ସ୍ଵାମୀ-ସ୍ତ୍ରୀ ଏହି ସମୟରେ ଶାରୀରିକ ସମ୍ବନ୍ଧ ବନେଇବା ଉଚିତ ନୁହେଁ, ନଚେତ ଭୋଗିବାକୁ ପଡିଥାଏ ଭୟଙ୍କର ପରିଣାମ…

ସଂସାରରେ ଏପରି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ପାଇଁ ଶାସ୍ତ୍ରରେ କିମ୍ବା ବୁଦ୍ଧିଜୀବୀ ମାନଙ୍କ ଦ୍ଵାରା ବାରଣ କରାଯାଇଛି । ଭୁଲରେ ବି ଏହିସବୁ କାର୍ଯ୍ୟ କରିବା ଦ୍ଵାରା ଲୋକମାନେ ବିଭିନ୍ନ ସମସ୍ୟାର ସମୁଖୀନ ହୋଇଥାନ୍ତି । ନିଜର ଇଚ୍ଛା ପୂର୍ତ୍ତି ପାଇଁ ହେଉ ଅବା ସମାଜିକ ଦାୟିତ୍ଵ କୌଣସି ଲୋକଙ୍କୁ କିଛି ଦାନ କରିବା ପରେ ତାହାର ପରିପ୍ରକାଶ କରିବା ଉଚିତ ନୁହେଁ, ଏହା ଅମଙ୍ଗଳ ହୋଇଥାଏ । ଯଦି କୌଣସି ଶୁଭକାର୍ଯ୍ୟ ପାଇଁ ଲୋକଙ୍କୁ ଅନ୍ନଦାନ ଦେଇଥାନ୍ତି ତେବେ କେତେ ଲୋକ ଖାଇଲେ ତାହା ଗଣିବା ଉଚିତ ନୁହେଁ, ଏହା ଅମଙ୍ଗଳ ହୋଇଥାଏ ।

ଦୈନନ୍ଦିନ ଜୀବନରେ ଘର ପରିବାର ପାଇଁ କେତେ ଟଙ୍କା ଖର୍ଚ୍ଚ କରୁକହନ୍ତି ତାହା ଲେଖିବା କିମ୍ବା ହିସାବ କରିବା ଉଚିତ ନୁହେଁ, ଏହା ମଧ୍ୟ ଅମଙ୍ଗଳ ହୋଇଥାଏ । ନିଜର ପରିବାର, ପ୍ରିୟଜନ, ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହ କେବେ କୌଣସି ପରିସ୍ଥିତିରେ ମଧ୍ୟ ବିବାଦ କରିବା ଉଚିତ ନୁହେଁ । ଯଦି କିଛି ସମସ୍ଯା ଥାଏ ତେବେ ତୁରନ୍ତ ଏହାର ସମାଧାନ କାରିପାରିଲେ ମଙ୍ଗଳକାରୀ ହୋଇଥାଏ ।

କୌଣସି ଜିନିଷ ଯାହା ଚୋରୀ ହୋଇ ଆସିଥାଏ କିମ୍ବା ଅନ୍ୟାୟ ଉପାୟରେ ଆସିଥାଏ ସେଥିରୁ କେବେ ଭାଗ ନେବା ଉଚିତ ନୁହେଁ, ଏହାଦ୍ବାରା ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ରାତିଆରେ ଶୋଇବାକୁ ଯିବାବେଳେ କେବେବି ମନରେ କୌଣସି ଦୁଶ୍ଚିନ୍ତା କିମ୍ବା ଖରାପ ଚିନ୍ତା କରିବା ଉଚିତ ନୁହେଁ, ଏହା କ୍ଷତିକାରକ ହୋଇଥାଏ । ସକାଳୁ ବିଛଣାରୁ ଉଠିବା ବେଳେ କେବେବି ହସିହସି ଉଠିବା ଉଚିତ ନୁହେଁ, ଏହା ମଧ୍ୟ ଅମଙ୍ଗଳକାରୀ ଓ କ୍ଷତିକାରକ ହୋଇଥାଏ ।

ଘରେ କିମ୍ବା ବାହାରେ ଠାକୁର ପୂଜା କରିବା ବେଳେ ଓଦା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ, ଏହା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ଜୀବନରେ କେବେବିକୌଣସି ପରିସ୍ଥିତିରେ ମଧ୍ୟସ୍ଥି କରିବା କିମ୍ବା ହେବା ଉଚିତ ନୁହେ, ଏହାଦ୍ବାରା ବିଭିନ୍ନ ଜଟିଳ ସମସ୍ଯା ଦେଖା ଦେଇପାରେ । ରବିବାର ଦିନ ଆମିଷ ଖାଦ୍ଯ ଖାଇବା କିମ୍ବା ଛୁଇଁବା ଉଚିତ ନୁହେଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହେବା ସହ ଅମଙ୍ଗଳକାରୀ ହୋଇଥାଏ ।

ଖାଦ୍ୟ ଖାଇ ସାରିବା ପରେ ଯଦି କେହି ପୁଣି ଖାଦ୍ୟ ଦ୍ରବ୍ୟ ଯାଚେ ତେବେ ଖାଇବା ଉଚିତ ନୁହେଁ। ଏହା ଆପଣଏନକେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଭୋଜନ ପରେ ସ୍ନାନ କରିବା ଉଚିତ ନୁହେଁ, ପାଣିରେ ନିଜ ପ୍ରତିବିମ୍ବ ଦେଖିବା ଭଲ ନୁହେଁ ଏବଂ ମୁଢିରେ ତେଲ ଗୋଳାଇ ଖାଇଲେ ସଙ୍ଗେ ସଙ୍ଗେ ପାଣି ପିଇବେ ନାହିଁ ।

ମହିଳାମାନେ ପ୍ରତ୍ୟହ ୮ ଘଣ୍ଟାରୁ ଅଧିକ ଶୋଇବା ଉଚିତ ନୁହେ ଏବଂ ଗର୍ଭବତୀ ମହିଳାମାନେ ଦିନରେ ଶୋଇବା ଉଚିତ ନୁହେଁ । ପ୍ରାତଃକାଳ, ଅର୍ଦ୍ଧରାତ୍ରି ଓ ଭିଜନର ଅବ୍ୟବହିତରେ ପୁରୁଷ କିମ୍ବା ମହିଳାମାନେ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ । ବିନା କାରଣରେ କିମ୍ବା ଅନ୍ୟର କଥାରେ ପଡି ଗୁରୁଜନଙ୍କୁ ଅଯଥାରେ କଷ୍ଟ ଦେବା ଉଚିତ ନୁହେଁ ଏବଂ ସମସ୍ତଙ୍କ ଆଗରେ ଆଗଭର ହୋଇ କଥା ହେବା ଉଚିତ ନୁହେଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।