ସ୍ତ୍ରୀ ସରକାରୀ ନର୍ସ ଚାକିରି କରିବାକୁ କହିବାରୁ ସ୍ୱାମୀ କଲା ଏମିତି, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ… ଦେଖନ୍ତୁ Video

ଦର୍ଶକ ବନ୍ଧୁ ଦୁନିଆରେ ଏମିତି ବି ସ୍ଵାମୀ ଅଛନ୍ତି ସ୍ତ୍ରୀ ଯଦି ଚାକିରି କରିବାକୁ କହୁଛି ତେବେ ସ୍ତ୍ରୀ ର ହାତ କା-ଟି ଦେଉଛି । ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗିଥିଲେ ବି ସତ । ସ୍ତ୍ରୀ ଯେବେ ସରକାରୀ ଚାକିରି ପାଇଁ କହୁଛି, ନର୍ସ ହେବା ପାଇଁ କହୁଛି ସେତିକି ବେଳେ ତାକୁ ବିରୋଧ କରିଛି ସ୍ଵାମୀ । ଆଉ କଥା ଏତିକିରେ ଅଟକି ନାହି ।

ସ୍ତ୍ରୀ ଟିକେ ଅଳି କରିଛି କି ନର୍ସ ଚାକିରି କରିବ । ବାସ ତା ପରେ କଥା ସରିଲା । ଅଦଭୁତ ସ୍ଵାମୀ ତାର ଅସଲ ରୂପ ଦେଖାଇଲା । ସ୍ତ୍ରୀ ର ଡାହାଣ ହାତକୁ କା-ଟି ଦେଲା । ଆପଣ ସଂପୂର୍ଣ୍ଣ ଘଟଣା ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ।

ସୂଚନା ଅନୁଯାୟୀ ଯେବେ ସ୍ତ୍ରୀ ସରକାରୀ ଚାକିରି ପାଇଁ କହିଛି ଏମିତି ବ-ର୍ବ-ର କା-ଣ୍ଡ ଘଟାଇଛି ସ୍ଵାମୀ । 26 ବର୍ଷିୟା ରେଣୁ ଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା । ଯିଏ ନାର୍ସ ଭାବେ କାର୍ଯ୍ୟ କରୁଛନ୍ତି । ଦର୍ଶକ ବନ୍ଧୁ ଗତ ବର୍ଷ ରେଣୁ ଯେତେବେଳେ ନର୍ସ ଚାକିରି ପାଇଁ କହିଥିଲେ ତାଙ୍କ ସ୍ଵାମୀ ଏମିତି କାଣ୍ଡ ଘଟାଇଛି ।

ଏଠାରେ କହି ରଖୁଛୁ ରେଣୁ ସୋଇଥିବା ବେଳେ ତାଙ୍କ ସ୍ଵାମୀ ଡାହାଣ ହାତ କା-ଟି ଦେଇଥିଲେ । କାରଣ ରେଣୁ ଙ୍କ ସ୍ଵାମୀ ଚାକିରି କୁ ପସନ୍ଦ କରୁ ନ ଥିଲେ । ବାରମ୍ବାର ମନା କରିଥିଲେ କିନ୍ତୁ ରେଣୁ ଜିଦି ଧରିଥିଲେ । ରେଣୁ ନର୍ସ ଚାକିରି ଛାଡିବାକୁ ଚାହୁଁ ନ ଥିଲେ । ଫଳରେ ସ୍ଵାମୀ ରାଗି ଯାଇ ଏଭଳି କିଛି କାଣ୍ଡ ଘଟାଇଛନ୍ତି । ଏ ଘଟଣା ଏବେ ସାମନାକୁ ଆସିଛି ଏଥିପାଇଁ କି ପୁଣି ଥରେ ସେହି ଚାକିରିକୁ ପାଇଛନ୍ତି ମହିଳା ଜଣକ । ରେଣୁ ଆଜି କୃତିମ ହାତ ଲଗାଇ ଆଜି ଚାକିରି ପାଇଛନ୍ତି ।

ସ୍ଵାମୀ ଯେବେ ହାତ କା-ଟି ଦେଇଥିଲେ ସେତେବେଳେ ରେଣୁଙ୍କ ସ୍ଵପ୍ନ ହଜି ଯାଇଥିଲା । ବାମ ହାତରେ ଲେଖିବା ଆରମ୍ଭ କରିବା ସହ ତାଲିମ ନେବା ସରିବା ପରେ ଏବେ ନାର୍ସ ଭାବେ ଚାକିରି କରିଛନ୍ତି ରେଣୁ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କୃତିମ ହାତ ତାଙ୍କ ପାଇଁ ଦେଇଛନ୍ତି । ଯାହାକୁ ସେ ଗ୍ରହଣ କରିବା ପରେ ଏହି ଚାକିରି ପାଇଛନ୍ତି । ଆଉ ଚାକିରି ପାଇବା ପରେ ତାଙ୍କ ସ୍ଵପ୍ନ ଜେଭଳି ସାକାର ହେବା ଭଳି ଲାଗୁଛି ।

ନିଷ୍ଠୁର ସ୍ବାମୀର ନିଷ୍ଠୁରତା ପରେ ପୁଣି ଥରେ ଯେବେ ସ୍ଵପ୍ନ କୁ ଖୋଜି ପାଇଛନ୍ତି ରେଣୁ ତାଙ୍କ ଖୁସି କହିଲେ ନ ସରେ । ପଶ୍ଚିମବଙ୍ଗରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀ କୁ ଚାକିରି କରିବାକୁ ମନା କରିବାକୁ ଯାଇ ସ୍ଵାମୀ ନିଷ୍ଠୁର କାମ କରିଛି । ସ୍ତ୍ରୀ ର ଡାହାଣ ହାତ କା-ଟି ଦେଇଥିଲା ସ୍ଵାମୀ । ଆଉ ଆଜି ସେହି ସ୍ତ୍ରୀ କୃତିମ ହାତ ଲଗାଇ ଚାକିରି ପାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।