ସେମାନେ ଭାବିଥିଲେ ଏହି ଜୀବ ମାନେ ଗଛ ଚଢି ପାରିବେନି ! ଯେତେବେଳେ ଅସମ୍ଭବ ସମ୍ଭବ ହେଲା ସେତେବେଳେ ସମସ୍ତଙ୍କ ହୋସ ଉଡିଗଲା, ଦେଖନ୍ତୁ Video

ବର୍ତ୍ତମାନ ସମୟରେ କେତେ ଦେଶରେ ଲୋକମାନେ ଜଙ୍ଗଲ ମଧ୍ୟକୁ କାର ନେଇ ଜଙ୍ଗଲି ପଶୁ ପକ୍ଷୀମାନଙ୍କୁ ଦେଖିବା ପାଇଁ ଯାଉଛନ୍ତି । ସେହି ସମୟରେ କିଛି ଲୋକମାନେ ସେଲ୍ଫି ମଧ୍ୟ ନେଉଛନ୍ତି । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଦୃଶ୍ୟ ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କହିବାକୁ ଗଲେ ଏହି ସବୁ ଜୀବ ଜନ୍ତୁମାନଙ୍କର କାର୍ଯ୍ୟ କଳାପ ଦେଖିଲେ ଆପଣ ବି ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କଣ ସେମାନ ଏହିଭଳି କରି ପାରିବେ ।

ରୁସରେ ଗୋଟିଏ ଗଛରେ ଜଣେ ବ୍ୟକ୍ତି ଚଢି ଯାଇଛି ଓ ସବୁଠୁ ଆଶ୍ଚର୍ଯ୍ୟ କର କଥା ଏହା ଅଟେ କି ଗୋଟିଏ ଭାଲୁ ବି ସେହି ଗଛରେ ସେହି ବ୍ୟକ୍ତି ପଛେ ପଛେ ଚଢି ଯାଇଛି । ସେ ଚିନ୍ତା କରିବାକୁ ଲାଗିଲା କି କଣ ଭାଲୁ ଗଛ ଉପରକୁ ଚଢି ପାରିବ । ଭାଲୁକୁ ସାଧାରଣ ଜୀବ ବୋଲି ଲୋକ କୁହନ୍ତି । କିନ୍ତୁ ରା-ଗି ଗଲେ ଭାଲୁ ଠାରୁ ଭ-ୟ-ଙ୍କର ଆଉ କେହି ବି ନୁହନ୍ତି । କିନ୍ତୁ ଭାଲୁ ବହୁତ ବୁଦ୍ଧିମାନ ବି ଅଟନ୍ତି ।

ଯେମିତି କି ଏହି ଫଟୋରେ ଦେଖନ୍ତୁ ଗୋଟିଏ ପରିବାର ସଫାରି ଗାଡିରେ ବସି ଭାଲୁର ଫଟୋ ଉଠାଉ ଥିଲେ । ଏହି ସମୟରେ ଅଚାନକ ଭାଲୁ ଗାଡି ପାଖକୁ ଚାଲି ଆସିଲା ଓ ସେମାନ କିଛି ଚିନ୍ତା କରିବା ପୂର୍ବରୁ ଭାଲୁ ସଙ୍ଗେ ସଙ୍ଗେ ଗାଡିର ଡୋର ଖୋଲି ଦେଲା । ସମସ୍ତେ ଚି-ତ୍କା-ର କରିବାକୁ ଲାଗିଲେ । କିନ୍ତୁ ଡ୍ରାଇଭର ଜଣକ ସଙ୍ଗେ ସଙ୍ଗେ ଗାଡିର ଡୋରକୁ ବନ୍ଦ କରି ଦେଲା ।

ଏଥିରେ ଗୋଟିଏ ସିଂହ ଓ ସିଂହୀ ନିଜର ଚିତା ବାଘ ଠାରୁ ନିଜର ଶି-କା-ର ଛଡାଇବା ପାଇଁ ଗଛ ଉପରକୁ ଚଢି ଯାଉଛନ୍ତି । କିନ୍ତୁ ଚିତା ବାଘ ବି ବୁଦ୍ଧିମାନ ବାହାରିଲା । ସେ ନିଜର ଶି-କା-ରକୁ ଗଛର ଅଗ୍ର ଭାଗକୁ ନେଇ ଶି-କା-ର-କୁ ବଞ୍ଚାଇ ଦେଲା । ବେଳେ ବେଳେ ସିଂହ ନିଜ ଠାରୁ ଅଧିକ ଶକ୍ତିଶାଳୀ ଜୀବ ଯେତେବେଳେ ଆ-କ୍ର-ମ-ଣ କରିଥାଏ ସେହି ସମୟରେ ବି ସେ ଗଛ ଉପରେ ଚଢି ଯାଏ ।

ଏଥିରେ ଦେଖନ୍ତୁ କିଛି ଲୋକମାନେ ନିଜର ସଫାରୀ ଗାଡିକୁ ଗଣ୍ଡା ପାଖକୁ ନେଇ ଯାଉଛନ୍ତି । ଶେଷରେ ଗଣ୍ଡା ଗାଡିକୁ ଓଲଟାଇବା ପାଇଁ ଚେଷ୍ଟା କରିଲା । କିନ୍ତୁ ଆଖାପାଖର ଲୋକମାନେ ଚିତ୍କାର କରିବା କାରଣରୁ ଗଣ୍ଡା ସେହି ସ୍ଥାନରୁ ଚାଲି ଗଲା ।

ହାତୀ ରାଗିଗଲେ କେତେ ଭ-ୟ-ଙ୍କ-ର ହୋଇପାରେ ଏହା ଆପଣ ସମସ୍ତେ ଜାଣିଛନ୍ତି । ପ୍ରଥମେ କିଛି ଲୋକମାନେ ହାତୀକୁ ଘୋଡାଉଛନ୍ତି । କିନ୍ତୁ ଏହା ମଧ୍ୟରେ ଜଣେ ବ୍ୟକ୍ତି ଅଧିକ ସାହାସୀ ହୋଇ ହାତୀକୁ ବାଡିରେ ପିଟିଲା । ଯେଉଁ କାରଣରୁ ହାତୀ ପୁଣି ଥରେ ଫେରି ସେହି ବ୍ୟକ୍ତିକୁ ଗୋଡାଇଲା । ଶେଷରେ ବ୍ୟକ୍ତି ଜଣକ ହାତୀ ନଜରରୁ ବଞ୍ଚି ଗଛ ଉପରେ ଚ-ଢି ଗଲା ।