୮୩ର ଜେଜେବାପା ରଚାଇଲେ ୨୭ ବର୍ଷର ଝିଅ ସହିତ ଚତୁର୍ଥ ବିବାହ, କନ୍ୟା କହିଲା ‘ପ୍ରଥମ ନଜରରେ ହୋଇଥିଲା ପ୍ରେମ’ ଆଉ ତା ପରେ…

କହିବାକୁ ଗଲେ ଆଜି ଆମେ ଆପଣଙ୍କୁ ଏକ ଅଦ୍ଭୁତ ପ୍ରେମ କାହାଣୀ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ଏକ ୨୭ ବର୍ଷର ଝିଅ ଏକ ୮୩ ବର୍ଷର ବ୍ୟକ୍ତି ସହ ବିବାହ କରିଛି । ଏତିକି ନୁହେଁ ଏହି ଦୁଇ ଜଣଙ୍କର କହିବା ଅଟେ କି ଏହା ସେମାନ ଙ୍କର ପ୍ରଥମ ନଜର ବାଲା ପ୍ରେମ ଅଟେ । ଏହି ଅଦ୍ଭୁତ ମାମଲା ଇଂଡୋନେଶିୟାର ଅଟେ । ସବୁଠୁ ମନୋରଞ୍ଜକ କଥା ଏହା ଅଟେ କି ୨୭ ବର୍ଷର ନୂରୈନୀ ଯେତେବେଳେ ୮୩ ବର୍ଷର ସୁଦିର୍ଗୋ ସହ ବିବାହ କରିଲା ତେବେ ସେ

ଆଇନ ରୂପରେ ୫୧ ବର୍ଷ ବୟସ୍କ ପୁଅର ସାବତ ମା ହୋଇଗଲା । ନୂରୈନୀର ପିତାର ବୟସ ବି ତାର ଏହି ସାବତ ପୁଅ ଠାରୁ କମ ଅଟେ ।

ଏହାର ଅତିରିକ୍ତ ୨୭ର ନୂରୈନୀ ବିବାହ ପରେ ସୁଦୀର୍ଗୋର ୮ ନାତି – ନାତୁଣୀର ସାବତ ଜେଜେମା ବି ହୋଇଗଲା ।

କହିଦେଉଛୁ ଯେ ନୂରୈନୀର ପିତା ମାତା ପ୍ରାୟତଃ ଉପଦେଶ ପାଇଁ ସୁଦୀର୍ଗୋ ପାଖକୁ ଯାଉଥିଲେ । ଏହି ସମୟରେ ସେମାନ ଦୁଇ ଜଣଙ୍କର ସାକ୍ଷାତ ହେଲା । ନୂରୈନୀ ର କହିବା ଅଟେ କି ଆମେ ଦୁଇ ଜଣ ଯେତେବେଳେ ପ୍ରଥମ ଥର ପରସ୍ପରକୁ ଦେଖିଲୁ ସେତେବେଳ ହିଁ ଆମକୁ ପ୍ରେମ ହୋଇଗଲା । ଏହା ପରେ କୌଣସି ନା କୌଣସି ବାହାନାରେ ଆମେ ପରସ୍ପର ସହ ଦେଖା କରିବାକୁ ଲାଗିଲୁ ।

ଅନ୍ୟ ପଟେ ସୁଦୀର୍ଗୋର କହିବା ଅଟେ କି ନୂରୈନୀ ସହ ସାକ୍ଷାତ କରିବା ପରେ ତାକୁ ଏକ ଭିନ୍ନ ପ୍ରକାରର ଅନୁଭବ ହେଲା । ଯାହାକି ପ୍ରେମ ଥିଲା । ସେଥିପାଇଁ ମୁଁ ଦିନେ ନୂରୈନୀକୁ ବିବାହ କରିବା ପାଇଁ ପ୍ରପୋଜ କରିଲି ଓ ସେ ବି ରାଜି ହୋଇଗଲା ।

ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ନୂରୈନୀର ଘର ଲୋକମାନେ ବି ଏହି ବିବାହ ପାଇଁ ସହଜରେ ରାଜି ହୋଇଗଲେ । କିନ୍ତୁ ସୁଦୀର୍ଗୋର ପିଲାମାନଙ୍କୁ ଏହି କଥା ହଜମ ହେଉ ନ ଥିଲା । ଏହା ଛଡା ୮୩ ବର୍ଷର ସୁଦୀର୍ଗୋର ଏହା ଚତୁର୍ଥ ବିବାହ ଅଟେ । ଯେତେବେଳେ କି ୨୭ ବର୍ଷୀୟ ନୂରୈନୀର କଥା କହିଲେ ଏହା ତାର ପ୍ରଥମ ବିବାହ ଅଟେ । ଗତ ୧୮ ଅଗଷ୍ଟ ଦିନ ପୁରା ପରମ୍ପରା ସହିତ ଏହି ଦୁଇ ଜଣର ପରିବାର ଲୋକମାନଙ୍କର ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା ।

ଏମିତି ଅଜବ ବିବାହକୁ ନେଇ ଆପଣ କଣ କହିବେ ! ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।