ଦୁନିଆରା ସବୁଠାରୁ ବଡ ପାପ କଣ ! ଜାଣିଲେ ଆପଣଙ୍କ ମୁଣ୍ଡ ବୁଲେଇବ

ବନ୍ଧୁଗଣ ଯେତେବେଳେ ପାପ ପୂଣ୍ୟର କଥା ଉଠେ ସେତେବେଳେ ବ୍ୟକ୍ତି ପୂଣ୍ୟ କରିବାକୁ ଆଗକୁ ଆସେ । କିନ୍ତୁ ବନ୍ଧୁଗଣ ଏ କଥା ମଧ୍ୟ ସତ୍ୟ ଅଟେ କି ଯେଉଁଠାରେ ଲୋକଟିଏ ଶହେ ପୂଣ୍ୟ କରିଥାଏ ସେହିଠାରେ ସେ ଏକ ଏମିତି ପାପ କରିଦିଏ ଯାହାକି ତାର ସବୁ ପୁଣ୍ୟକୁ ନଷ୍ଟ କରି ଦେଇଥାଏ । ସେହି ବ୍ୟକ୍ତିକୁ ତା’ର ପାପର ଦଣ୍ଡ ଏହି ଜନ୍ମରେ କିମ୍ବା ଆସନ୍ତା ଜନ୍ମରେ ଭୋଗିବାକୁ ପଡିଥାଏ । ସଂସାରରେ ଅଲଗା ଅଲଗା ପ୍ରକାରର ଲୋକ ରହିଥାନ୍ତି । ସେଥିରୁ କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ଜୀବନସାରା କେବଳ ପାପ କାର୍ଯ୍ୟ କରନ୍ତି ।

ଏହା ସହିତ ଭଲ ଲୋକ ମଧ୍ୟ ଥାଆନ୍ତି ଯେଉଁମାନେ କେବେ ବି ପାପ କରି ନଥାନ୍ତି ଓ ଭଲ ଭଲ କାମ କରିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏହି ଭିଡିଓ ମାଧ୍ୟମରେ କହିବୁ କି ସଂସାରର ସବୁଠାରୁ ବଡ ପାପ କଣ ଅଟେ ଯାହାକୁ ଜାଣିବା ପରେ ଆପଣଙ୍କ ମୁଣ୍ଡ ଘୁରି ଯିବ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

Image courtesy: Google

ଭଗବାନ କହିଛନ୍ତି କି ଦୁନିଆର ସବୁଠାରୁ ବଡ ମହାପାପୀ ସିଏ ଅଟେ ଯିଏ ମହିଳାମାନଙ୍କର ଇଜ୍ଜତ ସହ ଖେଳ ଖେଳିଥାଏ । ବିଜ୍ଞାନ ଅନୁସାରେ ମଧ୍ୟ ନାରୀ ଶକ୍ତି ଏକ ଏମିତି ଶକ୍ତି ହୋଇଥାଏ ଯାହାର ପ୍ରଭାବ ବର୍ଣ୍ଣନା କରିବା କଷ୍ଟ ଅଟେ । ନାରୀଙ୍କୁ ସଂସାରରେ ସବୁଠାରୁ ପୂଜନୀୟ ବୋଲି କୁହାଯାଇଥାଏ । ସେହିଠାରେ ନାରିଙ୍କର ଅପମାନ ସଂପୂର୍ଣ୍ଣ ବ୍ରହ୍ମାଣ୍ଡର ବର୍ବାଦ ର କାରଣ ହୋଇପାରେ ।

Image courtesy: Google

ସଂସାରରେ ନାରୀଜାତି ନିଜ ପିଲାଙ୍କର ସମସ୍ତ ପରିସ୍ଥିତିରେ ଲାଳନ ପାଳନ ପୋଷଣ କରିଥାନ୍ତି ଯାହାଙ୍କୁ ଆମେ ସ୍ନେହରେ ମା’ ବୋଲି ଡାକିଥାଉ । ଏହି ନାରୀ ପୁରୁଷ ସାଥିରେ ଅନେକ ରୂପରେ ଥାଏ । କେବେ ମା’ ରୂପରେ, ତ କେବେ ଭଉଣୀ ରୂପରେ ତ କେବେ ସ୍ତ୍ରୀ ରୂପରେ । ପ୍ରତ୍ଯେକ ରୂପରେ ଏହି ସଂସାରକୁ ନାରୀ ହିଁ ଚଳାଇଥାନ୍ତି । ଏହି ନାରୀଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି କୋଟି କୋଟି ପାପର ଭାଗୀଦାର ହୋଇଥାଏ ।

Image courtesy: Google

ଭଗବାନ ଶ୍ରୀ କୃଷ୍ଣ ମଧ୍ୟ ଭଗବତ ଗୀତାରେ କହିଛନ୍ତି କି ଯେଉଁ ବ୍ୟକ୍ତି ନାରୀର ସମ୍ମାନ କରିଥାଏ ସେହି ବ୍ୟକ୍ତିକୁ ଏହି ଜନ୍ମରେ ଓ ଆଗାମୀ ଜନ୍ମରେ ଅନେକ ପୁଣ୍ୟଫଳ ମିଳିଥାଏ ଓ ଯେଉଁ ଲୋକ ନାରୀର ଇଜ୍ଜତ ସହ ଖେଳିଥାନ୍ତି ଓ ସେମାନଙ୍କ ସହ ଖରାପ କାମ କରିଥାନ୍ତି ଓ ତାଙ୍କୁ କଷ୍ଟ ଦେଇଥାନ୍ତି ତେବେ ସେହି ବ୍ୟକ୍ତି ଅନେକ ପାପର ଭାଗୀଦାର ହୋଇ ଯାଇଥାଏ ଏବଂ ସେ କଳଙ୍କିତ ହୋଇ ଯାଇଥାଏ ।

ତେଣୁ ଏଥିପାଇଁ ସଂସାରର ସବୁଠାରୁ ବଡ ପାପ ନାରୀର ଅପମାନ ହୋଇଥାଏ । ତେବେ ଏଥିରୁ ଆପଣ ସଂପୂର୍ଣ୍ଣ ଭାବରେ ଦୂରେଇ ରୁହନ୍ତୁ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।