ଏହି ୪ ଟି ଜିନିଷ ଖାଇ ନିଅନ୍ତୁ କରୋନା ଛୁଇଁ ବି ପାରିବନି, ଦଶ ଗୁଣା ବଢିଯିବ ଇମ୍ୟୁନିଟି

ପୁରା ବିଶ୍ବରେ ଯେପରି ଭାବେ କୋରୋନାର ଦିତୀୟ ଲହର ମାତିବାରେ ଲାଗିଛି ସେଥିପାଇଁ କେତେ ଯେ ଲୋକ ମାନେ ନିଜର ଜି-ବ-ନ ହା-ରୁ-ଛ-ନ୍ତି ତାହାର ଗଣନା କରାଯାଇ ପାରିବ ନାହି ।

କିଛି ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର କମ ଥିବାରୁ ସେମାନେ ବହୁତ ଜଲ୍ଦି କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ସେଥି ପାଇଁ ପ୍ରତେକ ବ୍ୟକ୍ତିକୁ ନିଜର ଖାଦ୍ଯ ପ୍ରତି ଧ୍ୟାନ ଦେବା ଉଚିତ । ଆଜି ଆମେ ଆପଣ ମାନଙ୍କ ପାଇଁ କେଉଁ ଖାଦିର ସେବନ କରିଲେ ଶରୀରରେ ଇମ୍ୟୁନିଟି ପାୱାର ବଢିବା ସହ କୋରୋନାକୁ ହରାଯାଇ ପାରିବ ସେହି ବିଷରେ କିଛି ସଂକ୍ଷିପ୍ତ ବିବରଣୀ ନେଇ ଆସିଛୁ ।

୧- କିସମିସ : କୋରୋନାରୁ ରକ୍ଷା ପାଇବା ପାଇଁ କିସମିସର ସେବନ କରିବା ଉଚିତ । ଏହା କେବଳ ଦାନ୍ତ ଓ ହାଡକୁ ମଜବୁତ କରେ ତାହା ନୁହେ ବରଂ ଆମ ଶରୀରରେ ଇମ୍ୟୁନିଟି ପାୱାର ବଢେଇବା ପାଇଁ ସାହାଜ୍ଯ କରିଥାଏ । ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, କାର୍ବନ, ଫାଇବର, କପର, ଆଇରନ ପରି ପୋଷାକତତ୍ତ୍ଵ ରହିଥାଏ ।

୨- ଫ୍ଲାକ୍ସି : ଏହାକାଉ ସେବନ କରିବା ଦ୍ଵାରା ଆମର କୋଲେଷ୍ଟର ହ୍ରାସ ହେବା ସହ ହୃଦୟ ସୁସ୍ଥ ରହିଥାଏ । ତେଣୁ ଏହାର ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ ।

୩- ମସରୁମ : ଏଥିରେ ପ୍ରଚୁର ପରିମାଣରେ  ଭିଟାମିନ ଡି ଓ ଅଙ୍କେ ପୋଷାକ ତତ୍ତ୍ଵ ରହିଥାଏ । ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ତେଣୁ ଏହାର ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ ।

୪- ବ୍ରୋକଲି : ଏହା ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହାକୁ ସାଲାଟ, ପନିପରିବା ବା ସୁପ କରି ସେବନ କରି ପାରିବେ । ଏହାକୁ ଖାଇବା ଦ୍ଵାରା ଶରୀରରେ ଆଇରନ ଓ ଆଣ୍ଟି ଆକ୍ସିଡେଣ୍ଟ ତତ୍ତ୍ଵ ମିଳିଥାଏ । ଏହା ବ୍ଯତୀତ ଆମ ଶରୀରରେ ଇମ୍ୟୁନିତ ପାୱାର ବୃଦ୍ଧି କରିବାରେ ଏହା ସାହାଜ୍ଯ କରିଥାଏ ।

ଯଦି କୋରୋନାରୁ ରକ୍ଷା ପାଇବାକୁ ଚାହୁଥାନ୍ତି ତେବେ ଉପରେ ଲିଖିତ ୪ଟି ଜିନିଷର ସେବନ ନିଜ ଡାଏଟରେ ସାମିଲ କରନ୍ତୁ । ଏହା ଛଡା ପାର୍ଟି ଦିନ ସକାଳେ ଓ ସନ୍ଧ୍ୟାରେ କାଢାର ସେବନ କରିବା ଉଚିତ । ଏହା ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଏହା ବ୍ଯତୀତ ନୀତିଦିନ ଯୋଗ ବା ବ୍ୟାୟାମ କରିବା ଉଚିତ । ଏହା ଛଡା ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।