ସ୍ୱାମୀ ଆପଣଙ୍କ ସବୁ କଥା ମାନିବେ ଆଉ ଆପଣଙ୍କୁ ମହାରାଣୀ ପରି ରଖିବେ କେବଳ କରନ୍ତୁ ଏହି ଗୋଟିଏ କାମ

ଆଜି ଆମେ ସ୍ଵାମୀ ଏବଂ ସ୍ତ୍ରୀ ମାନଙ୍କର ସମ୍ବନ୍ଧ ବିଷୟରେ କହିବାକୁ ଯାଉଛୁ । ଆପଣମାନେ ପ୍ରାୟତଃ ଦେଖିଥିବେ କି କେତେକ ବ୍ୟକ୍ତିମାନେ ନିଜର ପତ୍ନୀଙ୍କୁ ଛାଡି ଅନ୍ୟ ଏକ ମହିଳାଙ୍କ ସହିତ ପ୍ରେମ ସବନ୍ଧ ରଖନ୍ତି । ପତ୍ନୀଙ୍କୁ ମାରି ଥାନ୍ତି । ଏବଂ ନିଜ ପତ୍ନୀଙ୍କର କଥା ଶୁଣନ୍ତି ନାହିଁ । ଏବଂ ଭୁଲ ରାସ୍ତାରେ ଯିବାକୁ ଲାଗନ୍ତି । ଏହା ସହିତ ମଦ୍ୟପାନ କରନ୍ତି, ଜୁଆ ଖେଳନ୍ତି ଏବଂ ଘର ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

Image courtesy: Google

ଏହା ସବୁ ସମାଜର ହିଁ ଗୋଟିଏ ଅଂଶ ଅଟେ । କାରଣ ସମାଜରେ ଆମକୁ ସମସ୍ତ ପ୍ରକାର ବ୍ୟକ୍ତି ମିଳି ଯାଆନ୍ତି । ଏହିସବୁ କଥା ମହିଳାମାନେ ଅନ୍ୟ ଜଣକ ଆଗରେ ପ୍ରକାଶ କରିବାକୁ ଅଳ୍ପ କୁଣ୍ଠା ବୋଧ କରନ୍ତି । ଏବଂ ସେମାନେ ସବୁବେଳେ ଏହି ସମସ୍ୟାର ସମାଧାନ କରିବା ପାଇଁ ଚିନ୍ତା କରୁଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ଉପାୟ ଆଣିଛୁ ଯାହାକୁ କରିବା ଦ୍ଵାରା ଆପଣ ନିଜ ସ୍ଵାମୀଙ୍କୁ ନିଜ ଆୟତରେ ରଖି ପାରିବେ ।

ଚାଲନ୍ତୁ ଜାଣିଇବା ସେହି ଉପାୟ ବିଷୟରେ

Image courtesy: Google

୧. ଏକ ସପ୍ତାହର ଶୁକ୍ରବାର ଦିନ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା କରନ୍ତୁ । ଏହା ପରେ ରାତ୍ରିରେ ଯେତେବେଳେ ଆପଣଙ୍କର ସ୍ଵାମୀ ଶୟନ କରିବାକୁ ଯାଉଛନ୍ତି ସେହି ସମୟରେ ଆପଣ ତିନୋଟି ଗୁଜୁରାତିକୁ ନିଜ ଶରୀରରେ ସ୍ପର୍ଶ କରି ତାଙ୍କର ଶୋଇବା ସ୍ଥାନରେ ରଖି ଦିଅନ୍ତୁ । ଏହା ପରେ ଏହାକୁ ଆପଣ ନିଜ ସ୍ଵାମୀଙ୍କର ଖାଦ୍ୟରେ ମିଶାଇ ତାଙ୍କୁ ଖାଇବାକୁ ଦିଅନ୍ତୁ । ଏହାକୁ ଆପଣ ଦୁଇ ରୁ ତିନି ସପ୍ତାହ କରନ୍ତୁ । ଏହା କରିବା ଦ୍ଵାରା ଆପଣ କିଛି ଦିନ ପରେ ହିଁ ଏହାର ପ୍ରଭାବ ଦେଖି ପାରିବେ ।

Image courtesy: Google

୨. କିଛି ପତ୍ନୀମାନଙ୍କୁ ଡର ଥାଏ କି ତାଙ୍କର ସ୍ଵାମୀ ତାଙ୍କୁ ଛାଡି ଅନ୍ୟ କାହା ପାଖକୁ ଚାଲି ନ ଯାଆନ୍ତୁ । ସେଥିପାଇଁ ଗୋଟିଏ ନଡିଆ, କର୍ପୁର, ଅଳ୍ପ ଧତୁରା ମଞ୍ଜିକୁ ଗ୍ରାଇଡିଙ୍ଗ କରି ତାହାର ପାଉଡର ପ୍ରସ୍ତୁତ କରି ଦିଅନ୍ତୁ । ଏହା ପରେ ଏଥିରେ ଅଳ୍ପ ମହୁ ମିଶାଇ ଏହାର ମିଶ୍ରଣ କରି ଦିଅନ୍ତୁ । ଏହା ପରେ ଏହାକୁ ଆପଣ ସବୁଦିନ ନିଜ ଏବଂ ନିଜ ସ୍ଵାମୀଙ୍କ ମୁଣ୍ଡରେ ଲଗାନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସ୍ଵାମୀ ଆପଣଙ୍କୁ ଛାଡି ଯିବେ ନାହିଁ ।

Image courtesy: Google

୩. ନିଜ ସ୍ଵାମୀଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ଶୁକ୍ଲପକ୍ଷ ରବିବାର ଦିନ ୫ଟି ଲବଙ୍ଗ ନେଇ ନିଜ ମୁଣ୍ଡରେ ସ୍ପର୍ଶ କରି ଏହାକୁ ଖରାରେ ଶୁଖାଇ ଦେବେ । ଏହା ପରେ ଏହାକୁ ଗୁଣ୍ଡ କରି ନିଜ ସ୍ଵାମୀଙ୍କର ଖାଦ୍ୟରେ ମିଶାଇ ଦିଅନ୍ତୁ । କିଛି ଦିନ ମଧ୍ୟରେ ହିଁ ଆପଣଙ୍କର ସ୍ଵାମି ଆପଣଙ୍କ ଆଡକୁ ଆକର୍ଷିତ ହେବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।