ଏହି ୨ଟି ନାମର ସ୍ତ୍ରୀ ସାରା ଜୀବନ ନିଜ ସ୍ଵାମୀଙ୍କ ଠାରୁ ରହିଥାନ୍ତି ଦୁଃଖୀ, କଣ ଆପଣଙ୍କର ପତ୍ନୀ ଏମାନଙ୍କ ମଧ୍ୟରୁ ଜଣେ ନୁହନ୍ତି ତ

ବିବାହ ବନ୍ଧନ ଆମ ପାଇଁ ବିଶେଷ ମହତ୍ତ୍ଵ ରଖିଥାଏ । ଏହି ବନ୍ଧନରେ ଏମିତି ବହୁତ କିଛି ଥାଏ ଯାହା ସ୍ଵାମୀ ଏବଂ ସ୍ତ୍ରୀକୁ ଏକା ସହିତ ଯୋଡି ରଖିଥାଏ, ସେଥିମଧ୍ୟରୁ ଗୋଟିଏ ହେଉଛି ବିଶ୍ଵାସ । ସ୍ଵାମୀ ଏବଂ ସ୍ତ୍ରୀ ମଧ୍ୟରେ ବିଶ୍ଵାସ ରହିବା ନିହାତି ଆବଶ୍ୟକ । କାରଣ ଜଣେ ଝିଅ ଯିଏକି ନିଜ ପରିବାରକୁ ଛାଡି ନିଜର ସ୍ଵାମୀ ସହିତ ରହିବାକୁ ଆସିଥାଏ, ସେତେବେଳେ ସେ ନିଜ ସ୍ଵାମୀଙ୍କ ଠାରୁ ବହୁତ କିଛି ଆଶା ରଖିଥାଏ ।

ସମୟ ସହିତ ସ୍ଵାମୀ ସ୍ତ୍ରୀଙ୍କର ସମ୍ପର୍କ ଗଭୀର ହେବାକୁ ଲାଗିଥାଏ ଏବଂ ସେଥିରେ ପ୍ରେମ ସମ୍ମାନ ଏବଂ ଭାବନା ବି ବଢିବାକୁ ଲାଗିଥାଏ । କିନ୍ତୁ କିଛି ସ୍ଵାମୀ – ସ୍ତ୍ରୀ ମାନଙ୍କର ଜୀବନରେ ଦୁଃଖ ରହିଥାଏ । କାରଣ କିଛି ସ୍ଵାମୀ ନିଜ ପତ୍ନୀଙ୍କୁ ଦୁଃବ୍ୟବହାର ଦିଅନ୍ତି ।

Image courtesy: Google

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କେଉଁ ୨ ଟି ନାମର ସ୍ତ୍ରୀମାନେ ନିଜର ସ୍ଵାମୀଙ୍କ ଠାରୁ ଜୀବନ ସାରା ଦୁଃଖିତ ରୁହନ୍ତି ।

K ନାମର ସ୍ତ୍ରୀମାନେ

Image courtesy: Google

ଏହି ନାମର ମହିଳାମାନେ ନିଜର ସ୍ଵାମୀଙ୍କ ପ୍ରତି ପୁରା ପ୍ରେମଭାବ ରଖିଥାନ୍ତି । ସେମାନଙ୍କର ଭଲ ଧ୍ୟାନ ବି ରଖନ୍ତି ଓ ନିଜର କରିବା ପାଇଁ ଚେଷ୍ଟା କରନ୍ତି । ସେମାନେ ଚାହାଁନ୍ତି କି ସେମାନଙ୍କର ସ୍ଵାମୀ ସେମାନଙ୍କୁ ସେହିଭଳି ଭରପୁର ପ୍ରେମ ଦିଅନ୍ତୁ । କିନ୍ତୁ ମହିଳାମାନଙ୍କର ଏକ ଖରାପ ଅଭ୍ୟାସ ତାଙ୍କ ସମ୍ପର୍କ ମଧ୍ୟରେ ବାଧା ସୃଷ୍ଟି କରିଥାଏ ।

ଏହି ସ୍ତ୍ରୀମାନେ ସବୁବେଳେ ଚାହାଁନ୍ତି କି ତାଙ୍କର ସ୍ଵାମୀ ତାଙ୍କୁ ସବୁ ସମୟର ଖବର ଦେଉଥିବେ, ସେମାନେ କେଉଁଠିକୁ ଯାଉଛନ୍ତି, କାହା ସହିତ ଦେଖା କରୁଛନ୍ତି ଏବଂ ତାଙ୍କୁ କିଛି ନ ପଚାରି କରନ୍ତୁ ନାହିଁ । କିନ୍ତୁ ଏହା ଅସମ୍ଭବ ଅଟେ । ଏହି କାରଣରୁ ଏହି ନାମର ମହିଳାମାନଙ୍କ ଜୀବନରେ ଚିଡଚିଡାପଣ ରହିଥାଏ । କାରଣ ଯେତେବେଳେ ବି ତାଙ୍କର ସ୍ଵାମୀ ତାଙ୍କୁ କିଛି ନ କହି କାମ କରିଥାନ୍ତି ତେବେ ତାଙ୍କୁ ରାଗ ଆସିଯାଏ । ସେମାନେ ନିଜର ସ୍ଵଭାବ କାରଣରୁ ସବୁବେଳେ ନିଜ ସ୍ଵାମୀଙ୍କ ଠାରୁ ଦୁଃଖୀ ରହିଥାନ୍ତି ।

P ନାମ ଥିବା ସ୍ତ୍ରୀମାନେ

Image courtesy: Google

P ନାମ ଥିବା ସ୍ତ୍ରୀମାନେ ବି ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି । ସ୍ଵାମୀଙ୍କୁ ଖୁସି ରଖିବାରେ ଭରପୁର ଚେଷ୍ଟା କରନ୍ତି । ସେମାନେ ସବୁବେଳେ ନିଜ ସ୍ଵାମୀଙ୍କ ପାଇଁ ସମ୍ବେଦନଶୀଳ ରୁହନ୍ତି ଏବଂ ସ୍ଵାମୀଙ୍କର ସେବା ମଧ୍ୟ କରନ୍ତି । ସେମାନେ ନିଜ ସ୍ଵାମୀଙ୍କୁ ଏତେ ଭଲ ପାଆନ୍ତି କି ସେମାନେ ଚାହାନ୍ତି କି ତାଙ୍କର ସ୍ଵାମୀ ତାଙ୍କୁ ଛାଡି କେଉଁଠାକୁ ବି ନ ଯାଆନ୍ତୁ ।

Image courtesy: Google

ସେମାନେ ଚାହିଁଥାନ୍ତି କି ୨୪ ଘଣ୍ଟା ତାଙ୍କର ସ୍ଵାମୀ ସବୁ କିଛି ଛାଡି କେବଳ ତାଙ୍କୁ ହିଁ ଭଲ ପାଆନ୍ତୁ କିନ୍ତୁ ଏହା ଅସମ୍ଭବ ଅଟେ । ଯେଉଁ କାରଣରୁ ତାଙ୍କ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଏବଂ ନିଜ ସ୍ଵାମୀଙ୍କ ସହ କଥା କଥାରେ ଝଗଡା କରିବାକୁ ଲାଗନ୍ତି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।