Jyotish Shastra- ବହୁତ ବଞ୍ଚିଲେ ଦୁଃଖର ଦିନ, ଏବେ ଏହି ରାଶି ଉପରେ 33 ବର୍ଷ ପର୍ଯ୍ୟନ୍ତ ଧନ ବର୍ଷା କରିବେ ଶନିଦେବ

ଶାସ୍ତ୍ର ଅନୁସାରେ ଆମ ଜୀବନରେ ଗ୍ରହ ନସକ୍ଷେତ୍ର ର ଚଳନ ଯୋଗୁଁ ଆମ ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଆସିଥାଏ ଯାହାଫଳରେ କି ବ୍ୟକ୍ତି ତାର ଜୀବନରେ ସୁଖ ଓ ଦୁଃଖ ଭୋଗ କରିଥାଏ । ସବୁ ଗ୍ରହ ମାନଙ୍କ ମଧ୍ୟରୁ ଶ୍ନି ଗ୍ରହକୁ ଗ୍ରହ ମାନଙ୍କର ନ୍ୟାୟ ଧିସ ବୋଲି ବିବେଚନା କରାଯାଏ । ଶନି ଦେବ ମନୁଷ୍ୟକୁ  ତାର କର୍ମ ଅନୁସାରେ ଭଲ ଓ ଖରାପ ଫଳ ପ୍ରଦାନ କରିଥାନ୍ତି ।

ମନୁଷ୍ୟ ଭଲ କର୍ମ କରିବା ଦ୍ୱାରା ଶନି ଦେବଙ୍କ କୃପା ମିଳିଥାଏ ଯାହାଫଳରେ ତାର ଜୀବନ ଧନ ଧାନ୍ୟ ରେ ପୂର୍ଣ୍ଣ ହୋଇଯାଏ ଓ ଖରାପ କର୍ମ ପାଇଁ ଶନିଦେବଙ୍କ କୃପା ଦୃଷ୍ଟି ପଡିଥାଏ ଯାହାଫଳରେ କି ସେ କାଙ୍ଗାଳ ହୋଇଯାଏ । ଠିକ ସେହିପରି କିଛି ରାଶି ଉପରେ ଶନି ଦେବଙ୍କ କୃପା ଦୀର୍ଘ ୩୩ ବର୍ଷ ପରେ ରହିବାରୁ ସେହି ରାଶିର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

ମେଷ ରାଶି

ଆପଣ ପ୍ରେମରେ ସଫଳତା ପାଇବେ । ଜୀବନରେ ସବୁ କ୍ଷେତ୍ରରେ ସଫଳତା ପାଇବେ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତ ହେବ । ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ଆଶାତୀତ ସଫଳତା ପାଇବେ ।

ସିଂହ ରାଶି

ସବୁଆଡୁ ଆୟର ସ୍ରୋତ ଖୋଲିଯିବ । ଭାଗ୍ୟରେ ,କର୍ମରେ ଆର୍ଥିକ ଲାଭ ହେବ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରି ପାରିବେ । କାର୍ଯ୍ୟ କ୍ଷେତ୍ରରେ ସହକର୍ମୀ ଓ ସହଯୋଗୀଙ୍କ ସହ ବନ୍ଧୁତା ଭାବ ରହିବ । ବିଦ୍ୟାର୍ଥୀ ଉଚ୍ଚମନା ହେବେ ।

ତୁଳା ରାଶି

ଆପଣଙ୍କ କର୍ମକୁଶଳତା ଓ କାର୍ଯ୍ୟଦକ୍ଷତାରେ ସମସ୍ତେ ଅଭିଭୂତ ହେବେ । କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଜାଗ୍ରତ ହେବ । ପରିବାରରେ ଶୁଖ ଶାନ୍ତି ରହିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବିଦ୍ୟାର୍ଥୀ ପଢ଼ାରେ ଧ୍ୟାନ ଦେବେ ଓ ସବୁଥିରେ କୃତକାର୍ଯ୍ୟ ହେବେ ।

ବୃଷ ରାଶି

ନୂତନ ଚିନ୍ତାଧାରା ଆପେ ଆପେ ମନକୁ ଆସିବ । ବିଶେଷ ଶ୍ସକ୍ତି ଓ କଲା ପ୍ରତି ରୁଚି ବଢ଼ିବ । ସ୍ତ୍ରୀ ଶୁଖ ମିଳିବ । ବାଣିଜ୍ୟ ବ୍ୟବସାୟରେ ଆୟ ବୃଦ୍ଧି ହେବ । କର୍ମରେ ସଫଳତା ମିଳିବ । ଏହି ସମୟରେ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଆପଣଙ୍କର ମନୋସ୍କମାନ ଭଗବାନ ଶାଣିଦେବ ନିଶ୍ଚିତ ରୂପରେ ପୁରୁଣ କରିବେ । ସନ୍ଧ୍ୟା ସମୟରେ ଭଗବାନ ଶନି ଦେବଙ୍କ ପାଖରେ ତେଲର ଦୀପ ଜଳେଇ ଦିଅନ୍ତୁ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ପରିବାରରେ ମା ବାପାଙ୍କ ସହଯୋଗ ଅଧିକ ମିଳିବ ।

କନ୍ୟା ରାଶି

ଆପଣ ନିଜ ଜୀବନରେ ନୂଆ ନୂଆ ପଦ ହାସିଲ କରିବାକୁ ଇଚ୍ଛା କରିବେ । ସନ୍ତାନ ତରଫରୁ ନୂଆ ଖୁସି ଖବର ମିଳିପାରେ । ଆପଣ ଯେଉଁଠାରେ ଧନ ନିବେଶ କରିଛନ୍ତି ସେହିଠାରେ ଧନ ଲାଭ ହୋଇପାରେ । ବିଦ୍ୟାର୍ଥୀ ମାନଙ୍କୁ ବିଦେଶ ଶିକ୍ଷା ଗ୍ରହଣ କରିବା ପାଇଁ ଶୀଘ୍ର ସ୍ଥାନ ମିଳିପାରେ ।

ଧନୁ ରାଶି

ଆପଣ ଅତି ନିକଟର ବନ୍ଧୁଙ୍କ ସହ ଦେଖାହୋଇପାରେ ଯାହା ଦ୍ଵାରା ତାଙ୍କ ଠାରୁ ସାହାଜ୍ୟ ନେଇପାରନ୍ତି । ବଡ ଲୋକନଙ୍କର ସାହାଜ୍ଯ କରିବା ଦ୍ଵାରା ମନକୁ ଶାନ୍ତି ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଚ୍ୟାଲେଜ ସମାନା କରିବାରେ ସକ୍ଷମ ରହିବେ । ଆପଣଙ୍କର ଭଲ ବ୍ୟବହାର ଦ୍ଵାରା ଆପଣଙ୍କ ପ୍ରତି ସେହ୍ନଭାବ ରହିବ । ଆପଣ ନିଜ କ୍ଯାରିୟରରେ ନୂଆ ନୂଆ ଯୋଜନା ସ୍ଥାପନା କରିବେ । ଆର୍ଥିକ ମାମଲାରେ ଲାଭ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସକ୍ରିୟ ରହିବ ।

ମକର ରାଶି

ପାରିବାରିକ ମାମଲାରେ ଅଚାନକ ଆପଣ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ଯାତ୍ରା କରିବା ଆପଣଙ୍କ ପାଇଁ ଲାଭ ଦାୟକ ରହିବ । ଘର ପରିବାରେ ଖୁସିର ବାତା ବରଣ ରହିବ । ଜୀବନ ସାଥିଙ୍କଠାରୁ ପ୍ରେମ ବଢିବ ।

କୁମ୍ଭ ରାଶି

ଆପାଙ୍କର କୌଣସି ମହତ୍ବପୂର୍ଣ କାର୍ଯ୍ୟ ପୁରୁଣ ହୋଇପାରେ । ଯାହା ଦ୍ଵାରା ଆପଣଙ୍କ ମନ ଆନନ୍ଦିତ ହେବ । ସମ୍ପତି କାର୍ଯ୍ୟ ଲାଭ ମିଳିପାରେ । କାର୍ଯ୍ୟ କ୍ଷେତ୍ରରେ ଚାଲୁଥିବା ଟେନସନ ନିଜର ବୁଦ୍ଧି ବଳରେ ସମାଧାନ କରିବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ