ସ୍ଵାମୀ – ପୁଅ ସହିତ ଫଙ୍କସନରେ ପହଞ୍ଚିଲେ ଆୟଶା ଟାକିୟା, ଲେଟେସ୍ଟ ଫଟୋରେ ପୁଣି ଥରେ ଚିହ୍ନିବା ହେଲା କଷ୍ଟକର, ଦେଖନ୍ତୁ

ଆୟଶା ଟାକିୟା ବଲୀଉଡର ଏକ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । କିନ୍ତୁ ଫିଲ୍ମରେ ତାଙ୍କର ପ୍ରଦର୍ଶନ କିଛି ଖାସ ନ ଥିଲା । ଶେଷଥର ସେ ୨୦୧୧ରେ ଆସିଥିବା ଫିଲ୍ମ ‘ମୋଡ’ରେ ନଜର ଆସିଥିଲେ । ହିନ୍ଦୁ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆୟଶା ଟାକିୟା ୨୦୦୯ରେ ଫରହାନ ଆଜମୀଙ୍କ ସହ ବିବାହ କରିଥିଲେ । ଫରହାନଙ୍କ ସହ ବିବାହ କରିବା ପାଇଁ ସେ ନିଜର ଧର୍ମ ପରିବର୍ତ୍ତନ କରିଥିଲେ ।

ବିବାହ ପୂର୍ବରୁ ଦୁଇ ଜଣ ବହୁତ ସମୟ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ ।

କହିବାକୁ ଗଲେ ଆୟଶା ପ୍ରାୟତଃ ନିଜର ଲୁକ କାରଣରୁ ଟ୍ରୋଲ ହେଉଥାନ୍ତି । କିଛି ଦିନ ପୂର୍ବେ ଆୟଶାଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ ବିଲକୁଲ ଭିନ୍ନ ନଜର ଆସୁଥିଲେ । ଏହି ଫଟୋକୁ ଦେଖିବା ପରେ ଫ୍ୟାନମାନେ ଅନୁମାନ କରୁଛନ୍ତି କି ଆୟଶା ସର୍ଜରୀ କରାଇଛନ୍ତି ଓ ଏଥିପାଇଁ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ ବି କରୁଛନ୍ତି ।

ଏମିତିରେ ବର୍ତ୍ତମାନ ପୁଣି ଥରେ ଆୟଶାଙ୍କର କିଛି ଲେଟେସ୍ଟ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ନିଜ ସ୍ଵାମୀ ଓ ପୁଅ ସହିତ ନଜର ଆସୁଛନ୍ତି । ଆୟଶା ଓ ଫରହାନରଙ୍କ ପୁଅର ନାମ ମିକାଇଲ ଆଜମୀ ଅଟେ ।

ବନ୍ଧୁର ବିବାହରେ ପହଞ୍ଚିଲେ ଆୟଶା

ବର୍ତ୍ତମାନ ଆୟଶା ନିଜର ଏକ ବନ୍ଧୁଙ୍କ ବିବାହରେ ସାମିଲ ହେବା ପାଇଁ ପହଞ୍ଚିଥିଲେ ଓ ସେତେବେଳେ ଫୋଟୋଗ୍ରାଫର ତାଙ୍କର କିଛି ଫଟୋ ଉଠାଇ ଥିଲେ । ଆୟଶା ଖୁସି ଖୁସି ନିଜର ସ୍ଵାମୀ ଓ ପୁଅ ସହିତ ମିଡିଆକୁ ପୋଜ ଦେଇଥିଲେ । ଏହି ଫଟୋରେ ଆୟଶା ବହୁତ ଗ୍ଲୈମରସ ଦେଖା ଯାଉଥିଲେ । ଆୟଶାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯେଉଁଠି କିଛି ଲୋକମାନଙ୍କୁ ଆୟଶା ସୁନ୍ଦର ଲାଗୁଛନ୍ତି ତ ଅନ୍ୟ ପଟେ କିଛି ଲୋକମାନେ ତାଙ୍କର ଲୁକକୁ ନେଇ ଟ୍ରୋଲ କରୁଛନ୍ତି ।

କହିଦେଉଛୁ କି ବିବାହରେ ସାମିଲ ହେବା ପାଇଁ ଆୟଶା ବ୍ରାଉନ କଲର ର ପ୍ଲାଜୋ ସୂଟ ପିନ୍ଧି ଥିଲେ । ଏହା ଛଡା ବେକରେ ସେ ଏକ ନେକଲେସ ପିନ୍ଧି ଥିଲେ ଓ ନ୍ୟୂଡ ମେକଅପ ଓ ଖୋଲା ବାଳରେ ସେ କୌଣସି ପରି ଠାରୁ କମ ଦେଖା ଯାଉ ନ ଥିଲେ । ତାଙ୍କର ସ୍ଵାମୀ ଫରହାନ ନେବି ବ୍ଲୂ କଲର ର ଶେରୱାନୀ ପିନ୍ଧି ଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।