ସୁଶାନ୍ତଙ୍କୁ ପବ୍ଲିକରେ ଦୁର୍ବ୍ୟବହାର କରୁଥିଲେ ରିୟା, ସୁଶାନ୍ତଙ୍କ ଡ୍ରାଇଭର ଖୋଲିଲେ ରିୟାଙ୍କ ସବୁ ପୋଲ, ଭଉଣୀଙ୍କ ସହ ଝଗଡାର ସତ ବି କହିଲେ

ସୁଶାନ୍ତ ସିଂ ରାଜପୁତ ଙ୍କୁ ଯିବାର ୨ ମାସ ରୁ ଅଧିକ ହୋଇସାରିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ମଧ୍ୟ ନ୍ୟାୟ ମିଳିନାହିଁ । ସୁଶାନ୍ତ ଙ୍କୁ ନେଇ ବହୁତ୍ ନୂଆ ନୂଆ କଥା ସାମ୍ନା କୁ ଆସୁଚି ଆଊ ଏବେ ରିୟା ର ପୁରା ଚାଲ୍ ଷଡ଼ଯନ୍ତ୍ର ସାମ୍ନାକୁ ଆସିଯାଇଛି କାରଣ ସୁଶାନ୍ତ ଙ୍କ ସହିତ ରହୁଥିବା ଡ୍ରାଇଭର ମିଳିଯାଇଛି । ଡ୍ରାଇଭର ଏମିତି ଏମିତି କଥା କହିଛନ୍ତି କି ରିୟା ଙ୍କ ଅସଲି ଚେହେରା ସାମ୍ନାକୁ ଆସୁଚି ।

ରିୟା ନା କେବଳ ସୁଶାନ୍ତ ଙ୍କ ସହିତ ଝଗଡ଼ା କରୁଥିଲେ ବରଂ ପବ୍ଲିକ ରେ ସୁଶାନ୍ତ ଙ୍କୁ ଦୁର୍ବ୍ୟବହାର ମଧ୍ୟ୍ୟ କରୁଥିଲେ । ଡ୍ରାଇଭର ରିୟା ଙ୍କ ସୁଶାନ୍ତ ଙ୍କ ଜୀବନରେ ଆସିବାର କାରଣ ମଧ୍ୟ କହିଛନ୍ତି । ତେବେ ଚାଲନ୍ତୁ ଜାଣିବା । ରିୟା ଚକ୍ରବର୍ତ୍ତୀ ଙ୍କୁ ନେଇ କେତେ କଥା ସାମ୍ନାକୁ ଆସିଚି । କିନ୍ତୁ ଏବେ ସୁଶାନ୍ତ ଙ୍କ ଡ୍ରାଇଭର ଯେଉଁ କଥା କହିଛନ୍ତି ତାହା ଦର୍ଶାଉଛି କି ରିୟା କଣ୍ ଚାହୁଁଥିଲେ ଏବଂ ରିୟା କଣ୍ କରୁଥିଲେ ।

ଡ୍ରାଇଭର କହିଛିି କି ସେ ସବୁବେଳେ ସୁଶାନ୍ତ ଙ୍କ ସହିତ ରହୁଥିଲେ, ବହୁତ୍ ଥର ସୁଶାନ୍ତ ଏବଂ ରିୟା ଏକାଠି ରହୁଥିଲେ ଏବଂ ରିୟା ବହୁତ୍ ଛୋଟ ଛୋଟ କଥାରେ ଝଗଡ଼ା ଆରମ୍ଭ କରିଦେଇଥିଲେ । ଝଗଡ଼ା ସବୁ କପଲ୍ ଙ୍କ ମଧ୍ୟରେ ହୋଇଥାଏ କିନ୍ତୁ ଏଥି ସମ୍ପୂର୍ଣ୍ଣ ଅଲଗା ଥିଲା କାରଣ ଯେତେବେଳେ କାର ରହୁଥିଲା ସୁଶାନ୍ତ ବାହାରକୁ ଓହ୍ଲାଇଥିଲେ ସବୁ ଲୋକଙ୍କ ସାମ୍ନାରେ ମଧ୍ୟ ରିୟା ସୁଶାନ୍ତ ଙ୍କୁ ଦୁର୍ବ୍ୟବହାର ଦେଉଥିଲେ ।

ଡ୍ରାଇଭର ବିରେନ୍ କହିଛନ୍ତି କି ଥରେ କି ଦୁଇଥର ନୁହଁ ବରଂ ବହୁତ୍ ଥର ରିୟା ଏମିତି କରୁଥିଲେ । ଯେତେବେଳେ ସୁଶାନ୍ତ ଙ୍କ ଘରକୁ କେହି ବାହାର ଲୋକ ଆସୁଥିଲେ ସେତେବେଳେ ମଧ୍ୟ ରିୟା କିଛି ଦେଖନ୍ତିନି ଏବଂ ସୁଶାନ୍ତ ଙ୍କୁ ସମସ୍ତଙ୍କ ଆଗରେ ବିନା କୌଣସି କାରଣରୁ ଗାଳି ଦେଉଥିଲେ ।

ମାନେ ରିୟା ଙ୍କ ଇଚ୍ଛା ଥିଲା କି ସୁଶାନ୍ତ କେମିତି ସମସ୍ତଙ୍କ ଆଗରେ ନିଜର ଇଜ୍ଜତ ହରନ୍ତୁ ଏବଂ ଏମିତି ମେଣ୍ଟଲି ପ୍ରେସର ଦେଇ ସୁଶାନ୍ତ ଙ୍କୁ ରଖିଥିଲେ ରିୟା । ରିୟା ଙ୍କ ପାଇଁ ସୁଶାନ୍ତ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଙ୍କ ଭିତରେ ଝଗଡ଼ା ହେଇଥିଲା । ଡ୍ରାଇଭର କହିଛିି କି ଯେତେବେଳେ ସୁଶାନ୍ତ ଙ୍କ ଦେହ ଖରାପ୍ ରହୁଥିଲା ସେତେବେଳେ ରିୟା ଙ୍କୁ କିଛି ଫରକ୍ ପଡୁଥିଲା ଏହା ସହ ସେ ସେତେବେଳେ ଘରେ ପାର୍ଟି କରୁଥିଲେ ।

ଡ୍ରାଇଭର କହିଛିି ଘରେ ବହୁତ୍ ଦାମୀ ଦାମୀ ଜିନ୍ସ ଆସୁଥିଲା ଏବଂ ପଇସା ସୁଶାନ୍ତ ଙ୍କ ଠୁ ଦିଆଯାଉଥିଲା । ସେ କହିଛନ୍ତି ମୋତେ ଏବଂ କିଛି ଅନ୍ୟ ଷ୍ଟାଫ ଙ୍କୁ ବାହାର କରିଦିଆଯାଇଥିଲା । ପୁରୁଣା ଷ୍ଟାଫ କୁ ବାହାରକରି ନୂଆ ଷ୍ଟାଫ ରଖିଥିଲେ ରିୟା । ରିୟା ନିଜ ଜାଲରେ ସୁଶାନ୍ତ ଙ୍କୁ ଫାସାଇ ତାଙ୍କର ପଇସା, ଧନ, ସମ୍ପତି ହଡ଼ପ କରୁଥିଲେ ରିୟା ।

ରିୟା ସୁଶାନ୍ତ ଙ୍କ ପାଇଁ ବିଛାଇଥିଲେ ହନି ଟ୍ରାପ୍ । ସୁଶାନ୍ତ ଙ୍କ କୋଟି କୋଟି ଟଙ୍କା ନାଇଥିଲେ ରିୟା । ସୁଶାନ୍ତ ଙ୍କ ସବୁ ଚେକ ରେ ସାଇନ୍ କରୁଥିଲେ ରିୟା । ସୁଶାନ୍ତ ଙ୍କୁ କୌଣସି ନିଷ୍ପତି ନେବାକୁ ଦେଉନଥିଲେ ରିୟା, ଏହା ସତ୍ବେ ରିୟା ସୁଶାନ୍ତ ଙ୍କୁ ପବ୍ଲିକ ପ୍ଲେସ ରେ ମଧ୍ୟ ଦୁର୍ବ୍ୟବହାର ଦେଉଥିଲେ । ଏବଂ ସୁଶାନ୍ତ ଙ୍କୁ ନିଜ କବଜା ରେ ରଖିଥିଲେ ରିୟା । ଏବେ CBI ଯାଞ୍ଚ୍ କରୁଛି ସୁଶାନ୍ତ ଙ୍କ କେଶ୍ । ଆଶା କରୁଛୁ ସତ ସାମ୍ନାକୁ ଆସିବ ଏଵଂ ସୁଶାନ୍ତ ଙ୍କୁ ନ୍ୟାୟ ମିଲିବ ।

Comment ରେ ଲେଖନ୍ତୁ “justice for SSR” । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।