କାହାର ବି ନାମ ଭାବି ଫଟୋରେ ଥିବା ଗୋଟିଏ ନମ୍ବର ବାଛନ୍ତୁ ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? (Tarot Card Reading)

ବନ୍ଧୁଗଣ ଆପଣଙ୍କୁ ୩ଟି ନମ୍ବର ମଧ୍ୟରୁ ଯେ କୌଣସି ନମ୍ବର ଅଧିକ ଆକର୍ଷିତ କରୁଛି ତାହାକୁ ଚୁଜ କରନ୍ତୁ । ଏହି ୩ଟି ନମ୍ବର ଏଞ୍ଜଲସ ନମ୍ବର ଅଟେ । ଯଦି ଆପଣ ଚାହୁଁଛନ୍ତି ୩ଟି ଅମ୍ବର ଚୁଜ କରିବାକ ତେବେ ଅଲଗା ଅଲଗା ଲୋକଙ୍କ ପାଇଁ କରିପାରିବେ । ଆଜିର ବିଷୟ ବସ୍ତୁ ହେଉଛି ଆପଣଙ୍କ ପାଇଁ ତାଙ୍କ ମନରେ କଣ ଅଛି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ।

ସେ ମଣିଷ ଆପଣଙ୍କର କେହି ବି ପ୍ରିୟ ବ୍ୟକ୍ତି ହୋଇପାରନ୍ତି । ଏହା ଏକ ଜେନେରାଲ ରିଡିଙ୍ଗ ଅଟେ । ସବୁ କିଛି ଆପଣଙ୍କ ସହ କନେକ୍ଟ ହୋଇପାରେ ନ ହୋଇପାରେ ମଧ୍ୟ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ପ୍ରଥମ ନମ୍ବର : ଯଦି ଆପଣ ୧୧୧ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କ ପାଇଁ ପଜେଟିଭ ଭାବୁଥିଲେ କିନ୍ତୁ ଏବେ ନେଗେଟିଭ ହୋଇଯାଇଛି । କିନ୍ତୁ ଆପଣ ଚିନ୍ତା କରନ୍ତୁ ନାହି । କାରଣ ଏହି ଏନର୍ଜି ବହୁତ ଜଲ୍ଦି ଚାଲିଯିବ ।

ତାଙ୍କୁ ଲାଗୁଛି ଆପଣ ତାଙ୍କୁ କଣ୍ଟ୍ରୋଲ କରୁଛନ୍ତି । ଆପଣ ନିଜ କଥା ଆଗରେ ରଖୁଛନ୍ତି ଯାହା ତାଙ୍କୁ ଭଲ ଲାଗୁ ନାହି । ଆପଣ ଜ୍ଞାନୀ, ଘମଣ୍ଡି ଅଟନ୍ତି ଏମିତି ସେ ଭାବୁଛନ୍ତି । ଆପଣ ସବୁ ଜାଣିଛନ୍ତି ଏମିତି ସେ ଭାବୁଛନ୍ତି । ତାଙ୍କ ମନରେ ଏମିଛି ଇମେଜ ରହିଛି ଆପଣଙ୍କ ପାଇଁ ।

୨- ଦ୍ଵିତୀୟ ନମ୍ବର : ଯେଉଁ ମାନେ ୨୨୨ ନମ୍ବର ଚୁଜ କରିଛନ୍ତି ଆପଣ ତାଙ୍କ ସହ ଅଧିକ ସମୟ ବ୍ଯତୀତ କରିଛନ୍ତି । ଆପଣ ଦୁହେଁ ପରସ୍ପରକୁ ଛାଡି ରହିପାରିବେ ନାହି । ଆପଣ ପ୍ରେମ କରୁଥିଲେ ବା ମ୍ୟାରେଡ ଥିଲେ ଆପଣଙ୍କ ଭିତରେ ତୃତୀୟ ବ୍ୟକ୍ତି ଅଛନ୍ତି । ତୃତୀୟ ବ୍ୟକ୍ତି ଆପଣଙ୍କୁ ଗାଇଡ କରୁଛନ୍ତି କିନ୍ତୁ ତାଙ୍କୁ ଲାଗୁଛି ସେ ଆପଣଙ୍କୁ ଖରାପ କଥା ଶିଖାଉଛନ୍ତି ।

ତାଙ୍କୁ ଲାଗୁଛି ଭଗବାନ ଆପଣଙ୍କୁ ସବୁ କିଛି ଦେଇଛନ୍ତି କିନ୍ତୁ ଆପଣଙ୍କ ଭିତରେ ଗର୍ବ ଆସିଯାଇଛି । ସେଥିପାଇଁ ଆପଣ କେୟାର ନେଉ ନାହାନ୍ତି ନିଜ ଭିତରେ ଖୁସି ରହୁଛନ୍ତି । ଆପଣ ନିଜ ପାଇଁ ସମୟ ଅଧିକ ଦେଉଛନ୍ତି ।

୩- ତୃତୀୟ ନମ୍ବର : ଯଦି ଆପଣ ୭୭୭ ନମ୍ବର ଚୁଜ କରିଛନ୍ତି ସେ ଆପଣଙ୍କୁ ଏମିତି ଭାବୁଛନ୍ତି ଆପଣ ଜୀବନରେ କନ୍ଫ୍ଯୁଜ ଅଛନ୍ତି । ଆପଣ ବାଲାନ୍ସ ରଖିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସଫଳ ହୋଇପାରୁ ନାହାନ୍ତି । ତେଣୁ ନିଜ ସାଥିଙ୍କ କଥା ବୁଝିବାକୁ ଟ୍ରାଏ କରନ୍ତୁ । ସମସ୍ଯା ବଡ ନ ହୋଇଥିଲେ ବି ଆପଣ ତାକୁ ବଡ କରି ଦେଖୁଛନ୍ତି ଏମିତି ସେ ଭାବୁଛନ୍ତି । ଆପଣ ନିସ୍ପତି ବୁଝି ବିଚାରୀ ନେଉ ନାହାନ୍ତି ।

 

ଆପଣ ଗୋଟେ ଜିନିଷ ବାଛିବାକୁ ଅସଫଳ ହେଉଛନ୍ତି । ଆପଣ ସମସ୍ତଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ହେଉ ନାହି । ଆପଣଙ୍କୁ କଥା ଦେବା ମୁର୍ଖାମି ଏମିତି ସେ ଭାବୁଛନ୍ତି । ଆପଣଙ୍କୁ ଜୀବନରେ ସବୁ କିଛି ମିଳିଲେ ବି ଆପଣ ଖୁସିରେ ରହିବେ ନାହି ସେ ଭାବୁଛନ୍ତି ।

ବନ୍ଧୁଗଣ ଆପଣ ମାନେ କେଉଁ ନମ୍ବର ବାଛିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।