Gk Questions & Answers- ଏମିତି କେଉଁ ଜୀବ ଅଛି, ଯିଏ ପାଣି ପିଇବା ମାତ୍ରେ ହିଁ ମରିଯାଏ ? ୯୯ % ଲୋକଙ୍କୁ ଜଣା ନାହିଁ

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ ।

ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ୧- ଭାରତର କେଉଁ ରାଜ୍ଯରେ ସବୁଠାରୁ ଅଧିକ ଚନ୍ଦନ ଗଛ ରହିଛି ? ଉତ୍ତର- କର୍ଣ୍ଣାଟକ

୨- କେଉଁ ସାପ ଘୋନ୍ସଲା ତିଆରି କରେ ?

ଉତ୍ତର- କିଙ୍ଗ କୋବରା

୩- ବିଶ୍ଵର ସବୁଠାରୁ ଉଚ୍ଚ ରାଜଧାନୀ କେଉଠି ଅଛି ?

ଉତ୍ତର- ଲାପାଜ

୪- ଘୋଡା ଶରୀରରେ କଣ ନ ଥାଏ ?

ଉତ୍ତର- ଗାଂଲ ବ୍ଲେଣ୍ଡର

୫- ବିଶ୍ଵର ସବୁଠାରୁ ବଡ କାନ୍ଥ କେଉଁଠାରେ ଅଛି ?

ଉତ୍ତର- ଚାଇନା

୬- ବିଶ୍ଵର ସବୁଠାରୁ ବଡ ସିନେମା ଘର କେଉଁଠି ଅଛି ?

ଉତ୍ତର- ନିୟୁର୍କ

୭- କେଉଁ ଗ୍ରହରେ ସବୁଠାରୁ ଅଧିକ ଗ୍ରହ ଅଛନ୍ତି ?

ଉତ୍ତର- ଶନି ଗ୍ରହ

୮- ପୃଥିବୀ କେଉଁ ସମୟରେ ସୂର୍ଯ୍ୟଙ୍କର ନିକଟତର ହୋଇଥାଏ ?

ଉତ୍ତର- ଜୁଲାଇ ୪

୯- ଗୁଗୁଲର ମୁଖ୍ୟ ସ୍ଥାନ କେଉଁଠି ଅଛି ?

ଉତ୍ତର- ଆମେରିକା

୧୦- ଗିର ରାଷ୍ଟ୍ରୀୟ ଉଦ୍ୟାନ କେଉଁଠି ଅଛି ?

ଉତାର- ଗୁଜୁରାଟ

୧୧- ଗଦର ପାର୍ଟିର ସ୍ଥାପନା କେବେ ହୋଇଥିଲା ?

ଉତ୍ତର- ୧୯୧୩ରେ

୧୨- ମେଗାସ୍ଥନୀଜ ପୁସ୍ତକର ନାଁ କଣ ଥିଲା ?

ଉତ୍ତର- ଇଣ୍ଡିକା

୧୩- ପୃଥିବୀର ଅଧ୍ୟୟନକୁ କଣ କୁହାଯାଏ ?

ଉତ୍ତର- ବିଜ୍ଞାନ

୧୪- କଳା କାଚ କାହାକୁ କୁହାଯାଏ ?

ଉତ୍ତର- ଗ୍ରେଫାଇଟ

୧୫- ସାପଙ୍କର ଦେଶ କାହାକୁ ଖୁଯାଏ ?

ଉତ୍ତର- ବ୍ରାଜିଲ

୧୬- ପ୍ରଥମେ ନୋଟ ବନ୍ଦୀ କେଉଁଠାରେ ହୋଇଥିଲା ?

ଉତ୍ତର- ଧାନା

୧୭- ଭାରତର ସବୁଠାରୁ ଶୁଖିଲା ସ୍ଥାନ କାହାକୁ କୁହାଯାଏ ?

ଉତ୍ତର- ରାଜସ୍ଥାନ

୧୮-  କଳିଙ୍ଗ ପୁରସ୍କାର କେଉଁ କ୍ଷେତ୍ରରେ ଦିଆଯାଏ ?

ଉତ୍ତର- ବିଜ୍ଞାନ

୧୯- ଶ୍ରୀଲଙ୍କାର ପୁରୁଣା ନାଁ କଣ ଅଟେ ?

ଉତ୍ତର- ସିଲୋନ

୨୦-  ବାରାଣସି କେଉଁ ନଦୀ କୂଳରେ ଅବସ୍ଥିତ ଅଟେ ?

ଉତ୍ତର- ଗଙ୍ଗା ନଦୀ

୨୧- ପୂର୍ବ ରେଳର ମୁଖ୍ୟ କାର୍ଜ୍ୟାଳୟ କେଉଁଠାରେ ଅଛି ?

ଉତ୍ତର- କୋଲକାତା

୨୨- ରାଷ୍ଟ୍ରୀୟ ଗୀତର ରଚୟତା କିଏ ଅଟନ୍ତି ?

ଉତ୍ତର- ରବୀନ୍ଦ୍ରନାଥ ଟାଗୋର

୨୩- ସବୁଠାରୁ ଅଧିକ ରୋବଟ କେଉଁ ଦେଶରେ ଅଛି ?

ଉତ୍ତର- ଜାପାନ

୨୪- କେଉଁ ଜିନିଷ ଥଣ୍ଡାରେ ମଧ୍ୟ ତରଳିଯାଏ ?

ଉତ୍ତର- ମହମବତୀ

୨୫- ବିଶ୍ଵର ବିସ୍ତୃତ ପଠାର କେଉଠାରେ ଅଛି ?

ଉତ୍ତର- ତିବ୍ବତ ପଠା

୨୬- କେଉଁ ବେଦରେ ଗାୟତ୍ରୀ ମନ୍ତ୍ର ଉଲ୍ଲେଖ ରହିଛି ?

ଉତ୍ତର- ଋକବେଦ

୨୭- ଦାର୍ଜଲିଂ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ଅଟେ ?

ଉତ୍ତର- ପଶ୍ଚିମ ବଙ୍ଗଳା

୨୮- ଦୁନିଆର ସବୁଠାରୁ ପୁରୁଣା ପତାକା କେଉଁ ଦେଶର ଅଟେ ?

ଉତ୍ତର- ଡେନମାର୍କ

୨୯-  ବଲର ଫିଲାମେଟ କାହା ଦ୍ଵାରା ପ୍ରସ୍ତୁତ ହୋଇଛି ?

ଉତ୍ତର- ଟଙ୍ଗଷ୍ଟନ

୩୦- ଭାରତର ନେପୋଲିୟନ କାହାକୁ କୁହାଯାଏ ?

ଉତ୍ତର- ସମୁଦ୍ରଗୁପ୍ତ

୩୧- ଏମିତି କେଉଁ ପଶୁ ଅଛି ଯିଏ ପାଣି ପିଇବା ମାତ୍ରେ ମ-ରି-ଯା-ଏ ?

ଉତ୍ତର- କଙ୍ଗାରୁ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ