ସୁଶାନ୍ତଙ୍କ କେସରେ ଫସିଲେ କିଙ୍ଗ ଖାନ, ଶାହାରୁଖ ଖାନଙ୍କ ଉପରେ ପୋଲିସ ମାମଲା

ସୁଶାନ୍ତଙ୍କ ମୃତ୍ୟୁକୁ ୨ ମାସ ପୁରି ସାରିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ନ୍ୟାୟ ମିଳିନି । ଦିନକୁ ଦିନ ନୂଆ ନୂଆ କଥା ସାମନାକୁ ଆସୁଚି । ବର୍ତମାନର ସବୁଠୁ ବଡ଼ ଖବର ସୁଶାନ୍ତ ଙ୍କ ମୃତ୍ୟୁ ପଛରେ ସାରୁଖ୍ ଖାନଙ୍କ ମଧ୍ୟ ରହିଛି ହାତ । ଶାରୁଖ ଖାନ ସୁଶାନ୍ତଙ୍କୁ ଏମିତି କଥା କହିଥିଲେ ଯାହା ଶୁଣି ସୁଶାନ୍ତ ବହୁତ ଦୁଃଖୀ ଥିଲେ । ଏହା ସୁଶାନ୍ତଙ୍କ ସାଙ୍ଗ ସୁନିଲ ଶୁକ୍ଳା କହିଛନ୍ତି । ଆସନ୍ତୁ ଜାଣିବା କଣ ଥିଲା ପୁରା କଥା ।

ସୁଶାନ୍ତ ସିଂ ରାଜପୁତ ଏବଂ ସୁନିଲ ଶୁକ୍ଳା ଯେଉଁଠି ଜିମ ୱାର୍କ ଆଉଟ କରୁଥିଲେ ସେଠି ରିତିକ୍ ରୋସନ, ସାହିଦ କପୁର, କାର୍ତ୍ତିକ ଆର୍ୟନ, ଟାଇଗର ଶ୍ରଫ, ଏକତା କପୁର ଭଳି ବଡ଼ ବଡ଼ ହସ୍ତୀ ୱର୍କ ଆଉଟ ପାଇଁ ଆସୁଥିଲେ । IIFA ଆୱାର୍ଡ଼ ୨୦୧୩ରେ ବଲିଉଡ କିଙ୍ଗ ସାରୂଖ ଖାନ ସୁଶାନ୍ତଙ୍କୁ ଫୋନ କରିକି ସବୁ କହିଥିଲେ କି ଷ୍ଟେଜରେ କଣ କଣ ହେବ କିନ୍ତୁ ଷ୍ଟେଜରେ ସୁଶାନ୍ତଙ୍କୁ ଅପମାନିତ କରା ଯାଇଥିଲା ଯାହା ପାଇଁ ସୁଶାନ୍ତ ବହୁତ ଦୁଃଖୀ ଥିଲେ ।

ସୁନିଲ ଶୁକ୍ଳା ଏହି ପୁରା ଘଟଣାର FIR ମଧ୍ୟ ଦେଇଛନ୍ତି । ଏବଂ ସେହି ଅଭିଯୋଗ ରେ କରନ ଯୋହରଙ୍କ ଠୁ ସାରୁଖ ଖାନଙ୍କ ମଧ୍ୟ ନା ଦିଆ ଯାଇଛି । ସୁନିଲ ଏହା ମଧ୍ୟ କହିଛନ୍ତି କି ସୁଶାନ୍ତ ତାଙ୍କୁ କହିଥିଲେ କି ସେ ବଲିଉଡର ଏହି ଆକ୍ଟର ମାନଙ୍କୁ ବିରୋଧ କରି ପାରିବେନି କାରଣ ବିରୋଧ କଲେ ତାଙ୍କ ଜୀବନ ନଷ୍ଟ ହେଇଯିବ ।

ସୁନିଲ ଶୁକ୍ଳା ଆଊ ଗୋଟେ ବଡ଼ କଥା ମଧ୍ୟ କହିଛନ୍ତି କି ଧୋନି ଫିଲ୍ମ ପରେ ସୁଶାନ୍ତ ସିଂ ରାଜପୁତ ବହୁତ ବଡ଼ ଷ୍ଟାର ହେଇ ଯାଇଥିଲେ ତାଙ୍କର ସେହି ଫିଲ୍ମ ୨୦୦ କୋଟିରୁ ଅଧିକ ରୋଜଗାର କରିଥିଲେ । ଏହି ସଫଳତା ପରେ ସୁଶାନ୍ତ ଙ୍କୁ ବହୁତ ବଡ଼ ବଡ଼ ଫିଲ୍ମ୍ ଅଫର ଆସିଥିଲା । ସେତେବେଳେ କରନ ଯୋହର୍ ସୁଶାନ୍ତ ଙ୍କୁ ବହୁତ ବଡ଼ ଅଫର ଦେଇଥିଲେ ।

କିନ୍ତୁ ସୁଶାନ୍ତ ମନା କରି ଦେଇଥିଲେ । ଶାରୁଖ ଖାନ ଏବେ ସୁଶାନ୍ତଙ୍କ ମୃତ୍ୟୁ କେଶ ରେ ଫସି ଯାଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପଛରେ ଦିନକୁ ଦିନ ବହୁତ ବଡ଼ ବଡ଼ ଲୋକ ଙ୍କ ନା ସାମ୍ନାକୁ ଆସିଛି । ରିୟା ସୁଶାନ୍ତଙ୍କୁ ଫସାଇ ସୁଶାନ୍ତଙ୍କୁ ଲୁଟି ନେଇଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ପିତା CBI ଯାଞ୍ଚ ପାଇଁ ଦାବି କରିଥିଲେ । ଏବେ CBI ତଦନ୍ତ ଚାଲିଛି । ଏବଂ ଆମର ଆଶା ସୁଶାନ୍ତଙ୍କୁ ନିଶ୍ଚୟ ନ୍ୟାୟ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।