“ସ୍ଵାମୀ ଯଦି ମୋର ନ ହେବେ ତେବେ ତାଙ୍କ ନାଁ ରେ କେସ୍ ଦେବି” – ସ୍ଵିଗି ବୟ ଚିକୁନଙ୍କ ପତ୍ନୀ Ahalyaa କହିଲେ ଏମିତି କଥା, ଦେଖନ୍ତୁ Video

ସ୍ଵିଗି ବୟ କୁହାଯାଉ ଥିବା ପତିତ ପାବନ ପୃଷ୍ଟି ଓରଫ ଚିକୁନ ଗି-ର-ଫ ହୋଇଛି ଓ ତାଙ୍କ ବି-ରୁ-ଦ୍ଧ-ରେ ମା-ମ-ଲା ରୁ-ଜୁ କରାଯାଇଛି । ଭୟର ବାତାବରଣ ସୃଷ୍ଟି କରି ସେ ପରିବାର ଲୋକଙ୍କ ସହ ପୋଲିସ ଏବଂ ଜନ ସାଧାରଣଙ୍କୁ ମଧ୍ୟ ଭ୍ରମିତ କରିଥିଲା । ଏହି ମାମଲାରେ ପୋଲିସ ତାଙ୍କୁ ବାହାର ରାଜ୍ୟରୁ ଗି-ର-ଫ କରି ଆଣିଛି । ଖୁବ ଶୀଘ୍ର ତାଙ୍କୁ କୋ-ର୍ଟ ଚା-ଲା-ଣ କରାଯିବ ବୋଲି ଶୁଣିବାକୁ ମିଳିଛି । ତେବେ ପତିତପାବନ ସ୍ଵିଗି କର୍ମଚାରୀ ନୁହନ୍ତି ବୋଲି ଭୁବନେଶ୍ବର ଡ଼ିସିପି କହିଛନ୍ତି ।

ପ୍ରେମିକା ସହ ଫେରାର ହେବା ପାଇଁ ଅ-ପ-ହ-ର-ଣ ନାଟକ ରଚିଥିଲେ ପତିତପାବନ । ଏଥିପାଇଁ ସେ ୟୁଟ୍ଯୁବ ଦେଖି ଅ-ପ-ହ-ର-ଣ ପ୍ରକ୍ରିୟା ଶିଖିଥିଲା । ଦୋକାନରୁ କିଣିଥିଲା ନୂଆ ଛୁ-ରି ଓ ସିମ । ଆଉ ସେହି ସିମରେ ପତ୍ନୀ ଅହଲ୍ୟାଙ୍କୁ ଭଏସ ମେସେଜ କରିଥିଲା । ଚିକୁନ ଏବଂ ତାଙ୍କ ବାନ୍ଧବୀଙ୍କୁ ମଧ୍ୟପ୍ରଦେଶରୁ ଅଣାଯିବା ପରେ ଧଉଳି ଥାନାରେ ପଚରା ଉଚରା କରାଯାଇଛି । ଉଦ୍ଧାର ହୋଇଥିବା ଯୁବତୀଙ୍କୁ ପଚରା ଉଚରା ସହ ସିଆରପି ୧୬୧ ଧାରା ଅନୁସାରେ ବ-ୟା-ନ ରେ-କ-ର୍ଡ କରାଯାଇଛି ।

ଯୁବତୀ ନିଜ ଇଚ୍ଛାରେ ଚିକୁନ ସହ ଯାଇଥିବା କଥା କହିଛନ୍ତି । ଏଥିସହ ଚିକୁନଙ୍କ ପରିବାର ଲୋକଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିଛି । ଏପଟେ ଚିକୁନଙ୍କ ପତ୍ନୀ ଅହଲ୍ୟା କହିଛନ୍ତି, ‘ସ୍ଵାମୀ ମୋର ନ ହେଲେ ତାଙ୍କ ନାଁରେ କେ-ସ ଦେବି’ । ଚିକୁନ ଓ ତାଙ୍କ ବାନ୍ଧବୀକୁ ବାହାର ରାଜ୍ୟକୁ ଖସି ପଳାଇବାରେ ସାହାଯ୍ୟ କରିଥିବା ଯୁବତୀଙ୍କୁ ମଧ୍ୟ ଗୋପ ଥାନାରେ ଅଟକ ରଖି ପଚରା ଉଚରା କରାଯାଇଛି । ଚିକୁନଙ୍କ ପତ୍ନୀଙ୍କୁ ସ୍ଵାମୀଙ୍କର ଏପରି ଧୋକାରେ ଶକ୍ତ ଝଟକା ଲାଗିଛି । ସେ ହାରି ଯାଇ କହିଛନ୍ତି, ଏବେ ଯାହା କରିବ ଆଇନ କରିବ ।

କିନ୍ତୁ ସ୍ଵାମୀ ଯଦି ତାଙ୍କୁ ଛାଡି ତାଙ୍କ ବାନ୍ଧବୀଙ୍କ ସହ ରୁହନ୍ତି ତେବେ ସେ ନିଜ ସ୍ବାମୀଙ୍କ ନାଁରେ କେ-ସ କରିବେ ବୋଲି କହିଛନ୍ତି । ସେ ଚିକୁନଙ୍କ ଏହି ଆ-ଫେ-ୟା-ର ବିଷୟରେ ପୂର୍ବରୁ ଜାଣି ନଥିବା ମଧ୍ୟ କହିଛନ୍ତି । ଚିକୁନଙ୍କ ଘରଲୋକ ମଧ୍ୟ ଏହା ଜାଣି ନଥିଲେ । ତେବେ ଏହି ପରିସ୍ଥିତିରେ ଚିକୁନଙ୍କ ମା ବାପା ତାଙ୍କ ପୁଅ ବଦଳରେ ବୋହୂ ଅହଲ୍ୟାଙ୍କୁ ସମର୍ଥନ କରୁଛନ୍ତି ।

ତେବେ ପତିତଙ୍କ ଏହି ବାନ୍ଧବୀ ଏବଂ ପତ୍ନୀ ଅହଲ୍ୟା ଗୋଟିଏ କଲେଜରେ ପାଠ ପଢୁଥିଲେ ବୋଲି ଶୁଣିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିଅପରି ଅପଡେଟ ପାଇବା ପାଇଁ ଆମ ପେଜ୍ ଲାଇକ କରନ୍ତୁ ।