ସ୍ଵାମୀ ପର ନାରୀ ସହ ସମ୍ପର୍କ ରଖିଲେ କ’ଣ ହୋଇଥାଏ…? Sadhu Vani

ଜୀବନକୁ ସୁଖ ଓ ଶାନ୍ତିରେ ରଖିବା ପାଇଁ ହେଲେ ଆମକୁ କେତେ ଗୁଡିଏ ଜରୁରୀ ନୀତିନିୟମ ତଥା ଉପଦେଶ ମାନଙ୍କୁ ମାନିବାକୁ ପଡିଥାଏ । ଯାହା ଦ୍ଵାରା ଜୀବନ ମଙ୍ଗଳମୟ ଓ ସୁଖକର ହୋଇଥାଏ । ତେବେ ସେହିଭଳି କିଛି ଗୁରୁତ୍ଵପୂର୍ଣ୍ଣ ସାଧୁବାଣୀ ଆପଣ ମାନଙ୍କ ପାଇଁ ନେଇ ଆସିଛୁ । ଯାହାକୁ ପାଳନ କରିଲେ ଆପଣଙ୍କର ମଙ୍ଗଳ ହେବ ।

1- ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଯୁକ୍ତି ତର୍କ ଓ କଳହ ସବୁଦିନ ଲାଗି ରହିଲେ । ଘରେ ଅର୍ଥାଭାବ ଦେଖାଯିବା ସହ ଦରିଦ୍ରତା ବୃଦ୍ଧି ପାଇଥାଏ ।

2- ରାତିରେ ମହିଳା ମାନେ କେବେବି କେଶକୁ ଖୋଲା କରି ଶୋଇବା ଉଚିତ ନୁହେଁ । ଏହା ବହୁତ ଅଶୁଭର କାରଣ ହୋଇଥାଏ । ଏଥିଦ୍ବାରା ଘରେ ନକରାତ୍ମକ ଊର୍ଜା ବୃଦ୍ଧି ପାଇବା ସହ ମନ ଅଧିକ ଭାବୁକ ହୋଇଯାଇଥାଏ ।

3- ନିଜର ସୁନା ଗହଣା କେବେବି କାହାକୁ ପିନ୍ଧିବାକୁ ଦେବା ଅନୁଚିତ । କିମ୍ବା ଅନ୍ୟ ଲୋକଙ୍କ ଗହଣା ନିଜେ ପିନ୍ଧିବା ମଧ୍ୟ ଅନୁଚିତ । ଏହା ଅମଙ୍ଗଳକାରୀ ହେବା ସହ ସ୍ଵାସ୍ଥ ସମସ୍ଯା ଦେଖାଦେଇଥାଏ ।

4- ଅଇଁଠା ବାସନକୁ ରୋଷେଇ କରୁଥିବା ଚୁଲା ଉପରେ ରଖନ୍ତୁ ନାହିଁ । ଏହାଦ୍ବାରା ଘରକୁ ଦୁଃଖ ସହ ଦରିଦ୍ରତା ଆସିବାର ସମ୍ଭାବନା ଅଧିକ ରହିଥାଏ ।

5- ଗୁରୁବାର ଦିନ ଘରେ କେବେବି ଝାଡୁ ପୋଛା ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ବୃହଷ୍ପତ୍ତି ଗ୍ରହ ଦୁର୍ବଳ ହୋଇଯାଇଥାନ୍ତି । ଯାହା ଫଳରେ ଘରର ସୁଖ ସମୃଦ୍ଧି କମ୍ ହେବ ସହ ଘରେ ଅଶାନ୍ତି ଲାଗି ରହିଥାଏ ।

6- ମହିଳା ମାନେ ସକାଳୁ ବିଳମ୍ବରେ ଉଠିବା ଅନୁଚିତ । ଏହା ସେମାନଙ୍କ ତଥା ସେମାନଙ୍କ ପରିବାର ପାଇଁ ଅମଙ୍ଗଳକାରୀ ହୋଇଥାଏ । ଏହା ଦ୍ଵାରା ସ୍ଵାସ୍ଥସମସ୍ଯା ଦେଖାଦେବା ସହ ଆର୍ଥିକ ଅବସ୍ଥା ଖରାପ ହୋଇଥାଏ ।

7- ସ୍ତ୍ରୀ ଲୋକମାନେ ଅଙ୍ଗଳସୂତ୍ର, ହାତର ଚୁଡି, କୁଣ୍ଡଳ ଏବଂ ପାଉଁଜି କେବେବି ଓହ୍ଲାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

8- ସକାଳେ ଖାଲି ପେଟରେ ତୁଳସୀ ପତ୍ରର ସେବନ କରିବା ଦ୍ଵାରା ବୁଧଗ୍ରହ ଦୋଷ ଦୂର ହୋଇଥାଏ । ଏଥିସହ ଚର୍ମରୋଗ ସହିତ ସଂକ୍ରମଣ ଦୂର ହୋଇଥାଏ ।

9- ସ୍ଵାମୀ ସ୍ତ୍ରୀ ଶୋଇବା ଘରେ ପ୍ରଜାପତି ମାନଙ୍କର ଫୋଟ ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ସ୍ଵାମୀ ସ୍ତ୍ରୀ ସଂପର୍କରେ ଘନିଷ୍ଟତା ଆସିବା ସହ ମଧୁର ସମ୍ପର୍କ ସ୍ଥାପନ ହୋଇଥାଏ ।

10- ସ୍ଵାମୀ ଯଦି ନିଜ ସ୍ତ୍ରୀ କୁ ଛାଡି ଅନ୍ୟ ସ୍ତ୍ରୀ ସହ ଖରାପ ସଂମ୍ପର୍କ ରଖିଥାଏ । ନିଜ ସ୍ତ୍ରୀ ସହ ଝଗଡା କରିଥାଏ । ସେହି ପୁରୁଷ କେବେବି ସୁଖରେ ରହିପାରେ ନାହିଁ । ଯେଉଁ ପୁରୁଷ ପର ନାରୀ ମାନଙ୍କ ସହ ସଂଗମ କରିଥାଏ । ସେ ପର ଜନ୍ମରେ କୁକୁର ଜନ୍ମ ପାଇଥାଏ । ଏଥିସହ ସାତ ଜନ୍ମ ପର୍ଯ୍ୟନ୍ତ ନର୍କ ଯନ୍ତ୍ରଣା ଭୋଗ କରିଥାଏ ।

ଆଶା କରୁଛୁ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।