ବହୁତ ବର୍ଷ ପରେ ଏହି ୪ଟି ଗ୍ରହମାନଙ୍କ ଶୁଭ ସଂଯୋଗ, କାଲି ଠାରୁ ୪ ମାସ ପର୍ଯ୍ୟନ୍ତ ଏହି ରାଶିମାନଙ୍କ ହେବ ଖାଲି ଧନବର୍ଷା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସୁଥିବା ସମୟ ବହୁତ ଖାସ ଅଟେ । ଏହି ମାସରେ କିଛି ଗ୍ରହ ତାଙ୍କର ସ୍ଥିତି ପରିବର୍ତ୍ତନ କରିବା କାରଣରୁ କିଛି ରାଶିମାନଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଏହି ସପ୍ତାହରେ ୪ ଟି ଗ୍ରହମାନଙ୍କର ଚତୁର୍ଗ୍ରହୀ ଯୋଗ ପଡିବାକୁ ଯାଉଛି । ଯାହା ଫଳରେ କିଛି ରାଶିମାନଙ୍କ ଉପରେ ଶୁଭ ପ୍ରଭାବ ବି ପଡିବ । ଦେଖନ୍ତୁ ନିଜ ରାଶି ଅନୁସାରେ କଣ ରହିଛି ଆପଣଙ୍କ ପାଇଁ ।

ମେଷ ରାଶି

ଏହି ରାଶିର ଲୋକଙ୍କ ପାଇଁ କିଛି ମଙ୍ଗଲ ଯୋଗ ଅଛି । ନିଜର ଆତ୍ମବିଶ୍ଵାସ ଦ୍ଵାରା ଆପଣ ବହୁତ କିଛି କାର୍ଯ୍ୟ ପୁରା କରିବେ । ଯାହା ଦ୍ଵାରା ଆପଣ ବହୁତ ଲାଭ ଦାୟକ ହେବ । ଆଜି ଆପଣଙ୍କ ଦିନ ଭଲରେ କଟିବ । କର୍ମ କ୍ଷେତ୍ରରେ ସଫଳତା ମିଳିବା ସହିତ ଭଲ ଲାଭ ବି ମିଳିବ । ପରିବାରରେ ଖୁସିର ଲହରୀ ଖେଳିଯିବ ଓ ଘରର ଦାୟିତ୍ୟ ବଢିବ ।

ବୃଷ ରାଶି

ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ପଞ୍ଚମ ସ୍ଥାନରେ ମଙ୍ଗଳ ପ୍ରବେଶ କରୁଥିବା ହେତୁ ପ୍ରତିଯୋଗୀତାରେ ସଫଳତା ମିଳିବ । ଏହା ସହିତ ଆଉ ଏକ ବଡ ଖୁସି ଖବର ମିଳିବ । ଆପଣଙ୍କ ଯଦି ସନ୍ତାନକୁ ନେଇ କିଛି ସମସ୍ୟା ଅଛି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ଆପଣ ସେଥିରୁ ମୁକ୍ତି ପାଇବେ । ପ୍ରେମିମାନେ ସଫଳ ହେବେ । କାର୍ଯ୍ୟରେ ସାବଧାନ ହୋଇ ଚଳିବାକୁ ଚେଷ୍ଟା କରନ୍ତୁ ।

ମିଥୁନ ରାଶି

ଏହି ରାଶିର ଲୋକଙ୍କ ଚତୁର୍ଥ ସ୍ଥାନରେ ମଙ୍ଗଳ ଥିବା ହେତୁ ମାନସିକ ଅଶାନ୍ତି ଦେଖାଦେବ । ପରିବାରରେ କିଛି ଝଗଡା ହେବାର ସମ୍ଭାବନା ଅଛି । ଆପଣଙ୍କ ପୁରା ଦିନ ଭଲରେ କଟିବ । କିଛି ସମସ୍ୟାରେ ବ୍ୟସ୍ତ ନ ହୋଇ ଓ କାହା ଉପରେ ନ ରାଗି ମିଠା କଥା କହିବାକୁ ଚେଷ୍ଟା କରନ୍ତୁ । ଆପଣ ଯେଉଁ କଥା କହୁଛନ୍ତି କାହାକୁ କଷ୍ଟ ଦେଇପାରେ ତେଣୁ ସାବଧାନ ହୋଇ କଥା ହେବାକୁ ଚେଷ୍ଟା କରନ୍ତୁ ।

କର୍କଟ ରାଶି

ଆସୁଥିବା ସମୟ ଆପଣଙ୍କ ପାଇଁ ବହୁତ ସାହାସ ଓ ପରକ୍ରମୀ ହେବ ଯେମିତି କି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟ ସମ୍ପୂର୍ଣ ହେବ । ନିଜେ ନେଇଥିବା ନିଷ୍ପତି ଆପଣଙ୍କ ପାଇଁ ବହୁତ ବଡ ଲାଭ ହେବ । ଜୀବନସାଥିଙ୍କ ସହ ମିଳିମିଶି ରହିବା ହିଁ ଆପଣଙ୍କ ପାଇଁ ଭଲ ହେବ । କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ଏବେ ସଫଳତା ମିଳିବ ଓ ପ୍ରଚୁର ଲାଭ ମିଳିବ ।

ସିଂହ ରାଶି

ଆପଣଙ୍କ ଆର୍ଥିକ ସମସ୍ୟା ମଧ୍ୟମ ଧରଣ ରହିବ କିନ୍ତୁ ଆପଣଙ୍କ ସମୟ ବହୁତ ଶୁଭ ରହିବ । ବ୍ୟାବସାୟ କାର୍ଯ୍ୟରେ ଆପଣଙ୍କ ପରିସ୍ଥିତି ଭଲ ରହିବ । ନିଜକୁ ବହୁତ ସତେଜ ଅନୁଭବ କରିବେ । ସାଙ୍ଗ କିମ୍ବା ଗୁରୁଜନମାନଙ୍କ ସାହାର୍ଯ୍ୟ ମିଳିପାରେ । ଆଜି କୌଣସି ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି । ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି ।

କନ୍ୟା ରାଶି

ଆପଣଙ୍କୁ ବହୁତ ଲାଭ ମିଳିବା ସହିତ ଆପଣଙ୍କୁ ଧର୍ଯ୍ୟ ରଖିବାକାଉ ହେବ । ହଠାତ ଆପଣଙ୍କୁ କିଛି ବଡ ଖୁସି ଖବର ମିଳିବାର ଅଛି । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବା ସହିତ ଧନ ପ୍ରାପ୍ତି ମଧ୍ୟ ହେବ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ ।

ତୁଳା ରାଶି

ତୁଳା ରାଶିର ୧୨ ସ୍ଥାନରେ ଥିବା ହେତୁ ମଙ୍ଗଳ ଆପଣଙ୍କ ବହତୁ ଖର୍ଚ କରାଇବ । ଆପଣଙ୍କ ଆଜି ପୁରା ଦିନ ମଧ୍ୟମ ଧରଣ ରହିପାରେ । କୌଣସି କାମ ଓ କଥାବାର୍ତ୍ତା ଉପରେ ସଂଯମତା ରଖିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ଲୋକଙ୍କ ନଜର ପୁରା ଆପଣଙ୍କ ଉପରେ ରହିବ ।

ବିଚ୍ଛା ରାଶି

ଅଟକିଥିବା କିଛି ଧନ ଆପଣଙ୍କୁ ବର୍ତ୍ତମାନ ମିଳିବ । କୌଣସି ଏକ ବଡ କାର୍ଯ୍ୟରେ ସଂକଲ୍ପ ନେଇ ପାରନ୍ତି । ସମୟ ଅନୁକୂଳ ଥିବା ହେତୁ ଆପଣ ବହୁତ ଲାଭଦାୟକ ହେବ । ନୂଆ କାମ ବିଷୟରେ ଜାଣିବା ପାଇଁ ବହୁତ ଇଛା ରହିବ ।

ଧନୁ ରାଶି

ଏହି ରାଶିରେ ମଙ୍ଗଲ ଦଶମ କର୍ମ ଭାବରେ ଥିବା ହେତୁ ସମୟ ଶୁଭ ହେବା ସହିତ ଆପଣଙ୍କର ଗରିମା ମଧ୍ୟ ବଢିବ । ସାଙ୍ଗ କିମ୍ବା ଗୁରୁଜନମାନଙ୍କ ସହାୟତା ମିଳିପାରେ । ଆଜି କୌଣସି ଧାର୍ମିକ ସ୍ଥଳକୁ ଯାଇ ପାରନ୍ତି ।

ମକର ରାଶି

ନୂଆ ଲୋକଙ୍କ ସହ ମିଳାମିଶା କରିପାରନ୍ତି । ପରିବାରରେ କିଛି ମଙ୍ଗଲ କାମ ମଧ୍ୟ ହୋଇପାରେ । ବ୍ୟାବସାୟରେ କିଛି ଆସୁବିଧା ଦେଖା ଦେବ ଓ ଆପଣ ବହୁତ ପରିଶ୍ରମ କରି ବହୁତ ଲାଭ ପ୍ରଦ ହେବ ।

କୁମ୍ଭ ରାଶି

ଏହି ରାଶିରେ ମଙ୍ଗଲ ଅଷ୍ଟମ ସ୍ଥାନରେ ଥିବା ହେତୁ ସ୍ୱାସ୍ଥ୍ୟରେ ବିପରୀତ ପ୍ରଭାବ ପଡିପାରେ । କିଛି ଖାସ କାମ ପାଇଁ ଆପଣଙ୍କ ମନରେ ନୂଆ ବିଚାର ଆସିବ ଓ ଆପଣ ସେହି କର୍ମରେ ବହୁତ ଶୀଘ୍ର କାମ ଆରମ୍ଭ କରନ୍ତୁ । ସାଙ୍ଗ ମାନଙ୍କ ସହ ଭଲରେ ଦିନ କଟିବ ପରିବାରରେ କୌଣସି ଏକ ସଦସ୍ୟ ସହ ପାଟିତୁଣ୍ଡ ହୋଇପାରେ ତେଣୁ ସାବଧାନ ହୋଇ ରହିବାକୁ ଚେଷ୍ଟା କରନ୍ତୁ ।

ମୀନ ରାଶି

ଏହି ସମୟରେ ସପ୍ତମ ଗ୍ରହରେ ଥିବା ହେତୁ ଦାମ୍ପଦ୍ୟ ଜୀବନରେ କିଛି ପାଟିତୁଣ୍ଡ ହେବ । ବ୍ୟବସାୟରେ ଅପେକ୍ଷା କୃତ ବହୁତ ଲାଭ ମିଳିବ । ଗୁରୁଜନମାନଙ୍କ ସହାୟତା ମିଳିପାରେ । ହଠାତ ଧନ ମିଳିବାର ସମ୍ଭାବନା ଅଛି । ଆପଣ ଯେଉଁ କାମ କରନ୍ତୁ ନା କାହିଁକି ସେଥିରେ ଆପଣଙ୍କୁ ସଫଳତା ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।