ଗ୍ରୀସ ଓ ତୁର୍କୀ ଭିତର ବିବାଦ ପହଞ୍ଚିଲା ଚରମ ସୀମାରେ, ସମର୍ଥନ ପାଇଁ ଫ୍ରାନ୍ସ ପଠାଇଲା ନିଜ ନୌସେନା ଓ ରାଫେଲ

ଗ୍ରୀସ ଏବଂ ତୁର୍କୀ ଭିତରେ ଚାଲିଥିବା ବିବାଦ ନେଲା ବଡ଼ ରୂପ । ଚରଣ ସୀମାରେ ପହଞ୍ଚି ସାରିଲାଣି ବିବାଦ । ଦୁଇଟି ଦେଶ ର ସେନା ଆମ୍ନା ସାମ୍ନା କୁ ଅସି ସାରିଲେଣି । ବର୍ତମାନ ପରିସ୍ଥିତି ଏତେ ଖରାପ କି ଫ୍ରାନ୍ସ ମଧ୍ୟ୍ୟ ନିଜ ନୌସେନା ଓ ଲଢାକୁ ବିମାନ ରାଫେଲକୁ ଗ୍ରୀସ ସମର୍ଥନ ପାଇଁ ପଠାଇଛି । ଗ୍ରୀସ ଏବଂ ଫ୍ରାନ୍ସ ର ସମ୍ପର୍କ ବହୁତ୍ ନିବିଡ଼ ବୋଲି ଜଣା ପଡିଛି ।

ବର୍ତମାନ କୌଣସି କ୍ଷଣିରେ ଯୁଦ୍ଧ ଆରମ୍ଭ ହୋଇପାରେ । ତୁର୍କୀର ସେନା କହିଛନ୍ତି ଯଦି ଆମ ଉପରେ ଆକ୍ରମଣ ହୁଏ ତେବେ ଆମେ ନିଶ୍ଚୟ ତାର ଉତ୍ତର ଦେବୁ । ତୁର୍କୀ ଏବଂ ଗ୍ରୀସ ମଧ୍ୟରେ ଭୂମି ଏବଂ ବହୁତ କିଛି ପାଇଁ ଝଗଡ଼ା ଚାଲିଥିଲା । ତୁର୍କୀର ରାଷ୍ଟ୍ରପତି ବୁଧବାର ଦିନ ସିଧା ଗ୍ରୀସକୁ ଧମକ ଦେଇଥିଲେ ଏବଂ କହିଥିଲେ ଯଦି ସେମାନେ ଆମ ଜାହାଜ ଉପରେ ଆକ୍ରମଣ କରନ୍ତି ତେବେ ତାଙ୍କୁ ବହୁତ ଭାରି ପଡିବ ।

ଗ୍ରୀସକୁ ଧମକାଇବା ଦ୍ଵାରା ଫ୍ରାନ୍ସ ଏବଂ ଅନ୍ୟ ଦେଶ ନିଜର ରାୟ ଜଣାଇ ଥିଲେ । ଏବଂ ଫ୍ରାନ୍ସ ନିଜର ସେନା ସହିତ ଜାହାଜ ଏବଂ ରାଫେଲ ମଧ୍ୟ ପଠାଇଛନ୍ତି । ଗ୍ରୀସର ସେନାକୁ ସମର୍ଥନ ଜଣାଇଛନ୍ତି ଫ୍ରାନ୍ସ । କିଛି ଦିନ ପୂର୍ବରୁ ଗ୍ରୀସ ର ସମୁଦ୍ର ଜାହାଜ କୁ ତୁର୍କୀ ନିଜର କହିଛିି । ତୁର୍କୀ ଧୀରେ ଧୀରେ ଚିନ ପରି ବ୍ୟବହାର କରିଛି ।

ଏବଂ ତାଙ୍କ ରାଷ୍ଟ୍ରପତି ଗ୍ରୀସ କୁ ଧମାଇକାଇ କହିଛନ୍ତି ଯଦି ସେ ଆକ୍ରମଣ କରିବେ ତେବେ ବହୁତ୍ ଭାରି ପଡିବ ତାଙ୍କୁ । ଏ ସବୁ ଶୁଣି ଫ୍ରାନ୍ସ ନିଜର ସେନା ପୁରା ସମୁଦ୍ର ରେ ବିଚାଇ ଦେଇଛି । ଏବଂ ନିଜର ରାଫେଲ ବିମାନ ଏବଂ ନାଭି ସେନା କୁ ପଠାଇଛି । ଏବଂ କହିଛିି କି ଯଦି ପରିସ୍ଥିତି ଖରାପ ହୁଏ ତେବେ ସେ ଆହୁରି ସେନା ପଠାଇବେ ।

ଯଦି ତୁର୍କୀ ଆକ୍ରମଣ କରୁଛି ତେବେ ସବୁ ଦେଶ ମିଶି ତୁର୍କୀ କୁ ହରାଇବେ ବୋଲି ନିଷ୍ପତି ନେଇଛନ୍ତି । ଏବେ ସମସ୍ତେ ଅପେକ୍ଷାରେ ଅଛନ୍ତି କି କିଏ ଆଗେ ଆକ୍ରମଣ କରିବ । ଯଦି ଆଗେ ଗ୍ରୀସ କରିବ ତେବେ ଗ୍ରୀସ ଉପରେ ତଦନ୍ତ ହେବ ଆଊ ଯଦି ତୁର୍କୀ କରିବ ତେବେ ତୁର୍କୀ ଉପରେ । କିନ୍ତୁ ତୁର୍କୀ କୁ ବେଶି ସନ୍ଦେହ କରାଯାଉଛି କାରଣ ତୁର୍କୀ ଆଗେ ଏମିତି ସବୁ ଭୁଲ୍ କାମ କରିଛି । ଏବଂ ଯଦି ତୁର୍କୀ ଆକ୍ରମଣ କରୁଛି ତେବେ ଯୁଦ୍ଧ ହେବ ନିଶ୍ଚୟ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।