Astrology:- ପ୍ରେମରେ ଦିନେ ନା ଦିନେ ଧୋକା ଦିଅନ୍ତି ଏହି 5 ନାମର ଝିଅ

ପ୍ରେମକୁ ଦୁନିଆର ସବୁଠାରୁ ସୁନ୍ଦର ଅନୁଭୂତି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । କିନ୍ତୁ ପ୍ରେମରେ ଯେତିକି ଖୁସି ମିଳେ, ହୃଦୟ ଭାଙ୍ଗିଗଲେ ତା ଠାରୁ ଅଧିକ କଷ୍ଟ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷରରୁ ତାଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଅନେକ କିଛି ଜାଣି ହୁଏ । ତେଣୁ ଏହାକୁ ଆଧାର କରି ଆଜି ଆମେ କିଛି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ରେମରେ ନିଶ୍ଚୟ ଧୋକା ଦେଇଥାନ୍ତି । ତେଣୁ ସେମାନଙ୍କ ପ୍ରତି ସାବଧାନ ରୁହନ୍ତୁ ।

M ନାମର ଝିଅମାନେ

ଏହି ନାମର ଝିଅମାନେ ସବୁବେଳେ କିଛି ନା କିଛି ନୂଆ କରିବା ପାଇଁ ପସନ୍ଦ କରନ୍ତି ଓ ଶୀଘ୍ର ସବୁ ଜିନିଷରେ ବୋର୍ ହୋଇଯାନ୍ତି । ସେଥିପାଇଁ ଏମାନନକ ପ୍ରେମ ସମ୍ପର୍କରେ ଯଦି କିଛି ଏକ୍ସାଇଟମେଣ୍ଟ ନରୁହେ କିମ୍ବା ନୂଆ ନ ହୁଏ ତେବେ ଏମାନେ ନିଜ ପାର୍ଟନରଙ୍କୁ ଭୁଲିବାରେ ବିଲକୁଲ ବି ଡେରି କରନ୍ତି ନାହିଁ । ତେଣୁ ଏହି ନାମର ଝିଅଙ୍କୁ ପ୍ରେମ କରୁଥିଲେ ଏହି ସବୁ ବିଷୟକୁ ଅଣଦେଖା କରନ୍ତୁ ନାହିଁ ।

K ନାମର ଝିଅମାନେ

ଏହି ନାମର ଝିଅମାନେ କମିଟମେଣ୍ଟ କରିବାକୁ ବିଲକୁଲ ପସନ୍ଦ କରନ୍ତି ନାହିଁ । ତେଣୁ ଏହି କାରଣରୁ ତାଙ୍କ ପାର୍ଟନର ଯେବେ ବି କମିଟମେଣ୍ଟ କରିବା କଥା କୁହନ୍ତି ଏମାନେ ତାଙ୍କୁ ଛାଡି ଦେଇଥାନ୍ତି । ଏହି ନାମର ଝିଅମାନେ ଯେକୌଣସି ରିଲେସନଶିପରେ ଅଧିକ ସମୟ ଯାଏଁ ରହି ପାରନ୍ତି ନାହିଁ । ତେଣୁ ଏହି ନାମର ଝିଅଙ୍କୁ ଭଲ ପାଇଥିଲେ ଆପଣଙ୍କ ହୃଦୟ ଭାଙ୍ଗିବା ସମ୍ଭାବନା ବେଶ ଅଧିକ ଥାଏ ।

P ନାମର ଝିଅମାନେ

ଏହି ନାମର ଝିଅମାନଙ୍କୁ ଆଡଭେଞ୍ଚର ଅଧିକ ପସନ୍ଦ ହେବା ସହ ଏମାନେ ଟିକେ ୱାଇଲ୍ଡ କିସମର ହୋଇଥାନ୍ତି । ଏପରି ସ୍ଵଭାବର ହୋଇଥିବାରୁ ଏମାନଙ୍କୁ କେଉଁ କାର୍ଯ୍ୟରେ ମଧ୍ୟ ବାଉଣ୍ଡେରୀ ବିଲକୁଲ ପସନ୍ଦ ହୋଇ ନଥାଏ । ଏମିତିରେ ପାର୍ଟନର ଯଦି ତାଙ୍କୁ କେଉଁ ବି ବିଷୟ ପାଇଁ ଟିକେ ବି ବାରଣ କରନ୍ତି ତେବେ ଏମାନେ ତାଙ୍କ ଠାରୁ ଦୂରେଇ ଯିବା ହିଁ ଠିକ ବୋଲି ଭାବିଥାନ୍ତି ।

R ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ଆତ୍ମପ୍ରେମୀ ହୋଇଥାନ୍ତି । ଏମାନେ ନିଜ ଆଗରେ ପାର୍ଟନରଙ୍କୁ ମଧ୍ୟ ରଖନ୍ତି ନାହିଁ । ଏହି ଝିଅ ମାନଙ୍କୁ ସବୁବେଳେ ଆଟେନସନ ଦରକାର ହୋଇଥାଏ । ଆଉ ଯଦି ତାଙ୍କର ଏହି ଆବଶ୍ୟକତା ପୂରଣ ନ ହୁଏ ତେବେ ଏମାନେ ତୁରନ୍ତ ପାର୍ଟନର ବଦଳି ଦିଅନ୍ତି । ତେଣୁ ଏହି ନାମର ଝିଅଙ୍କ ପ୍ରତି ମଧ୍ୟ ସାବଧାନ ରହିବା ଉଚିତ ।

T ନାମର ଝିଅମାନେ

ଏହି ନାମର ଝିଅମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ରୁହନ୍ତି । କିନ୍ତୁ ତାଙ୍କ ଭିତରେ ଯଦି କୌଣସି କାରଣରୁ ଏହି ପ୍ରେମ ଶେଷ ହୋଇଯାଏ ତେବେ ଏମାନେ ରିଲେସନଶିପ ଭାଙ୍ଗିବାକୁ ବି ଡେରି କରନ୍ତି ନାହିଁ । ଯଦି ଆପଣଙ୍କ ଗାର୍ଲଫ୍ରେଣ୍ଡ ଏହି ନାମର ତେବେ ଚେଷ୍ଟା ଜାରି ରଖନ୍ତୁ ଯେପରି ଆପଣଙ୍କ ସମ୍ପର୍କରେ କେବେ ପ୍ରେମ ଶେଷ ହେବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।