ଏମାନେ ହେଲେ ଭାରତର ସବୁଠୁ ସୁନ୍ଦର 4 ଜଣ ନ୍ଯୁଜ ଆଙ୍କର ଙ୍କ ରିଅଲ ଲାଇଫ ସ୍ଵାମୀ, 3 ନମ୍ବର ଙ୍କ ସ୍ଵାମୀ ଜଣେ IPS ଅଫିସର

ସୁନ୍ଦରତା ଓ ଗ୍ଲାମର ଫିଲ୍ମ ଜଗତରେ ସୀମିତ ହୋଇ ରହି ନାହି । ନାରୀମାନେ ସବୁ କ୍ଷେତ୍ରରେ ପୁରୁଷମାନଙ୍କ ଅପେକ୍ଷା ବହୁତ ଆଗରେ ଅଛନ୍ତି । ଆଜି ଆମେ ଆପଣ ମାନଙ୍କୁ ମିଡିଆ ଜଗତ ବିଷୟରେ କହିବାକୁ ଯାଉଛୁ । ନ୍ଯୁଜ ଚ୍ୟାନେଲରେ ସବୁ ଆଙ୍କରମାନେ ସୁନ୍ଦର ହେବ ସହ ବୁଦ୍ଧିମାନ ମଧ୍ୟ ଅଟନ୍ତି । ବଲିଉଡର ଅଭିନେତ୍ରୀ ମାନଙ୍କ ସୁନ୍ଦରତା ଅପେକ୍ଷା ନ୍ୟୁଜର ଆଙ୍କର ମାନକ ସୁନ୍ଦରତା ବହୁତ ଗୁଣରେ ଅଧିକ ରହିଛି । ଆଜି ଆମେ ଆପଣ ମାନଙ୍କୁ ନ୍ଯୁଜର ଆଙ୍କର ମାନଙ୍କର ରିୟଲ ଲାଇଫ ବିଷୟରେ କିଛି ଅନୋଖା କଥା କହିବାକୁ ଯାଉଛୁ ।

୧- “ରୁବିକା ଲିୟାକତ” : ରୁବିକା ଲିୟାକତ ନ୍ଯୁଜ ଚ୍ୟାନେଲର ସବୁଠାରୁ ସୁନ୍ଦର ଆଙ୍କର ଅଟନ୍ତି । ସେ “ତାଲ ଥୋକ କେ” କାର୍ଯ୍ୟକ୍ରମରେ ନିଜର ଆଙ୍କରିଙ୍ଗ କରନ୍ତି । ସେ ବହୁତ ବଡ ନିୟୁଜ ଚ୍ଯାନେଲ ମାନଙ୍କ ସହ କାମ କରି ସାରିଛନ୍ତି । ସେ ୨୦୧୨ରେ ନାବେଦ କୁରେସିଙ୍କ ସହ ବିବାହ କରିଛନ୍ତି । ତାଙ୍କ ସ୍ଵାମୀ ଜଣେ ପତ୍ରକାର ଅଟନ୍ତି ।

୨- “ଶ୍ଵେତା ସିଂ” : ଭାରତର ସବୁଠାରୁ ସୁନ୍ଦର ଓ ଫ୍ୟାମସ ମହିଳା ଭାବେ ଶ୍ଵେତା ସିଂ ପରିଚିତ ଅଟନ୍ତି । ଆଜିକା ଡେଟରେ ସେ ନ୍ଯୁଜ ଚ୍ୟାନେଲର ଆଙ୍କର ହେବା ସହ ଏକ୍ଜିକ୍ୟୁଟିବ ଏଡିଟର ଭାବେ କାମ କରୁଛନ୍ତି । ସେ କପିଲ ଶର୍ମାଙ୍କ ସୋରେ ମହୟ ନଜର ଆସିଥାନ୍ତି । ବହୁତ ବର୍ଷ ହେଲା ସେ “ଆଜ ତକ” ଚ୍ଯାନେଲ ସହ ଜଡିତ ଅଛନ୍ତି । ତାଙ୍କୁ ୪୧ ବର୍ଷ ହୋଇଥିଲେ ମଧ୍ୟ ତାଙ୍କ ସୁନ୍ଦରତାରେ କିଛି ବି କମି ନାହି । ସେ ସଂକେତ କୋଟକରଙ୍କ ସହ ବିବାହ କରିଛନ୍ତି । ତାଙ୍କ ସ୍ଵାମୀ ସଂକେତ ଏନଲାଇଟା ସଲ୍ୟୁଶନ୍ସରେ ବରିଷ୍ଠ ପଦରେ ନିଯୁକ୍ତ ଅଛନ୍ତି ।

୩- “ଅଞ୍ଜନା ଓମ କଶ୍ୟପ” : ଅଞ୍ଜନା ଓମ କଶ୍ୟପଙ୍କର ନାମ ଭାରତର ସବୁଠାରୁ ସୁନ୍ଦର ଓ ମସୁର ଆଙ୍କର ଭାବେ ପ୍ରସିଦ୍ଧ ଅଟେ । ଅଞ୍ଜନା ସର୍ବଶ୍ରେଷ୍ଠ ନିୟୁଜ ଆଙ୍କର ଭାବେ ପୁରସ୍କୃତ ହେଇଛନ୍ତି । ୪୪ ବର୍ଷର ଅଞ୍ଜନା “ଆଜ ତକ” ଚ୍ଯାନେଲ ସହ ଯୋଡି ନ୍ହେୟ ରହିଛନ୍ତି । ତାଙ୍କର କଥା କହିବାର ଶୈଳୀ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ । ସେ ମଙ୍ଗେସ କଶ୍ୟପଙ୍କ ସହ ବିବାହ କରିଛନ୍ତି ଯିଏ ଜଣେ ଆଇପିଏସ ଅଫିସର ଅଟନ୍ତି ।

୪- “ନେହାଁ ପନ୍ତ” : ନେହାଁ ଅନେକ ବର୍ଷ ହେବ “ଏବିପି ନିୟୁଜ” ଚ୍ଯାନେଲ କାମ କରି ବର୍ତ୍ତମାନ ନିୟୁଜ ୧୮ରେ କାମ କରୁଛନ୍ତି । ସେ ନିୟୁଜ-୧୮ର ବକୃତା ସୋରେ “ହମ ତୋ ପୁଛେଙ୍ଗେ”ରେ ନଜର ଆସନ୍ତି । ଏହି ସୋ ପାଇଁ ତାଙ୍କୁ ବହୁତ ଲୋକପ୍ରିୟତା ମିଳି ସାରିଛି । ନେହାଁଙ୍କର ୨୦୧୫ରେ ମୟଙ୍କ ପାନ୍ତଙ୍କ ସହ ବିବାହ ହୋଇଛି । ତାଙ୍କ ସ୍ଵାମୀ ମୟଙ୍କ ବୋଡାଫୋନ କମ୍ପାନୀର ଜେନେରାଲ ଆସିଷ୍ଟାନ୍ଟ ମ୍ୟାନେଜର ପୋସ୍ତରେ କାମ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ