ଜିୟା ଖାନଙ୍କ ମାଙ୍କ ବଡ ବୟାନ- ମହେଶ ଭଟ୍ଟ, ସଲମାନ ଖାନ ଅସଲ ଦୋଷୀ

ସୁଶାନ୍ତଙ୍କ ସିଂହ ରାଜପୁତଙ୍କ କେସର ଯାଞ୍ଚରେ ସବୁଦିନ ଏକ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହା ସହିତ ଏଥିରେ କିଛି ବଡ ବଡ ରାଜନେତା ଓ ବଲୀଉଡ ଷ୍ଟାରଙ୍କ ହାତ ଅଛି ବୋଲି ସନ୍ଦେହ ବି କରା ଯାଉଛି । ଏମିତିରେ ସମସ୍ତେ ଚାହୁଁଛନ୍ତି କି ସୁଶାନ୍ତଙ୍କ କେସକୁ ସଠିକ ଭାବରେ ଯାଞ୍ଚ କରାଯାଉ । କହିବାକୁ ଗଲେ ଜିୟା ଖାନଙ୍କୁ ତ ଆପଣ ସମସ୍ତେ ଜାଣିଛନ୍ତି କି ଯାହାଙ୍କ ମୃତ୍ୟୁ ପଛରେ ସୁରଜ ପଞ୍ଚୋଳିଙ୍କ ହାତ ଅଛି ବୋଲି ଆରୋପ ଲଗା ଯାଇ ଥିଲା ।

ଏହି କ୍ରମରେ ଜିୟା ଖାନଙ୍କ ମା ରାବିୟା ଖାନଙ୍କ କହିଲେ କି ଯେମିତି ତାଙ୍କ ଝିଅକୁ ଜାଲରେ ଫସାଇ ଆତ୍ମହତ୍ୟା ପାଇଁ ବାଧ୍ୟ କରାଗଲା ଠିକ ସେହିଭଳି ଭାବରେ ସୁଶାନ୍ତ ସିଂହ ରାଜପୁତଙ୍କ ବି ହତ୍ୟା କରା ଯାଇଛି ।

ଏହା ସହିତ ସେ ଜିୟା ଖାନଙ୍କ ମୃତ୍ୟୁକୁ ନେଇ ବି ବହୁତ କିଛି କହିଲେ । ସେ ମହେଶ ଭଟ୍ଟ, ସୁରଜ ପଞ୍ଚୋଳି ଓ ସଲମାନ ଖାନଙ୍କ ଉପରେ ବହୁତ ବଡ ବଡ ଆରୋପ ଲଗାଇଛନ୍ତି । ରାବିୟା ଖାନ କହିଲେ କି ଯେତେବେଳେ ଜିୟା ଖାନଙ୍କ ଅନ୍ତିମ ସଂସ୍କାର ଚାଲୁ ଥିଲା ତେବେ ସେହି ସମୟରେ ମହେଶ ଭଟ୍ଟ ସେହି ସ୍ଥାନରେ ଉପସ୍ଥିତ ଥିଲେ । ମହେଶ ଭଟ୍ଟ ତାଙ୍କ ପାଖକୁ ଆସି କହିଲେ କି ଜିୟା ଡିପ୍ରେସନରେ ଥିଲେ ଓ ଏହି କାରଣରୁ ସେ ଆତ୍ମହତ୍ୟା କରିଲେ । ଏହା ପରେ ଜିୟା ଖାନଙ୍କ ମା ରାବିୟା ଖାନ ତାଙ୍କୁ ଜବାବ ଦେଲେ କି ଜିୟା ଏହିଭଳି କେବେ ବି କରି ପାରିବ ନାହିଁ ।

ସେ କେବେ ବି ଡିପ୍ରେସନରେ ନ ଥିଲେ । ସେ ଜଣେ ସାହାସୀ ଝିଅ ଥିଲେ । ଯାହା ପରେ ମହେଶ ଭଟ୍ଟ ତାଙ୍କୁ ଧମକ ଦେଇ କହିଲେ କି ଆପଣ ଚୁପ ହୋଇ ଯାଆନ୍ତୁ । ନଚେତ ଆପଣଙ୍କ ବି ଜିୟାଙ୍କ ଭଳି ଅବସ୍ଥା କରିଦେବୁ । ଏହି କଥାକୁ ଶୁଣି ସେଠି ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ବିଶ୍ଵାସ କରି ପାରିଲେ ନାହିଁ କି ମହେଶ ଭଟ୍ଟ ଏହିଭଳି କେମିତି କହି ପାରିବେ । ଏହା ପରେ ରାବିୟା ଖାନ ସଲମାନ ଖାନଙ୍କୁ ନେଇ ବି ଏକ ବହୁତ ବଡ ଖୁଲାସା କରିଛନ୍ତି ।

ସେ କହିଲେ କି ଏହି ମାମଲା ପରେ ସଲମାନ ଖାନ ତାଙ୍କୁ ଫୋନ କରି ଥିଲେ ଓ ତାଙ୍କୁ ଧମକ ବି ଦେଇ ଥିଲେ କି ଆପଣ ଏହି ମାମଲାରେ କିଛି ବି କୁହନ୍ତୁ ନାହିଁ । ଆମେ ସୁରଜ ପଞ୍ଚୋଳିଙ୍କୁ ଲଞ୍ଚ କରିବୁ । ଯଦି ଆପଣ ଏହି ମାମଲାରେ କିଛି ବି କହିବେ ତେବେ ଆପଣଙ୍କ ମୁହଁ ସେହିଭଳି ଭାବରେ ବନ୍ଦ କରି ଦିଆଯିବ ଯେଉଁଭଳି ଭାବରେ ଜିୟା ଖାନଙ୍କ କରି ଦିଆଯାଇ ଥିଲା । ଏହା ପରେ ଜିୟା ଖାନଙ୍କ ମା ରାବିୟା ଖାନ ଲୋକ ମାନଙ୍କୁ ଅପିଲ କରିଲେ କି ତାଙ୍କ ଝିଅ ଜିୟା ଖାନଙ୍କୁ ତ ନ୍ୟାୟ ମିଳିଲା ନାହିଁ । କିନ୍ତୁ ସେ ଚାହୁଁଛନ୍ତି କି ସୁଶାନ୍ତ ସିଂହ ରାଜପୁତଙ୍କୁ ନ୍ୟାୟ ମିଳୁ । ଏହି ମାମଲାକୁ ସଠିକ ରୂପରେ ଯାଞ୍ଚ କରାଯାଉ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।