3ଦିନ ନିମ୍ବ ପାତ୍ର ଖାଇବାର ଫାଇଦା 1କୋଟି ଖର୍ଚ୍ଚ କରିବି ମିଳିବ ନାହିଁ, ଖାଇବା ପରେ ମିଳିଥାଏ ଏହି 7ଟି ବଡ ରୋଗରୁ ମୁକ୍ତି

ଆଜିକାଲି ସମସ୍ତେ ନିଜ ଘରର ସୁନ୍ଦରତାକୁ ବହୁତ ମହତ୍ତ୍ୱ ଦେଇଥାନ୍ତି । ଏଥିପାଇଁ ସେମାନେ ଘରେ ବିଭିନ୍ନ ପ୍ରକାରର ଗଛ ବି ଲଗାଇଥାନ୍ତି । କହିବାକୁ ଗଲେ ଆଗକାଳର ଲୋକମାନେ ନିଜ ଘରେ ଏମିତି ସବୁ ଗଛ ଲଗାଉ ଥିଲେ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହେଉଥିଲା । କିନ୍ତୁ ଆଜିକାଲି ଆମେ ଯେଉଁ ଗଛଲତା ଲଗାଉଛୁ ତାହା କେବଳ ଦେଖିବାକୁ ସୁନ୍ଦର ଲାଗିଥାଏ କିମ୍ବା ନିଜର ଘରର ସୁନ୍ଦରତା ବଢାଇବା ପାଇଁ ଏମିତି ପ୍ରକାରର ଗଛ ଲଗାଉଛନ୍ତି ଯାହା ଲୋକମାନଙ୍କ କିଛି ବି କାମରେ ଆସି ନ ଥାଏ ।

କିନ୍ତୁ ଆଗ କାଳରେ ଲୋକମାନଙ୍କ ଘରେ ଏମିତି ଦୁଇଟି ଗଛ ଥିଲା ଯାହାକି ସମସ୍ତଙ୍କ ଘରେ ନଜର ଆସୁଥିଲା । ନିମ୍ବ ଗଛ ଓ ପିଜୁଳି ଗଛ । ନିମ୍ବ ଗଛ ଓ ପିଜୁଳି ଗଛ ଦେଖିବାକୁ ସୁନ୍ଦର ଲାଗେ ନାହିଁ କିନ୍ତୁ ଏହା ବହୁ ଗୁଣରେ ପରିପୂର୍ଣ ଅଟେ ।

ଏହି ଦୁଇଟି ଗଛ ଆମର ବିଭିନ୍ନ ପ୍ରକାରର ରୋଗକୁ ଭଲ କରିଥାଏ । କିନ୍ତୁ ବର୍ତ୍ତମାନର ଲୋକଙ୍କୁ କହିଲେ ଏହି ସବୁ ଗଛ ଆପଣ ଘରେ ଲଗାନ୍ତୁ କିନ୍ତୁ ସେମାନେ କହୁଛନ୍ତି କି ଏହା ଦେଖିବାକୁ ସୁନ୍ଦର ନୁହେଁ ।

କିନ୍ତୁ ଏହା ଭୁଲ ଅଟେ । କହିବାକୁ ଗଲେ ପୁରୁଣା ଯୁଗରେ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ବିଭିନ୍ନ ଗହକ୍ର ପତ୍ର ଓ ଚେରମୁଳିର ବ୍ୟବହାର କରାଯାଉଥିଲା । ସେଥିପାଇଁ ବର୍ତ୍ତମାନ ବି ଆମକୁ ଘରେ ସମସ୍ତ ପ୍ରକାରର ଗଛ ଲଗାଇବା ଉଚିତ । ଯେମିତି କି ତୁଲସୀ ଗଛ ଓ ଆହୁରି ଏମିତି କିଛି ଗଛ ଅଛି ଯାହାକି ଆମ ଘରକୁ ଜୀବାଣୁ, କିଟାଣୁ ଓ ଆମକୁ ରୋଗରୁ ମୁକ୍ତ ରଖିଥାଏ । ଆସନ୍ତୁ ଜାଣିବା ଘରେ ନିମ୍ବ ଗଛ ଲାଗାଇଲେ କଣ ଲାଭ ହୁଏ ସେହି ବିଷୟରେ କହିବୁ ।

କିନ୍ତୁ ପ୍ରଥମେ ଆପଣ ଜାଣିବା କି ଆଙ୍କୁ ରୋଗ କାହିଁକି ହୋଇଥାଏ । ସାଧାରଣତଃ ଆମ ଶରୀରେ ଥିବା ରକ୍ତ ଯଦି ଅପରିଷ୍କାର ହୋଇଯାଏ ତେବେ ଆମକୁ ରକ୍ତ ଚାପ, ହୃଦ ଘାତ, କିଡନୀ ଖରାପ ଭଳି ମାରାତ୍ମକ ରୋଗ ହୋଇଥାଏ । ଏହା ସହିତ ରକ୍ତ ଯଦି ଭଲ ଭାବରେ ପ୍ରବାହିତ ହୋଇ ନ ଥାଏ କିମ୍ବା ଜମାଟ ବାନ୍ଧି ଯାଏ ତେବେ ଏହା ଦ୍ୱାରା ବ୍ୟକ୍ତିର ମୃତ୍ୟୁ ମଧ୍ୟ ହୋଇଥାଏ । ଏଥିରୁ ବଞ୍ଚିବା ପାଇଁ ଆଗ କାଳର ଲୋକମାନେ ନିମ୍ବ ପତ୍ରର ବହୁଳ ବ୍ୟବହାର କରୁଥିଲେ ।

ଏହା ଦ୍ଵାରା ରକ୍ତ ସଫା ହୋଇଥାଏ । ବର୍ତ୍ତମାନ ଯୁଗରେ ବି ଆପଣଙ୍କୁ ବଜାରେ ଏମିତି ଏକ ଔଷଧ ଜିନିଷ ମିଳିବ ଯାହାର ନାମ ସାଫି(SAFI) ଅଟେ । ଏଥିରେ ବି ନିମ୍ବ ପତ୍ରର ବହୁଳ ବ୍ୟବହାର ହୋଇଥାଏ । ଏହା ବି ଆମ ରକ୍ତକୁ ସଫା କରିଥାଏ । ସେଥିପାଇଁ ପୁରୁଣା ଯୁଗର ଲୋକମାନେ ଘରେ ନିମ୍ବ ଗଛ ଲଗାଉଥିଲେ ଓ ନିମ ପତ୍ର ଖାଉଥିଲେ । ଏହା ଦ୍ୱାରା ରକ୍ତ ସଫା ହୋଇଥାଏ ଓ ରକ୍ତ ସଫା ହେବା ଦ୍ଵାରା ଆପଣଙ୍କୁ ବ୍ରଣ, କେସ ଝଡ଼ିବା, ହୃଦ ଘାତ, କିଡନୀର ଷ୍ଟୋନ, ଗ୍ଲଡ଼ବ୍ଲାଡରରେ ଷ୍ଟୋନ ଭଳି ରୋଗରୁ ବଞ୍ଚାଇ ଥାଏ ।

କିନ୍ତୁ ଆପଣଙ୍କୁ କହିଦୁଦେଉଛୁ କି ନିମ୍ବ ପତ୍ରକୁ ଲଗାତାର ତିନି ମାସରୁ ଅଧିକ ସମୟ ଖାଇବା ଉଚିତ ନୁହେଁ ଏହା ଫଳରେ ଆଖି ଖରାପ ହେବାର ସମ୍ଭାବନା ଥାଏ । ଏହାକୁ ଆପଣ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ଏହା ଦ୍ୱାରା ପ୍ରଥମେ ଆପଣଙ୍କ ଚେହେରାର ବ୍ରଣ ଦୁଇ ମାସ ଭିତରେ ଭଲ ହୋଇଯିବ । ଆପଣଙ୍କୁ କୌଣସି କ୍ରିମ ଲଗାଇବା ଆବଶ୍ୟକ ପଡିବ ନାହିଁ । ଦ୍ଵିତୀୟରେ କେସ ଝଡ଼ିବା ବି ଭଲ ହୋଇଥାଏ । ଆପଣ ନିମ୍ବ ପତ୍ରର ପେଷ୍ଟ କରି ବି କେସର ମୂଳରେ ଲଗାନ୍ତୁ ।

ଦେଖିବେ ବହୁତ ଲାଭ ମିଳିବ । ତୃତୀୟରେ ଆଣ୍ଠୁ ଗଣ୍ଠି ଦରଜ ବି ଭଲ ହୋଇଥାଏ । ଆପଣ ନିମ୍ବ ତେଲ ବି ଲଗାଇ ପାରିବେ କିମ୍ବା ଆଣ୍ଠୁ ଗଣ୍ଠିରେ ନିମ୍ବ ପତ୍ରର ପେଷ୍ଟ ବି ଲଗାଇ ପାରିବେ । ଚତୁର୍ଥରେ ଦାନ୍ତ ବିନ୍ଧୁ ଥିଲେ ସକାଳୁ ଖାଲି ପେଟରେ ନିମ୍ବ ପତ୍ର ଖାଆନ୍ତୁ ଦାନ୍ତରେ ଥିବା ପୋକ ବି ଭଲ ହୋଇଥାଏ । ପଞ୍ଚମରେ ଚର୍ମ ରୋଗ ଯଥା ଦାଗ, କାଛୁ କୁଣ୍ଡିଆ ଭଳି ରୋଗରୁ ମଧ୍ୟ ମୁକ୍ତି ମିଳେ । ନିମ୍ବ ପତ୍ର ଖାଇବା ଦ୍ୱାରା କିମ୍ବା କାଛୁ କୁଣ୍ଡିଆ ହେଉଥିବା ଜାଗାରେ ନିମ୍ବ ପତ୍ର ପେଷ୍ଟ ବି ଲଗାଇ ପାରିବେ ।

ତୁଳସୀ ଗଛର ମଧ୍ୟ ବହୁତ ଲାଭ ମିଳି ଥାଏ । ଯଦି କାହାକୁ ଥଣ୍ଡା କିମ୍ବା ଜର ହୋଇଛି ତେବେ ତୁଳସୀ ପତ୍ରରେ ମହୁ ମିଶାଇ ତାଙ୍କୁ ଖାଇବାକୁ ଦିଅନ୍ତୁ ଦେଖିବେ ଏହା ଭଲ ହୋଇଯିବ । କହିବାକୁ ଗଲେ ଆପଣମାନେ ଟଙ୍କା ଖର୍ଚ୍ଚ ନ କରି ଏହିଭଳି କିଛି ଗଛର ପତ୍ରକୁ ବ୍ୟବହାର କରି ବହୁତ ପ୍ରକାର ରୋଗରୁ ମୁକ୍ତି ପାଇ ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।