ମାରୁତି ଦେଲା ଜବରଦସ୍ତ ଅଫର୍ ,୫୫୦୦୦ ଟଙ୍କା ଦିସ୍କାଉନ୍ତ୍ ଏହି ୫ ଟି CNG କାର ରେ

ଭାରତରେ ମାରୁତି କାରର ବହୁତ ଚାହିଦା । ଏଥି ମଧ୍ୟରେ ମାରୁତି ସୂଜୁକି ଅଗଷ୍ଟ ୨୦୨୦ ରେ ନୂଆ କାର କିଣିଲେ ଦେବା ୫୫୦୦୦ ଟଙ୍କା ଡିସକାଉଣ୍ଟ । ଯଦି ଆପଣ ଗାଡ଼ି କିଣିବାକୁ ଭାବୁଛନ୍ତି ତେବେ ଏହି ମାସ ନିଶ୍ଚୟ ଆପଣଙ୍କ ପାଇଁ ଶୁଭ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ କାର ଉପରେ ଦଉଛି ମାରୁତି ଡିସକାଉଣ୍ଟ ଅଫର ।

Maruti Celerio:-

ମାରୁତି ର ହ୍ୟାଚବ୍ୟାକ କାର ରେ ୫୫୦୦୦ ଟଙ୍କା ର ଅଫର । ଏହି ଅଫର୍ ରେ ୩୦୦୦୦ର କ୍ୟାସ ଡିସକାଉଣ୍ଟ , ୨୦୦୦୦ ଏକ୍ସଚେଞ୍ଜେ ଡିସକାଉଣ୍ଟ ଏବଂ ୫୦୦୦ ଟଙ୍କା ର କର୍ପୋରେଟ ଡିସକାଉଣ୍ଟ ଦିଆ ଯାଉଛି ।

Maruti Suzuki Alto 800:-

 

ମାରୁତି ସୁଜୁକି ନିଜ ଏଣ୍ଟ୍ରି ଲେବର କାର ମାରୁତି ସୁଜୁକି ଅଲ୍ଟୋ ୮୦୦ ର ପେଟ୍ରୋଲ ଏବଂ CNG ଭାରିଏନ୍ଟ ରେ ୩୫୦୦୦ ଟଙ୍କା ର ଡିସକାଉଣ୍ଟ ଦେଉଛି ।

Maruti Wagon R :-

ମାରୁତି ନିଜ ୱାଗ୍ନର୍ ଆର୍ କାର ରେ ୩୩୦୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେଇଛି । ୱାଗ୍ନର୍ ଆର୍ ଫାଇଫ୍ ସିଟର ହେବା ସହିତ ଗ୍ରାହକ ମାନଙ୍କୁ ବହୁତ୍ ପସନ୍ଦ ଅଟେ ।

Maruti S Presso:-

ମାରୁତି ନିଜ ମାଇକ୍ରୋ ଏସୟୁବି ଏସ ପ୍ରେଶୋ ରେ ୫୫୦୦୦ ଟଙ୍କା ର ଡିସକାଉଣ୍ଟ ଦେଇଛି ।

Maruti EECO:-

ମାରୁତି ନିଜ CNG କାର EECO ରେ ୩୫୦୦୦ ଟଙ୍କା ର ଡିସକାଉଣ୍ଟ ଏଵଂ ଅଫର ଦେଇଛି ମାରୁତି ସୁଜୁକୀ ।

ଯଦି ଆପଣଙ୍କୁ ଏହି ୫ ଟି କାର ମଧ୍ୟରୁ କୌଣସି କାର ପସନ୍ଦ ଅଟେ ତେବେ ଅଗଷ୍ଟ ମାସରେ ଏହି କାର କିଣି ଡିସକାଉଣ୍ଟର ଲାଭ ଉଠାନ୍ତୁ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।