ସରକାରୀ ଚାକିରି ହେଉ ବା ବେସରକାରୀ ଆଜିକାଲି ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଆରମ୍ଭ କରିବା ।
୧- କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବରେ ଭାରତର ସ୍ଥାନ କେତେ ?
ଉ: ସପ୍ତମ
୨- ଭାରତର ସ॰ସଦ (Parliament) କେଉଁଠାରେ ଅବସ୍ଥିତ ?
ଉ: ଦିଲ୍ଲୀ
୩- ରେଳଗାଡିକୁ ଅଟକାଇବା ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ ?
ଉ: ଲାଲ୍
୪- ପୃଥିବୀର କେଉଁ ଦେଶ କେବେ ହେଲେ ପରାଧୀନ ହୋଇନାହିଁ ?
ଉ: ନେପାଳ
୫- କିଏ ‘ମିଶାଇଲ ମ୍ୟାନ’ ନାମରେ ପରିଚିତ ?
ଉ: ଏପିଜେ ଅବଦୁଲ କଲାମ
୬- ଆଜାଦ ହିନ୍ଦ ଫୌଜ କେଉଠାରେ ଗଠିତ ହୋଇଥିଲା ?
ଉ: ସିଙ୍ଗାପୁର
୭- ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ର ସ୍ଥାପନା କେବେ ହୋଇଥିଲା ?
ଉ: ୧୯୪୫
୮: ଭରତ କେଉଁ ମସିହାରେ ପ୍ରଥମ କ୍ରିକେଟ ବିଶ୍ଵକପ୍ ଜିତିଥିଲା ?
ଉ: ୧୯୮୩
୯- କେଉଁ ଭାରତୀୟ କ୍ରିକେଟରଙ୍କୁ ‘ଦି ୱାଲ’ (The Wall) ଉପନାମ ଦିଆଯାଇଛି ?
ଉ: ରାହୁଲ ଦ୍ରାବିଡ
୧୦- ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
ଉ: ୧୯୧୪
୧୧- “Life is Good” କେଉଁ କମ୍ପାନୀର ଟ୍ୟାଗ ଲାଇନ ଅଟେ ?
ଉ: LG କମ୍ପାନୀ
୧୨- ଏକ ପୋଲ ଟିମ୍ ରେ କେତେ ଜଣ ଖେଳାଳି ଥାଆନ୍ତି ?
ଉ: ୪ ଜଣ
୧୩- ବିଶ୍ବରେ ପ୍ରତିବର୍ଷ ସମୁଦାୟ କେତେଗୋଟି ଗ୍ରାଣ୍ଡ ସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ ?
ଉ: ୪ଟି
୧୪- କେଉଁ ବିଦେଶୀ ଯାତ୍ରୀ ସର୍ବପ୍ରଥମେ ଭାରତ ଭ୍ରମଣରେ ଆସିଥିଲେ ?
ଉ: ମେଘାସ୍ଥିନିସ
୧୫- ବିକ୍ରମଶିଳା ଶିକ୍ଷା କେନ୍ଦ୍ରର ସଂସ୍ଥାପକ କିଏ ଥିଲେ ?
ଉ: ଧର୍ମପାଲ
୧୬- ଭାରତରେ ମୁସଲିମ ରାଜ୍ ର ସଂସ୍ଥାପକ ରୂପେ କିଏ ପରିଚିତ ?
ଉ: ମହମ୍ମଦ ଘୋରୀ
୧୭- ମହାଭାରତ କଥା ଅନୁସାରେ ସୂର୍ଯ୍ୟ ଦେବତା କାହାକୁ କବଚ ଏବଂ କୁଣ୍ଡଳ ପ୍ରଦାନ କରିଥିଲେ ?
ଉ: କର୍ଣ୍ଣ
୧୮- ମହାଭାରତ କଥା ଅନୁସାରେ କେଉଁ ଦେବତା ଅର୍ଜୁନଙ୍କୁ ମହା ଶକ୍ତିଶାଳୀ ଗାଣ୍ଡିବ ଧନୁ ଉପହାର ଦେଇଥିଲେ ?
ଉ: ବରୁଣ ଦେବତା
୧୯- କାହାକୁ ‘ରାଷ୍ଟ୍ରଗୁରୁ’ ଉପାଧି ଦିଆଯାଇଛି ?
ଉ: ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ
୨୦- ତାହା କ’ଣ ଯାହା ଶୁଖିଗଲେ 2 କିଲୋ, ଓଦା ହେଲେ 1 କିଲୋ ଏବଂ ଜଳିଗଲେ 3 କିଲୋ ହୋଇଥାଏ ?
ଉ: ସଲଫର
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।