ସ୍ଵାମୀ-ସ୍ତ୍ରୀ ଟାଟୁ ବିବାଦ: ସ୍ବାମୀଙ୍କ ଆରୋପ ର ସ୍ତ୍ରୀ ଏମିତି ଦେଲେ ଜବାବ, ଶୁଣିଲେ ଆପଣ ବି ହେଇଯିବେ ତାଜୁବ, ଦେଖନ୍ତୁ Video

ଫେ-ସ-ବୁ-କ-ରୁ ଦେଖା ସାକ୍ଷାତ ହୋଇଥିଲା ଓ ତା ପରେ ବଢିଥିଲା ବନ୍ଧୁତା । ଏହି ବନ୍ଧୁତା କ୍ରମେ ପ୍ରେମରେ ପରିଣତ ଓ ହୋଇଥିଲା । ତା ପରେ ପରିବାର ଲୋକଙ୍କ ଅନୁମତି ସହକାରେ ବିବାହ କରିଥିଲେ ଏହି ଦମ୍ପତ୍ତି ।

କିନ୍ତୁ ସ୍ତ୍ରୀ ସ୍ବାମୀଙ୍କ ସହ କୌଣସି ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କରୁ ନ ଥିଲେ । ଦିନେ ମୋହିତ ଦେଖିବାକୁ ପାଇଥିଲେ କି ସ୍ତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ନାମରେ ନିଜ ଗୁପ୍ତାଙ୍ଗରେ ଏକ ଟାଟୁ ମଧ୍ୟ କରିଛନ୍ତି । ତେବେ ସେମାନଙ୍କ ଭିତରେ ସମ୍ପର୍କ ଭଲ ନ ଥିବା ବେଳେ ବିବାହକୁ ବର୍ଷେ ନ ହେଉଣୁ ସ୍ତ୍ରୀ ର ଅ-ତ୍ୟା-ଚା-ର ସହି ନ ପାରି ଥାନାର ଦ୍ଵାରସ୍ଥ ହୋଇଛନ୍ତି ସ୍ଵାମୀ ମୋହିତ ଶର୍ମା ।ତାଙ୍କ ସ୍ତ୍ରୀଙ୍କ ର ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ଅଛି ଓ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଅଛି ବୋଲି କହି ପୋଲିସର ସହାୟତା ଲୋଡିଛନ୍ତି ମୋହିତ ।

ତାଙ୍କ ବାପା ମା ରାଜସ୍ଥାନ ଯାଇଥିବା ବେଳେ ଭୟରେ ମୋହିତ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲେ । ତେବେ ସ୍ଵାମୀ ଏହି ସବୁ ମୁହଁ ଖୋଲିବା ପରେ ଏବେ ସ୍ତ୍ରୀ ମଧ୍ୟ ସ୍ବାମୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି । ସ୍ତ୍ରୀ କହୁଛନ୍ତି କି, ଯୌତୁକ ଟଙ୍କା ଆଣିବାକୁ ନେଇ ତାଙ୍କୁ ଅ-ତ୍ୟା-ଚା-ର କରୁଥିଲେ ସ୍ଵାମୀ ମୋହିତ ଶର୍ମା ଓ ତାଙ୍କ ପରିବାର ଲୋକ ।

ଏପରିକି ସେ ନିଜ ଶାଶୁଙ୍କ ଚରିତ୍ର ମଧ୍ୟ ସଂହାର କରିଛନ୍ତି । ତାଙ୍କ ଶାଶୁ କୁଆଡେ ତାଙ୍କୁ କୁହନ୍ତି କି, “ଆମ ଘରେ ଟଙ୍କାର ଅଭାବ ଅଛି, ମୁଁ ବଡ ବଡ ଲୋକଙ୍କ ସହ ମିଳାମିଶା କରୁଛି, ଟୁ ମଧ୍ୟ ମୋ ସାଙ୍ଗରେ ଚାଲେ ।” କିନ୍ତୁ ସେ ଏହିସବୁ କରିବାକୁ ମନା କରିବାରୁ ଓ ନିଜ ବାପଘରୁ ମଧ୍ୟ ଟଙ୍କା ଆଣିବାକୁ ରାଜି ନ ହେବାରୁ ମୋହିତ ତାଙ୍କ ପରିବାର ଲୋକଙ୍କ ସହ ମିଶି ତାଙ୍କୁ ଶାରୀରିକ ଓ ମାନସିକ ଅ-ତ୍ୟା-ଚା-ର କରନ୍ତି ।

ଏପରିକି ତାଙ୍କୁ ଜବରଦସ୍ତି ଗର୍ଭ-ପା-ତ ମଧ୍ୟ କରାଇ ଥିଲେ । କିନ୍ତୁ ମୋହିତ କହୁଛନ୍ତି କି ସେ ତାଙ୍କ ସ୍ତ୍ରୀ ଙ୍କ ସହ କୌଣସି ଶାରୀରିକ ସମ୍ପର୍କ ରଖି ନାହାନ୍ତି ଓ ସେ ପିଲା ମଧ୍ୟ ତାଙ୍କର ନୁହେଁ । ତାଙ୍କ ସ୍ତ୍ରୀ ନିଜେ ତାଙ୍କ ବାପଘରକୁ ପଳାଇ ଥିଲେ ଓ ସେଠାରୁ ଆସିବା ପରେ ନିଜେ ନିଜର ଗ-ର୍ଭ-ପା-ତ କରାଇଛନ୍ତି ।

 

ମୋହିତ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପାଖେ ଆହୁରି ପ୍ରମାଣ ଅଛି ଯାହା ଦ୍ଵାରା ସେ ସ୍ତ୍ରୀ ଙ୍କୁ ଦୋଷୀ ସାବ୍ୟସ୍ତ କରାଇ ପାରିବେ । ସେହିପରି ସ୍ତ୍ରୀ ମଧ୍ୟ ନିଜ ବିରୋଧରେ ଆସିଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି ଓ କହୁଛନ୍ତି ତାଙ୍କ ପକ୍ଷେ ମଧ୍ୟ ସବୁ ପ୍ରମାଣ ଅଛି । ତେବେ କିଏ ସତ କହୁଛନ୍ତି କିଏ ଓ ମିଛ କହୁଛନ୍ତି ଆଇନ ନିଶ୍ଚୟ ଏହା ପ୍ରମାଣିତ କରି ଦେଖେଇବ । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।