Interesting GK Questions: ସ୍ଵାମୀ ସ୍ତ୍ରୀ କୁ ସଜେଇ ଥାଏ, କିନ୍ତୁ ଦେଖିପାରେ ନାହିଁ, ତାହା କଣ ?

ସାଧାରଣ ଜ୍ଞାନ ଆହରଣ କରିବା ଜୀବନରେ ଅନେକ କ୍ଷେତ୍ରରେ କାର୍ଯ୍ୟରେ ଆସିଥାଏ । ପାଠପଢା ଠାରୁ ନେଇ ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ଅନେକ ସମୟରେ ସଠିକ ସାଧାରଣ ଜ୍ଞାନ ଆମକୁ ଆଗକୁ ବଢିବାରେ ସହାୟତା କରିଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କୁ କିଛି ନା କିଛି ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ଜାଣିବା ନିହାତି ଆବଶ୍ୟକ । ଆପଣଙ୍କ ସାଧାରଣ ଜ୍ଞାନକୁ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ବଛାବଛା ପ୍ରଶ୍ନୋତ୍ତର ନେଇ ଆସିଛୁ । ଚାଲନ୍ତୁ ଆରମ୍ଭ କରିବା ।

୧- ଓଡିଶାର ସବୁଠୁ ବଡ କାରଖାନାର ନାମ କଣ ?

ଉ: ଲୌହ ଇସ୍ପାତ କାରଖାନା

୨- ଓଡିଶାର ସବୁଠୁ ବଡ ଜଳ ବିଦ୍ୟୁତ କେନ୍ଦ୍ରର ନାମ କଣ ?

ଉ: ବାଲିମେଳା ବିଦ୍ୟୁତ କେନ୍ଦ୍ର

୩- ଓଡିଶାର ସବୁଠୁ ବଡ ୱାଟର ପାର୍କର ନାମ କଣ ?

ଉ: କୁରାଙ୍ଗ

୪- ଓଡିଶାର ସବୁଠୁ ବଡ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?

ଉ: ବିଦ୍ୟାଧରପୁର

୫- ଓଡିଶାର ସବୁଠୁ ବଡ ଶୈବ ପୀଠ ନାମ କଣ ?

ଉ: ଲିଙ୍ଗରାଜ ମନ୍ଦିର

୬- ଓଡିଶାର ସବୁଠୁ ବଡ ଦୈନିକ ସମ୍ବାଦ ପତ୍ରର ନାମ କଣ ?

ଉ: ସମ୍ବାଦ

୭- ଓଡିଶାରେ ଅନୁଷ୍ଠିତ ହେଉଥିବା ସବୁଠାରୁ ବଡ ମେଳାର ନାମ କଣ ?

ଉ: ବାଲିଯାତ୍ରା

୮- ଓଡିଶାର ସବୁଠୁ ବଡ ବଜାରର ନାମ କଣ ?

ଉ: ଚୌଧୁରୀ ବଜାର

୯- ଓଡିଶାର ସବୁଠୁ ବଡ ପଶୁ ଉଦ୍ୟାନର ନାମ କଣ ?

ଉ: ନନ୍ଦନକାନନ

୧୦- କେଉଁ ଜୀବର ଆୟୁଷ ମାତ୍ର ୫ ମିନିଟ ହୋଇଥାଏ ?

ଉ: ମେ ଫ୍ଲାଏ

୧୧- ଭାରତର ସବୁଠୁ ବଡ ପାଗଳଖାନା କେଉଁଠାରେ ଅବସ୍ଥିତ ?

ଉ: ଆଗ୍ରା

୧୨- କୋଷିକାର ବିଜୁଳି ଘର କାହାକୁ କୁହନ୍ତି ?

ଉ: ମାଇଟ୍ରୋକନ୍ଦ୍ରିୟା

୧୩- ରଙ୍ଗିଲା ବାଦଶାହ କାହାକୁ କୁହନ୍ତି ?

ଉ: ମହମ୍ମଦ ଶାହ

୧୪- ଦୁନିଆର ସବୁଠୁ ବଡ ମେଳା କେଉଁ ସ୍ଥାନରେ ଲାଗିଥାଏ ?

ଉ: ପ୍ରୟାଗରାଜ

୧୫- ରାଷ୍ଟ୍ର ଗୀତ ପ୍ରଥମେ କେଉଁ ଦେଶରେ ଆରମ୍ଭ ହୋଇଥିଲା ?

ଉ: ଜାପାନ

୧୬- ପ୍ରିଣ୍ଟିଙ୍ଗ ପ୍ରେସର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଜର୍ମାନୀ

୧୭- କେଉଁ ଦେଶରେ ସବୁଠୁ ଅଧିକ ମାଛ ଅଛି ?

ଉ: ଭାରତ

୧୮- ବିହୁ କେଉଁ ରାଜ୍ୟର ଉତ୍ସବ ଅଟେ ?

ଉ: ଆସାମ

୧୯- ତମାଖୁର ସବୁଠୁ ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉ: ଚୀନ

୨୦- ଘଟଗାଁ କେଉଁ ମନ୍ଦିର ପାଇଁ ପ୍ରସିଦ୍ଧ ?

ଉ: ମା’ ତାରିଣୀ

୨୧- ଧାମରା ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?

ଉ: ଭଦ୍ରକ

୨୨- ସବୁଠାରୁ ଓଜନିଆ ଧାତୁର ନାମ କଣ ?

ଉ: ଓସମିୟମ

୨୩- ମା’ ତାରିଣୀଙ୍କ ପୂଜକଙ୍କୁ କଣ କୁହାଯାଏ ?

ଉ: ଦେହୁରୀ

୨୪- ଭାରତରେ ବନ ମହୋତ୍ସବ କିଏ ଆରମ୍ଭ କରିଥିଲେ ?

ଉ: କେ. ଏମ. ମୁନସୀ

୨୫- ସ୍ଵାମୀ ସ୍ତ୍ରୀ କୁ ସଜେଇ ଥାଏ, କିନ୍ତୁ ଦେଖିପାରେ ନାହିଁ । ତାହା କଣ ?

ଉ: ବିଧବା ବେଶ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।