିବା ପୁରୁଷମାନେ କାହାକୁ ଧୋକା ଦିଅନ୍ତି ନାହି । ସେଥିପାଇଁ ଝିଅମାନେ ଆଖି ବନ୍ଦ କରି ବିଶ୍ବାସ କରିଥାନ୍ତି ।

ଚତୁର୍ଥରେ ରହିଛି ମକର ରାଶିର ପୁରୁଷ : ଏହି ରାଶିର ପୁରୁଷ ମାନଙ୍କର ଅଧିକରୁ ଅଧକ ଆକର୍ଷଣ ବ୍ୟକ୍ତିତ୍ବ ରହିଥିବାରୁ ଝିଅମାନେ ଏମାନଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି । ଏମାନଙ୍କର କଥା କହିବାର ଶୈଳୀ ଅଲଗା ହୋଇଥିବାରୁ ଝିଅମାନେ ଅଧିକ ପସନ୍ଦ କରିଥାନ୍ତି ।

ପଞ୍ଚମରେ ରହିଛି ବୃଷ ରାଶିର ପୁରୁଷ : ଏହି ରାଶିର ପୁରୁଷ ମାନଙ୍କର କୌତୁକପୁର୍ଣ୍ଣ ଗୁଣ ଅଧିକ ରହିଥାଏ । ପ୍ରେମର କଥା ଆସିଲେ ଏମାନେ ନିଷ୍ଠାର ସହ ସମ୍ପର୍କ ନିଭାଇଥାନ୍ତି । ଏହି ରାଶିର ପୁରୁଷ ମାନଙ୍କର ସ୍ତ୍ରୀମାନେ ସଦାବେଳେ ଖୁସିରେ ରହିଥାନ୍ତି ।

ଷଷ୍ଠରେ ରହିଛି କୁମ୍ଭ ରାଶିର ପୁରୁଷ : ଏହି ରାଶିର ପୁରୁଷ ମାନେ ଦେଖିବାକୁ ଅଧିକ ସୁନ୍ଦର ହୋଇନଥିଲେ ମଧ୍ୟ ଏମାନଙ୍କର ବ୍ୟକ୍ତିତ୍ବ ଗୁଣ ଭଲ ହୋଇଥାଏ । ଏମାନେ ରାଗ ସ୍ଵଭାବର ହୋଇଥିବାରୁ ସ୍ଵାମୀ ଓ ସ୍ତ୍ରୀଙ୍କ ଭିତରେ କଳହ ସୃଷ୍ଟି ହୋଇଥାଏ । ଯେଉଁ ନାରୀ ଏହି ପୁରୁଷଙ୍କ ସହ ରହିଥାଏ ତାକୁ ସବୁବେଳେ ସାହାଜ୍ଯ ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।