ତାହା କେଉଁ ଜିନିଷ ଯାହା ସ୍ଵାମୀ ପାଖରେ 2ଟି ଓ ସ୍ତ୍ରୀ ପାଖରେ ଗୋଟିଏ, ତାହା କ’ଣ ? ଜାଣନ୍ତୁ ଏହିପରି ଆଉ 20ଟି Interesting GK Questions & Answers

ଆଜି ଆମେ ଆପଣଙ୍କ ପାଇଁ କିଛି ଢଗ ଢମାଳିଆ ଓ ସାଧାରଣ ଜ୍ଞାନ ପ୍ରଶ୍ନ ନେଇ ଆସିଛୁ । ଯାହାକି ବହୁତ ହିଁ ସହଜ ଓ ବହୁତ କଷ୍ଟ ବି । ପ୍ରଶ୍ନ ଶୁଣିବା ପରେ କଷ୍ଟ ଲାଗିଥାଏ କିନ୍ତୁ ଉତ୍ତର ଜାଣିବା ପରେ ତାହା ସହଜ ହୋଇଯାଏ । ଏହି ପ୍ରଶ୍ନ ଗୁଡିକ ଆପଣ ଆଗରୁ କେବେ ବି ଶୁଣି ନ ଥିବେ । ତେବେ ଚାଲନ୍ତୁ ଜାଣିବା ସେହି ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ।

ପ୍ରଶ୍ନ – ଶାଶୁ କାଣି ବୋହୁ କାଣି, ନଣନ୍ଦ ଆଖିରେ ଫୁଲା, ଘର ଚାରିପଟେ ଖୋଜି ଆଇଲେ, କେଉଁଠି ନ ପାଇଲେ ——–?

ଉତ୍ତର – କୁଲା

ପ୍ରଶ୍ନ – ବିଲେଇ ବେକରେ ଘଣ୍ଟି, ଏକ ଘରକରେ ତିନୋଟି ଛୋଟୀ, କିଏ ଯିବ ———–?

ଉତ୍ତର – ଧାନ କୁଟି

ପ୍ରଶ୍ନ – ଚୋରଣୀ ଟିଏ ଦାଣ୍ଡକୁ ବୋଲେ——-ଟିଏ ?

ଉତ୍ତର – ଘରଣୀ

ପ୍ରଶ୍ନ – ——— ନାଉ ତୋ ଲାଗି ମୋର ଜୀବନ ଯାଉ ?

ଉତ୍ତର – ଢିଙ୍କିଆ

ପ୍ରଶ୍ନ – ତୁଚ୍ଛାକୁ ଏତେ ——— ନାହିଁ ଗୋଡ କାଚଡୁ କେତେ ?

ଉତ୍ତର – ମୁଦି

ପ୍ରଶ୍ନ – ତୁମେତ ରାଉତ ଅମେତ ——– ସେଥିପାଇଁ କାଇଁ ଏତେ ଭାବନା ?

ଉତ୍ତର – ଜେନା

ପ୍ରଶ୍ନ – କେଉଁ ଗଛ ମୂଳରେ ଶୋଇଲେ ମଣିଷର ମୃତ୍ୟୁ ହୋଇ ପାରେ ?

ଉତ୍ତର – ନିମ୍ବ ଗଛ

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ହିନ୍ଦୁମାନଙ୍କ ସଂଖ୍ୟା ସବୁଠୁ ଅଧିକ ?

ଉତ୍ତର – ହିମାଚଳ ପ୍ରଦେଶ

ପ୍ରଶ୍ନ – କାହାର ଦିନ ରାତି ନ ଥାଏ ?

ଉତ୍ତର – ଆଳସ୍ୟ

ପ୍ରଶ୍ନ – କିଏ ଶିଷ୍ୟ ହେବା ପାଇଁ ଉପଯୁକ୍ତ ନୁହେଁ ?

ଉତ୍ତର – ଦୁଷ୍ଟ, ରୋଗୀ, ଦୁର୍ଜନ, ଦୁରାଚାରୀ

ପ୍ରଶ୍ନ – ସଂସ୍କୃତ ବ୍ୟାକରଣରେ କାହାକୁ ପିତା କୁହାଯାଏ ?

ଉତ୍ତର – ପାଣିନୀ

ପ୍ରଶ୍ନ – କେଉଁ ପକ୍ଷୀର ଡେଣାର ରଙ୍ଗ ୯ ପ୍ରକାରର ହୋଇଥାଏ ?

ଉତ୍ତର – ଅଷ୍ଟ୍ରେଲିଆ ପିଠା ପକ୍ଷୀ

ପ୍ରଶ୍ନ – କଅଁଳିଆ ସେ ଛୋଟ ପିଲା, ଗୁମ୍ଫା ଭିତରେ ଗଲା ଝପଟି, ରାକ୍ଷସ ସେଠି ଥିଲେ ବତିଶ, ପିଲାଟି ସେଠି ହେଲା ପେଷି, ରକ୍ତ ବୋହିଲା ଧାର ଧାର, କହିବ ତାର ନାଁ ଟି କଣ ?

ଉତ୍ତର – ପାନ

ପ୍ରଶ୍ନ – କେଉଁ ସ୍ଥାନରେ ବହୁତ ଖଟା ମିଳିଥାଏ ?

ଉତ୍ତର – ବ୍ରାଜିଲ ଜଙ୍ଗଲରୁ

ପ୍ରଶ୍ନ – କେଉଁ ଗ୍ୟାସ ଶୁଙ୍ଘିଲେ ମଣିଷ ହସିବା ଆରମ୍ଭ କରିଦିଏ ?

ଉତ୍ତର – ନାଇଟ୍ରସ ଆକସାଇଡ

ପ୍ରଶ୍ନ – ସ୍ଵାମୀ ପାଖରେ ଦୁଇଟି, ସ୍ତ୍ରୀ ପାଖରେ ଗୋଟିଏ, କୁହନ୍ତୁ ତାହା କଣ ?

ଉତ୍ତର – ଅକ୍ଷର