ତୈମୂର୍ ସହ କିଛି ଏମିତି କଲେ ସୈଫଙ୍କ ପ୍ରଥମ ସ୍ତ୍ରୀ

ବଲିଉଡ୍ ରେ ନିଜ କ୍ୟୁଟ ଅନ୍ଦାଜ କୁ ନେଇ ପପୁଲାର୍ ହୋଇଥିବା ତୈମୂର୍ ଆଲି ଖାନ୍, ଶୈଫ ଅଲି ଖାନଙ୍କ ତୃତୀୟ ସନ୍ତାନ । ଆପଣ ସମସ୍ତେ ଜାଣନ୍ତି ଯେ ତୈମୂର୍ ଙ୍କ ପୂର୍ବରେ ସୈଫ ଙ୍କ ର ଆଉ ୨ ଟି ପିଲା ତାଙ୍କ ପ୍ରଥମ ସ୍ତ୍ରୀ ଙ୍କ ର ଅଛି । ସେ ପ୍ରଥମେ ଅମୃତା ସିଂ କୁ ବିବାହ କରିଥିଲେ, ଯାହା ପାଇ ଘର ଲୋକଙ୍କ ଖିଲାପ ବି ଯାଇଥିଲେ ।

ସେମାନଙ୍କ ବୟସ ରେ ବହୁତ୍ ଫରକ୍ ଥିଲା, ହେଲେ ବି ତାଙ୍କ ଯୋଡ଼ି ସୁନ୍ଦର ଦେଖାଯାଉଥିଲା । ତାଙ୍କ ର ଅମୃତା ଙ୍କ ଠୁ ୨ ଟି ପିଲା ହୋଇଥିଲେ ଜଣେ ଇବ୍ରହିମ୍ ଅଲ୍ଲୀ ଖାଁ ଓ ସାରା ଅଲ୍ଲୀ ଖାଁ ।

ସାରା ଫିଲ୍ମ୍ ରେ ଡେବ୍ୟୁ କରି ସାରିଛନ୍ତି ହେଲେ ଇବ୍ରାହିମ୍ ଏ ସବୁଠୁ ଦୂରରେ । ଅମୃତାଙ୍କ ପରେ ସୈଫ କରିନା କପୂରଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟେ ପୁଅ ତୈମୂର୍, ସେ ଜନ୍ମ ହେବା ପରଠୁ ତାଙ୍କ ଜୀବନ ରେ ସୁଖ ଭରି ଗଲା ତ ଏସବୁ ଶୁଣି ତାଙ୍କ ପ୍ରଥମ ସ୍ତ୍ରୀ ରାଗିଯାଇଚନ୍ତି ।

ତୈମୂର ଜନ୍ମ ହେବା ପରେ ଅମୃତା ଜମା ବି ଖୁସି ନାହାନ୍ତି । ତାର ଲୋକପ୍ରିୟତା ବି ଅମୃତା ଙ୍କର ଜମା  ପସନ୍ଦ ନୁହେଁ । କୁହାଯାଏ ଯେ ସେ ଯେତେବଳେ ଜନ୍ମ ହେଲା କିଛି ପତ୍ରକାର ଅମୃତା କୁ ପ୍ରଶ୍ନ କରିବାରୁ ସେ ରାଗି ତାଙ୍କୁ ବାହାର କରି ଦେଇଥିଲେ ।

ଏଥିରୁ ସ୍ପଷ୍ଟ ଯେ ସେ ତୈମୂରଙ୍କୁ । ପସନ୍ଦ କରନ୍ତିନି, ଆପଣ ଜାଣନ୍ତି ଯେ କରୀନା ଓ ଅମୃତା ଆଜି ଯାଏଁ କେବେ ବି ଏକାଠି ହୋଇନାହାନ୍ତି କି କେବେ ବି କେଉଁଠି ଏକାଠି ଦେଖିବାକୁ ମିଳନ୍ତିନି ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।