“ରାମ ନାମ ସତ୍ୟ ହେ” କଣ ପାଇଁ କୁହାଯାଏ ? ଏହା ପଛରେ ରହିଛି ଏହି ବଡ ରହସ୍ୟ, ନିଶ୍ଚୟ ଦେଖନ୍ତୁ- Garuda Purana

ଦୁନିଆରେ ଯେଉଁ ମଣିଷ ଜନ୍ମ ନେଇଛି ତାହାର ମୃ-ତ୍ୟୁ ହେବା ସୁନିଶ୍ଚିନ୍ତ ଅଟେ । କାରଣ ଏହା ହେଉଛି ମଣିଷ ଜୀବନରେ ସବୁଠୁ ବଡ ସତ୍ୟ କଥା ଯାହାକୁ କେବେ ବି ବଦଳାଇ ହେବ ନାହି । ମଣିଷର ମୃ-ତ୍ୟୁ ପରେ ତାର ଶ-ବ ନେଇ ଯିବା ସମୟରେ “ରାମ ନାମ ସତ୍ୟ” ବୋଲି କାହିଁକି କୁହାଯାଏ ତାହାର ସମ୍ପୁର୍ଣ୍ଣ ବିବରଣୀ ଆଜି ଆମେ ଆପଣ ମାନଙ୍କୁ ଦେବାକୁ ଯାଉଛୁ । “ରାମ ନାମ ସତ୍ୟ ହେ” ଏହି କଥାଟି ଯୁଧିଷ୍ଠିରଙ୍କ ମାଧ୍ୟମରେ “ମହାଭାରତ”ରେ କୁହା ଯାଇଥିଲା ।

ମଣିଷର ମୃ-ତ୍ୟୁ ପରେ ତା ଶ-ବ ପଛରେ ଯାଉଥିବା ଲୋକମାନେ “ରାମ ନାମ ସତ୍ୟ ହେ” କହିଥାନ୍ତି । ଶ-ବ-ର ଦ-ହ-ନ ପରେ ତାର ଆତ୍ମା ପଞ୍ଚତତ୍ତ୍ଵରେ ଲୀନ ହୋଇଥାଏ । ଏହା ପରେ ସେଠାରେ ଥିବା ଲୋକମାନେ ନିଜ ନିଜ ଘରକୁ ଫେରି ଯାଇ ଏହି ଘଟଣାଟିକୁ ଭୁଲି ଯାଇଥାନ୍ତି । ମୃ-ତ୍ୟୁ ହୋଇଥିବା ଲୋକର ସମ୍ପତିକୁ ପାଇବା ପାଇଁ ସେମାନେ ନିଜ ନିଜ ଭିତରେ ଝଗଡା ଲାଗିଥାନ୍ତି ।

ଯୁଧିଷ୍ଠିର କହିଛନ୍ତି ଯେ ପ୍ରତେକ ମଣିଷ କେବେ ନା କେବେ ମ-ରି-ଥିବା ଲୋକର ଶ-ବ ପଛରେ ଯାଇ “ରାମ ନାମ ସତ୍ୟ ହେ” କହିଥାଏ ଓ ଶ୍ମଶାନ ରୁ ବାହାରିବା ପରେ ଜୀବନର ଏହି ସତ କଥାଟିକୁ ଭୁଲି ଯାଇଥାଏ । ଧର୍ମଗ୍ରନ୍ଥରେ କୁହାଯାଇଛି ଯେ ମୃ-ତ୍ୟୁ ଯେମିତି ଅଟଳ ସତ୍ୟ ସେମିତି ରାମ ନାମ ସତ୍ୟ ହେ ମଧ୍ୟ ସେତିକି ଅଟଳ ସତ୍ୟ ଅଟେ । ଏହା କହିବାର ଉଦେଶ୍ୟ ହେଉଛି ଯେ ସାଥିରେ ଚାଲୁଥିବା ପରିଜନ ମାନଙ୍କୁ ଏହା ବୁଝାଇଥାଏ ଯେ ଜୀବନ ଶେଷ ହେବା ପରେ କେବଳ ରାମ ନାମ ହିଁ ସତ୍ୟ ହୋଇଥାଏ ଓ ବାକି ସବୁ ମିଛ ହୋଇଥାଏ ।

ଏହି ପରମ୍ପରା ଆଜି ନୁହେ ପୌରାଣିକ କାଳରୁ ଚାଲି ଆସିଛି । ରାମ ନାମର ଜପ କରିଲେ ମ-ରି-ଥିବା ଲୋକର ଆତ୍ମାକୁ ମୁକ୍ତି ମିଳିବା ସହ ଭଗବାନ ଶ୍ରୀ ହରିଙ୍କ ଚରଣରେ ସ୍ଥାନ ମିଳିଥାଏ । ଏହି ନାମକୁ ଜପିଲେ ମଣିଷ ମନରେ ଥିବା ଖରାପ ଚିନ୍ତାଧାରା ଦୂର ହୋଇଥାଏ ଯାହାର ପ୍ରଭାବରେ ମଣିଷ ଖରାପ କାମ କରିବା ଛାଡି ଦେଇଥାଏ ଓ ସତ୍ୟ ରାସ୍ତାରେ ଚଳିବାକୁ ଚେଷ୍ଟା କରିଥାଏ ।

ଏହି ମନ୍ତ୍ରକୁ ଜପ କରିଲେ ମରିଥିବା ଲୋକର ପରିବାରକୁ ତାଙ୍କୁ ଭୁଲିବାକୁ ସହଜ ହୋଇଥାଏ । ଏହା ଛଡା ରାମାୟଣର ରଚୟତା ମହର୍ଷି ବାଲ୍ମୀକି ପୂର୍ବରୁ ଗୋଟେ ଡାକୁ ଥିଲେ । ସେ ମଧ୍ୟ ରାମ ନାମ ଜପ କରି ସତ ମାର୍ଗରେ ଚାଲି ରାମାୟଣ ଭଳି ମହାନ ଗ୍ରନ୍ଥର ରଚନା କରିଥିଲେ । ରାମ ଶବ୍ଦଟି କୌଣସି ସାଧାରଣ ଶବ୍ଦ ନୁହେ । ଏହି ଶବ୍ଦଟି ଭଗବନ ହରିଙ୍କ ଚରଣରେ ନିଜକୁ ସମ୍ପୁର୍ଣ୍ଣ ରୂପେ ସମପ୍ରାଣ କରିବାର ମନ୍ତ୍ର ଅଟେ । ତେଣୁ ପ୍ରତେକ ମଣିଷକୁ ରାମ ନାମ ଜପିବା ଉଚିତ ।

କାରଣ ମଣିଷ ନିଜ ଖରାପ କାମ ପାଇଁ ଅନେକ ସମସ୍ୟାର ସମୁଖିନ୍ନ ହୋଇଥାଏ । ମଣିଷର ମୃ-ତ୍ୟୁ ପରେ ତା ସହିତ ତାର କର୍ମର ଫଳ ହିଁ ମୃ-ତ୍ୟୁ-ଲୋକକୁ ଯାଇଥାଏ । ଯିଏ ଏହି ମୃ-ତ୍ୟୁ-ଲୋକରେ ଜନ୍ମ ନେଇଛି ତାର ମୃ-ତ୍ୟୁ ହେବା ଯେତିକି ସତ୍ୟ ରାମ ନାମ ଜପିବା ମଧ୍ୟ ସେତିକି ସତ୍ୟ ଅଟେ । ତେଣି ସବୁ ମଣିଷକୁ ଏହି ନିୟମ ପାଳନ କରିବା ଉଚିତ ହେବ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।ଧନ୍ୟବାଦ