ଆଜିର ରାଶିଫଳ, 6 ସେପ୍ଟେମ୍ବର 2020, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ଏହି ୫ଟି ରାଶିର ଆର୍ଥିକ ସ୍ଥିତି ହେବ ମଜବୁତ, ବାକି ରାଶି ରୁହନ୍ତୁ ସତର୍କ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୬ ସେପ୍ଟେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଅଳ୍ପ ପରିଶ୍ରମରେ ବେସି ଫଳ ପାଇବେ । ବାହାନ କିଣିବାର ସୁଯୋଗ ମିଳିବ , ସାମାଜିକ କାର୍ଯ୍ୟରେ ଭାଗ ନେବେ , ଘର ପରିବାରରେ ସାନ୍ତାନଙ୍କ ସହଯୋଗ ମୋଲିବ । ଆପଣ ସମୟ ଓ ପରିସ୍ଥିତି କୁ ଦେଖି କାର୍ଯ୍ୟ କରନ୍ତୁ ଘର ପରିବାରକୁ ସଂଗଠିତ କରିବାକୁ ପ୍ରୟାସ କରନ୍ତୁ । ଧନ ପ୍ରାପ୍ତି ମାମଲାରେ ଲାଭ ମିଳିବ । ଆପଣଙ୍କର କାମ କାର୍ଯ୍ୟକୁ ନେଇ ଆପଣ ମାନସିକ ଦୁଶ୍ଚିନ୍ତାରେ ରହିବେ । ବାହାରର ଯାତ୍ରାରେ ବିବାଦ ସୃଷ୍ଟି ହୋଇପାରେ । ଧନ ସମ୍ପତ୍ତି କୁ ନେଇ କରିଥିବା ପ୍ରୟାସରେ ବିଫଳ ହେବେ । ଆରୋଗ୍ୟ ରହିବେ , ପୁରୁଣା ସମସ୍ୟାରୁ ରକ୍ଷା ପାଇବେ । ଆଜି ସନ୍ଧ୍ୟାବେଳେ ଘର ଅଗଣାରେ ଦୀପ ଜଳାନ୍ତୁ ସବୁ ଅସୁବିଧାରୁ ମୁକ୍ତି ପାଇବେ ।

ବୃଷ

ଆଜି ଦିନଟି ଆପଣଙ୍କ ପାଇଁ ବହୁତ ଭଲ ଅଛି । ଆଜି ଆପଣଙ୍କ ସବୁ ଜାର୍ଯ୍ୟ ସମୟପୁର୍ବରୁ ଶେଷ ହୋଇଯିବ । ଇଞ୍ଜିନିୟର ମାନେ କର୍ଯ୍ୟଦକ୍ଷତା ଦେଖାଇବେ । ଆର୍ଥିକ ଲାଭ ମିଳିବ ମାନ ସନମାନ ମିଳିବ । କୌଣସି କାର୍ଯକୁ ସନମାନ ସହ କରିବେ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଯଦି ବ୍ୟବସାୟ କରୁଛନ୍ତି ସେଥିରେ ବୃଦ୍ଧି ହେବ । ପାରିବାରିକ ସମସ୍ୟା ଦେଖାଦେଇପାରେ । ଜୀବନ ସାଥି ସହ ମନାନ୍ତର ହୋଇପାରେ । ସମୟ ଓ ପରିସ୍ଥିତି ଅନୁସାରେ ନିବନ ସାଥୀଙ୍କୁ ଖୁଶି ରଖିବାକ୍ଷ ଚେଷ୍ଟା କରନ୍ତୁ । ଆଜି ଚାରିମୁଖୀ ଦୀପ ଜାଳନ୍ତୁ। ହନୁମାନଙ୍କ ଉପାସନା କରନ୍ତୁ ।

ମିଥୁନ

ଆଜି ଦିନଟି ଆପଣଙ୍କ ସାମାଙ୍ଗ ରହିବ ।ଅଟକିଥିବା କାମ ଅନ୍ୟମାନଙ୍କ ସାହାଯ୍ୟରେ ପୂରଣ କରିବେ । ଏହି ରାଶିର ବିଲଡର ମାନଙ୍କର ଅଚାନକ ବହୁତ ଲାଭ ପାଇବେ । ପରିବାରର ସହିତ ମଧୁର ସମ୍ପର୍କ ରହିବ , ପାରିବାରିକ ତାଳ ମେଳ ରଖିଲେ ସବୁ ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ସ୍ଥିତି ଭଲ ହେବାରୁ ପୁରଣା କରଜ ସୁଝିବେ । ଆପଣଙ୍କୁ ପୈତୃକ ଶମ୍ପତି ମିଳିବାର ସମ୍ଭାବନା ଅଛି । ଅଚଳ ଶମ୍ପତି ପାଇଁ କୌଣସି ନିବାସ କରନ୍ତୁ ନାହିଁ ବୁଝିବିଚାରି କରନ୍ତୁ ନଚେତ ବଡ଼ କ୍ଷତିରେ ପଡିବେ । ଆଜି ଗାଧୋଇବାବେଳେ ଗଙ୍ଗାଜଳ ମିଶାନ୍ତୁ ଆପଣଙ୍କୁ ସବୁ କାମରେ ଖୁସି ମିଳିବ ।

କର୍କଟ

ଆଜି ଦିନଟି ମିଳାମିଶା ରହିବ । କୌଣସି ଜିନିଷକୁ କିଣିବାକୁ ବିଳମ୍ବ ହୋଇପାରେ । ଆର୍ଥିକ ଲାଭ ପାଇଁ ନିବେଶ କରନ୍ତୁ ଭଲ ଲାଭ ମିଳିବ । କାର୍ଯ୍ୟକୁ ଭାରକୁ ଯାଇପରନ୍ତି ଏଥିରେ ସଫଳ ହେବେ । ଧନ ସମ୍ପତ୍ତିକୁ ନେଇ ଚାଲୁଥିବା ବିବାଦରୁ ମୁକ୍ତି ପାଇବେ । ଚାକିରୀ ବା ବ୍ୟବସାୟରୁ ଲାଭ ମିଳିବ । ସମ୍ପର୍କୀୟଙ୍କ ସହ ଛୋଟ ମୋଟ ବିବାଦ ଉପୁଜିପାରେ ଆପଣ ଆପଣଙ୍କ ବୁଦ୍ଧି ଦ୍ୱାରା ଏହାକୁ ସମାଧାନ କରିବେ । ସନ୍ଧ୍ୟାବେଳେ ଦୀପ ଜଳାନ୍ତୁ , ଶନି ମନ୍ଦିରରେ କଳା କପଡା ପ୍ରଦାନ କରନ୍ତୁ ଲାମ୍ବା ଆୟୁ ର ଆଶୀର୍ବାଦ ମିକିବ।

ସିଂହ

ଆଜି ଦିନଟି ଆପଣଙ୍କର ବହୁତ ଭଲରେ ଯିବ। ଆଜି ବିବାହିତ ପୁରୁଷ ମାନେ ଜୀବସାଥୀ ସହ ମନ୍ଦିରକୁ ଯାଇପରନ୍ତି। ଧର୍ଯ୍ୟ ଧରନ୍ତୁ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ । ପିତା ମାତାଙ୍କ ସେବା କରିବା ଦ୍ଵାରା ଦିନଟି ଆପଣଙ୍କର ବହୁତ ଭଲରେ ଯିବ । ଆଜି ବିବାହିତ ପୁରୁଷ ମାନେ ଜୀବସାଥୀ ସହ ମନ୍ଦିରକୁ ଯାଇପରନ୍ତି। ଧର୍ଯ୍ୟ ଧରନ୍ତୁ ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ । ସନ୍ତାନଙ୍କ ପାଠ ପଢ଼ାକୁ ନେଇ ମନ ଖୁସି ରହିବ । ଆର୍ଥିକ ଦୃଷ୍ଟିରୁ ଏହି ସମୟ ବହୁତ ଭଲ ରହିବ ଓ ଜୀବନରେ ସମୃଦ୍ଧି ବଢ଼ିବ । ବିଭିନ୍ନ  କ୍ଷେତ୍ରରୁ  ବ୍ୟବସାୟର ଗତିବିଧି ସାମାନ୍ୟ ରହିବ । କଠିନ ପରିଶ୍ରମ କରି ସେହି ଅନୁସାରେ ଫଳ ନ ମିଳିଲେ ମନ ଚିନ୍ତିତ ରହିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ନଚେତ ବିବାଦରେ ଫସିପାରନ୍ତି । ତୁଲସି ପାଖରେ ଦୀପ ଯାଲନ୍ତୁ , ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ ସବୁକାର୍ଯ୍ୟରେ ସଫଳତା ପାଇବେ ।

କନ୍ୟା

ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗ ଆଡକୁ ଯିବ । ଏହି ରାଶିର ବ୍ୟବସାୟୀମାନେ ଖୁସି ରେ ରବିବେ ।ପରିବାର ସହ ହୋଟେଲକୁ ଖାଇବାକୁ ଯାଇପରନ୍ତି । ସମାନ ପ୍ରତିଷ୍ଠା ବଢ଼ିବ । ପରିବାର ଓ ସମ୍ପର୍କୀୟଙ୍କ ସହ ଦିନଟି ଭଲରେ ଯିବ । ଜମି , ବାହାନ ଆଦି କିଣି ପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ ମିନ୍ତୁ ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ । କାର୍ଯ୍ୟାଳୟରେ ଛୋଟ ମିଟ ଅସୁବିଧା ହୋଇପାରେ । ଆଜି ଘରପାଖ ମନ୍ଦିରରେ ଦୀପ ଯାଲନ୍ତୁ ସବୁ ଦୁଃଖ ଦୂର ହେବ ।

ତୁଳା

ଆଣି ଆପଣଙ୍କ ଦିନ ମିଳା ମିଶା ରହିବ । ଆଜି ଆପଣ ଏଲେକ୍ଟ୍ରୋନିକ ଜିନିଷରେ ଖର୍ଚ୍ଚ କରିପାରନ୍ତି । ପରିବାର ଓ ସମ୍ପର୍କୀୟ ଙ୍କ ସହ ସମ୍ପର୍କ ଭଲ ରହିବ । ଛାତ୍ରଙ୍କ ପାଇଁ ଶୁଭ ଦିନ ଅଟେ । ମିତ୍ର ବା ସଂପ୍ରମିୟଙ୍କ ସହ ପିକନିକ କରିପାରନ୍ତି ।ଆକସ୍ମିକ ଧନ ଲାଭ ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ବଡ ବଦଳିବା ଆସିପାରେ । କାର୍ଯ୍ୟ ସଫଳତା ମିଳବା ଦ୍ଵାରା ଆପଣଙ୍କର ମନ ପ୍ରସନ୍ନ ରହିବ । ପଇସା ନେବା ଦେବାରେ ଆଉ କୋର୍ଟ ଓ କଚେରୀ ଠାରୁ ଆପଣ ମୁକ୍ତି ପାଇବେ । ଆଜି ଦିନରେ ଆପଣ ସକଳରେ ସାନ୍ନ କରିବା ପୂର୍ବରୁ ତେଲ ମାଲିସ କରନ୍ତୁ , ଶରୀର ଭଲ ରହିବ ।

ବିଛା

ଆଜି ଆପଣଙ୍କର ଦିନତି ଭଲ ରହିବ । ଆଜି ଚାକିରି ଲୋକଙ୍କୁ ବହୁତ ଅଫର ମିଳିପାରେ । ଆପଣଙ୍କ ଘରେ ଖୁସିର ମାହୋଲ ଦେଖାଯିବ । ଆପଣଙ୍କ ଉପରେ କାର୍ଯ୍ୟର ଭାର ଅଧିକ ରହିବ । କିନ୍ତୁ ଚେଷ୍ଟା କରିବା ଦ୍ଵାରା ସଫଳ ପାଇପାରିବେ । ସନ୍ତାନର ସହଯୋଗ ଆପଣଙ୍କ ଉପରେ ରହିବ । ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଆପଣ ବ୍ୟବସାୟକୁ ବିସ୍ତାର ରୂପରେ ଯୋଜନା କରିପାରିବେ । ମନୋବଳ ଆପଣଙ୍କର ସକରାତ୍ମକ ରହିବ । ସ୍ୱାସ୍ଥ୍ୟ ଆପଣଙ୍କର ପ୍ରତି ଧ୍ୟାନ ଦିଅନ୍ତୁ । ସନ୍ଧ୍ୟା ସମୟରେ ଆପଣ ଦୀପ ଜଳନ୍ତୁ , ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ତାଙ୍କୁ ସିନ୍ଦୁର ଚଢାନ୍ତୁ ।

ଧନୁ

ଆଜି ଆପଣଙ୍କର ଭାଗ୍ୟ ଚମକିବା । ପରିବାର ସହିତ ଭଲ ସମୟ ବିତେଇପାରିବେ । ଏହି ରାଶିର ବ୍ୟକ୍ତିମାନକୁ ସେଲ୍ସ ଓ ମାର୍କେଟିଂଗ ସହିତ ଜଡିତ ଥିବା ତାଙ୍କୁ ଉନ୍ନତି ମିଳିପାରେ । ଧାର୍ମିକ ଓ ସାମାଜିକ କାର୍ଯ୍ୟ ପ୍ରତି ମନୋବଳ ବଢିବ । ପରିବାରର ବର୍ଗ ସହିତ ଲମ୍ବା ଯାତ୍ରାର ଆୟୋଜନ କରିବେ । ବେରୋଜଗାର ମାନଙ୍କୁ ରୋଜଗାରର ଅବସର ମିଳିବ । ଅନାବଶ୍ୟକ ଖର୍ଚ ଅଧିକ ଆର୍ଥିକ ସ୍ଥିତି କମଜୋର ମଧ୍ୟ ହୋଇପାରେ । ବ୍ୟବସାୟିକ ମଧ୍ୟମ ରହିପାରେ ଛୋଟ ଛୋଟ ଚିନ୍ତାରେ ମଧ୍ୟ ପଡ଼ିପାରନ୍ତି । ଆଜି ଦିନରେ ମା ଓ ବାପାଙ୍କ ଆଶୀର୍ବାଦ ନିଅନ୍ତୁ , ଆପଣଙ୍କର କାମରେ ସଫଳତା ମିଳିବ ।

ମକର

ଆଜି କିଛି କାମକୁ ସନ୍ତୁଳନ ବନେଇ ବା ପୂର୍ବରୁ ଆପଣ ସମୟ ଭିତରେ ପୁରା କରିପାରିବ । କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ଆଉ ଧନ ଲାଭର ସ୍ଥିତି ମଧ୍ୟ ରହିବ । ପରିବାରର ମହୋଲ ଖୁସିରେ ରହିବ । କିନ୍ତୁ କାର୍ଯ୍ୟର ଭାର ଅଧିକ ରହିବ କିନ୍ତୁ ଆପଣ ପରିଶ୍ରମ କରିବା ଦ୍ଵାରା ପୁରୁଣା ହୋଇପାରିବ । ନିଜ କଥାକୁ ସଂଯମ ରଖନ୍ତୁ ଅନ୍ୟଥା କୌଣସି କଥାରେ ବିବାଦ କରନ୍ତୁ ନାହିଁ । ପଇସା ନେବା ଦେବାରେ ବଞ୍ଚନ୍ତୁ । କାର୍ଯ୍ୟ ବିସ୍ତାର କରିବାରେ ଯୋଜନା ଆପଣ ବନନ୍ତୁ , କିନ୍ତୁ ବୁଝି ବିଚାରୀ କରନ୍ତୁ । ଦୁଆରରେ ଦୀପ ଜଳନ୍ତୁ , ଗରିବ ପିଲାମାନଙ୍କୁ କପଡା  ଉପହାର ଦିଅନ୍ତୁ । ଆର୍ଥିକ ପକ୍ଷ ମଜବୁତ ହେବ ।

କୁମ୍ଭ

ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟାପାରରେ ବୃଦ୍ଧି  ହେବ । ପ୍ରୋମସନରେ ଚାନ୍ସ ବଢିପାରେ । ଚାକିରି କ୍ଷେତ୍ରରେ ବାହାରକୁ ଯାଇପାରନ୍ତି । ପରିବାର ସହିତ ଦିନ ଆନନ୍ଦପୂର୍ବକ ବ୍ୟତୀତ ହେବ। ସନ୍ତାନ ସଫଲତରେ ଖୁସି ରହିବେ । ବ୍ୟବସାୟରେ ଯୋଜନା ନିବେଶ କରିବେ । ସେଥିପାଇଁ କାରୋବର ଭଲ  ରହିବ । କାର୍ଯ୍ୟ ଭାର ଅଧିକ ରହିବ କିନ୍ତୁ ସହଜ ଉପାୟରେ ପୁରା ହୋଇଯିବ । ଜୀବନ ସାଥି ସହ କିଛି ବି କାର୍ଯ୍ୟ ଗଡବଡ ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ବାଣୀ ଉପରେ ସଂଯମ ମଧ୍ୟ ରଖନ୍ତୁ । ଆଜି ଦିନରେ ତୁଲସୀ ଗଛ ପାଖରେ ଦୀପ ଜଳନ୍ତୁ , କମ ସହଜ ଉପାୟରେ ହୋଇଯିବ ।

ମୀନ

ଆଜି ଦିନଟି ଠିକ ଠାକ ରହିବ । ଅଟକିଥିବା କାର୍ଯ୍ୟରେ ସାହାଜ୍ୟ ମିଳିବ । ଆପଣ କୌଣସି କଥା ହୃଦୟର ସହ କହିବେ । କାରୋବାର ଭଲ ଚାଲିବ । ବ୍ୟବସାୟିକ କ୍ଷେତ୍ରରେ ବାତାବରଣ ଆପଣଙ୍କର ଅନୁକୂଳ ରହିବ । ତା ସହିତ ଆପଣଙ୍କୁ ସହଯୋଗ ମଧ୍ୟ ମିଳିପାରେ । ଅନାବଶ୍ୟକ ଖର୍ଚକୁ ନିୟନ୍ତ୍ରଣ ରଖନ୍ତୁ । ଗାଡିକୁ ଆପଣ ସାବଧାନରେ ଚଲାନ୍ତୁ । ଶାରୀରିକ ଓ ମାନସିକ ରୂପରେ ଟିକେ ଅଶାନ୍ତ ରହିବେ । ନିବେଶ କରିବାରେ ବଞ୍ଚନ୍ତୁ । ଜୀବନ ସାଥି ସହ ପ୍ରେମ ସମ୍ବନ୍ଧ ମଜବୁତ ରହିବ । ଆଜି ଦିନରେ ହନୁମାନଙ୍କ ପାଖରେ ବୁନ୍ଦି ଭୋଗ ଲଗାନ୍ତୁ , ଆପଣଙ୍କର ସବୁ ଦୁଖ ନିବାରଣ ହେବ ।