ସୁଶାନ୍ତଙ୍କ ସହ ପାର୍କରେ ଝଗଡା ଓ ମାରପିଟ କରୁଥିଲେ ତାଙ୍କ ସାଙ୍ଗମାନେ, କାରଣ ଜାଣିଲେ ଆପଣ ବିଶ୍ଵାସ କରି ପାରିବେନି

ସୁଶାନ୍ତ ସିଂହ ରାଜପୁତ ଯିଏକି ନିଜ ଜୀବନରେ ଏତେ ସଫଳତା ହାସଲ କରିଲେ କିନ୍ତୁ ଶେଷରେ ସେ କାହିଁକି ଆତ୍ମହତ୍ୟା କରିଲେ ଏହା ସମସ୍ତ ଜାଣିବାକୁ ଚାହୁଁଛନ୍ତି । ପୋଲିସ ଏତେ ତନାଘନା କରି ବି ଜାଣି ପାରୁ ନାହାନ୍ତି କି ତାଙ୍କର ଆତ୍ମହତ୍ୟାର ଅସଲ କାରଣ କଣ ଅଟେ । କିନ୍ତୁ ବର୍ତ୍ତମାନ ଏହି ମାମଲାକୁ ନେଇ ବିହାର ପୋଲିସଙ୍କ ହାତରେ ଗୋଟିଏ ବଡ ପ୍ରମାଣ ଲାଗିଛି । ବର୍ତ୍ତ୍ମନାର ଖବର ଅନୁସାରେ ସୁଶାନ୍ତ ସିଂହ ରାଜପୁତ ଜଗର୍ସ ପାର୍କରେ ନିଜର ସାଙ୍ଗମାନଙ୍କ ସହ ଝଗଡ଼ା କରୁଥିଲେ ।

ଏମିତିରେ ସୁଶାନ୍ତଙ୍କ ମାମଲାରେ ପୋଲିସ ଭାବୁଛନ୍ତି ତାଙ୍କ ସାଙ୍ଗମାନଙ୍କ ହାତ ଅଛି । ଏହା ସହିତ ଆପଣଙ୍କୁ କହିଦେଛୁ କି ଜଗର୍ସ ପାର୍କ କେଉଁଠି ଅଛି ।

କୁହାଯାଉଛି କି ବାନ୍ଦ୍ରା ସ୍ଥିତ ଘରର କିଛି ଦୂରରେ ଜଗର୍ସ ପାର୍କ ଅଛି । ସେଠାରେ ସୁଶାନ୍ତ ନିଜ ସାଙ୍ଗମାନଙ୍କ ସହ ସମୟ ବ୍ୟତୀତ କରୁଥିଲେ । ଏହା ଛଡା ଶୁଣିବାକୁ ମିଳୁଛି କି ସୁଶାନ୍ତ ଯେତେବେଳେ ବଞ୍ଚିଥିଲେ ତେବେ ତାଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କା ଚୋରି ହୋଇଥିଲା । ସେହି କଥାର ବର୍ତ୍ତମାନ ଖୁଲାସା ହୋଇଯାଇଛି ।

ବିହାର ପୋଲିସ କହିଛନ୍ତି କି ସୁଶାନ୍ତକୁ ଜଣା ଥିଲା କି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୦ଲକ୍ଷ ଟଙ୍କା ତାଙ୍କ ବନ୍ଧୁ ହିଁ ନେଇଛନ୍ତି । ତାଙ୍କର ଅତି ପ୍ରିୟ ସାଙ୍ଗ ସନ୍ଦୀପ ହି ୨୦ ଲକ୍ଷ ଟଙ୍କା ନେଇଥିଲେ । ପୁଣି ସନ୍ଦୀପଙ୍କ ସହ ସିଦ୍ଧାର୍ଥ ବି ମିଶିଥିଲେ । ଏହା ପରେ ସୁଶାନ୍ତ ଯେତେବେଳେ ତାଙ୍କ ସାଙ୍ଗମାନଙ୍କୁ ପଚାରୁଥିଲେ କି କଣ ପାଇଁ ସେମାନେ ତାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିଲେ ତେବେ ତାଙ୍କର ସାଙ୍ଗମାନେ ସୁଶାନ୍ତଙ୍କ ସହିତ ଝଗଡା କରୁଥିଲେ ।

ଯେଉଁ କାରଣରୁ ସୁଶାନ୍ତଙ୍କ ସହ ତାଙ୍କ ବନ୍ଧୁମାନେ ମାରପିଟ ବି କରୁଥିଲେ । କୁହାଯାଉଛି କି ସୁଶାନ୍ତ ସିଂହ ରାଜପୁତଙ୍କୁ ସମସ୍ତେ ମିଶି ମାରୁଥିଲେ । ଏହି କଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସୁଶାନ୍ତ ସିଂହ ରାଜପୁତ ଯେଉଁ କଲୋନୀରେ ରହୁଥିଲେ ସେଠିକାର ହୋମଗାର୍ଡ ସେହି ପାର୍କରେ ହେଉଥିବା ସବୁ ଘଟଣା ବିଷୟରେ କହିଲେ । ହୋମଗାର୍ଡ କହିଲେ କି ଯେତେବେଳେ ବି ସୁଶାନ୍ତ ନିଜର ସାଙ୍ଗମାନଙ୍କ ସହ ପାର୍କରେ ସାକ୍ଷାତ କରି ଫେରୁଥିଲେ ତେବେ ସୁଶାନ୍ତଙ୍କ ମୁହଁରେ ବିଭିନ୍ନ ପ୍ରକାର ଦାଗ ଦେଖା ଯାଉଥିଲା ।

ବର୍ତ୍ତମାନ ସମସ୍ତ ଜାଣିବାକୁ ଚାହୁଁଛନ୍ତି କି ସୁଶାନ୍ତ ଏତେ ବଡ ଅଭିନେତା ହୋଇ ମଧ୍ୟ ସବୁବେଳେ ତାଙ୍କ ସାଙ୍ଗମାନଙ୍କ ସହ ମାରପିଟ କରୁଥିଲେ । କିନ୍ତୁ ଏହା ସତ୍ବେ ବି ସୁଶାନ୍ତ ସିଂହ ରାଜପୁତ କିଛି ବି କରି ପାରୁ ନ ଥିଲେ ।

ଆପଣଙ୍କୁ କହିଦେଉଛୁ କି ସୁଶାନ୍ତ ସିଂହ ନାମରେ ଏକ ବଡ କମ୍ପାନୀ ଥିଲା ଯାହାର IP addresses ସବୁବେଳେ ଚେଞ୍ଜ କରାଯାଉଥିଲା । ଏହି କାମ ତାଙ୍କର ଗର୍ଲଫ୍ରେନ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱରା କରା ଯାଇଥିଲା । ଏମିତିରେ କୁହାଯାଇଛି କି ସୁଶାନ୍ତଙ୍କ ପଛରେ ରିୟା ଓ ସନ୍ଦିପଙ୍କ ହାତ ଅଛି । ଏହିଭଳି ଭବାରେ ବିହାର ପୋଲିସ ଓ CBI ଏହି ମାମଲାକୁ ନେଇ ବହୁତ ଯାଞ୍ଚ କରୁଛନ୍ତି ଓ ସେମାନେ ଜାଣିବାକୁ ଚାହୁଁଛନ୍ତି କି ଏହି ମାମଲାରେ କାହାର ହାତ ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।