ରିୟାଙ୍କ ୨୦ ସେକେଣ୍ଡର ଏହି ଭିଡ଼ିଓ ଖୋଲିଲା ସବୁ ରାଜ, ସାମ୍ନାକୁ ଆସିଲା ଘୃଣ୍ୟ ସତ…

ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ପରେ ସବୁଠୁ ବେଶୀ ସନ୍ଦେହ କରା ଯାଉଅଛି ରିୟା ଚକ୍ରବର୍ତ୍ତୀ ଙ୍କୁ କାରଣ ରିୟା ଥିଲେ ସୁଶାନ୍ତ ଙ୍କ ପ୍ରେମିକା | ED ଙ୍କ ଅଫିସ୍ କୁ ୨ ଥର ଯାଇ ସାରିଲେଣି ରିୟା ଚକ୍ରବର୍ତ୍ତୀ | କଣ ପାଇଁ ସୁଶାନ୍ତ କରିଥିଲେ ଆତ୍ମହତ୍ୟା, କଣ୍ ଏହା ଆତ୍ମହତ୍ୟା ଥିଲା କି ପ୍ଲାନ୍ ମର୍ଡର୍ | ରିୟା ଙ୍କ ୨୦ ସେକେଣ୍ଡ ଭିଡିଓ ରୁ ଖୋଲିଲା ବଡ଼ ରହସ୍ୟ | ଜାଣନ୍ତୁ କଣ୍ ଥିଲା ଏଥିରେ ?

ଆଇସଲ୍ୟାଣ୍ଡ ପ୍ରାଇଭେଟ୍ ଜେଟ୍ କିଣିବାକୁ ଚାହୁଁଥିଲେ ରିୟା ଚକ୍ରବର୍ତ୍ତୀ | ଆଜି ଆମେ ଖୋଲିବା ସବୁ ରାଜ୍ ଯାହା ରିୟା ଚାହୁଁଥିଲେ ନିଜ ଜୀବନରେ | ରିୟା ନିଜ ସ୍ବପ୍ନ କୁ ପୁରଣ ତ କରିବାକୁ ଚାହୁଁଥିଲେ କିନ୍ତୁ ନିଜ ଦମ୍ ରେ ନୁହଁ ବରଂ ସୁଶାନ୍ତ ଙ୍କ ପଇସାରେ | ରିୟା ଚକ୍ରବର୍ତ୍ତୀ ହେବାକୁ ଚାହୁଁଥିଲେ ହୋଟେଲ୍ ର ମାଲିକାଣି |

 

ବର୍ତମାନ ଭାଇରାଲ୍ ହେଉଚି ରିୟା ଙ୍କ ଭିଡିଓ, ଯେଉଁଥିରେ ରିୟା ଗୋଟେ ଇଣ୍ଟଭିଉରେ ଥିଲେ, ସୋସିଆଲ ମିଡ଼ିଆ ରେ ରିୟା ଙ୍କୁ କରା ଯାଉଛି ଟ୍ରଲ୍ | ସୁଶାନ୍ତ ଙ୍କ ମୃତ୍ୟୁ କେଶ୍ ରେ ଯେଉଁଠି ED ସନ୍ଦେହ କରିଛନ୍ତି ରିୟା ଙ୍କୁ ସେଠି ରିୟା ମଧ୍ୟ୍ୟ ୧୫ କୋଟି ଟଙ୍କାର ହେରା ଫେରି ପାଇଁ ED ଙ୍କ ପାଖରେ ହେଉଛନ୍ତି ହାଜିର୍ | ଏହା ମଧ୍ୟରେ ରିୟା ଚକ୍ରବର୍ତ୍ତୀ ଙ୍କ ପୁରୁଣା ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ରିୟା ନିଜର ସ୍ବପ୍ନ ବିଷୟରେ କହିଛନ୍ତି |

ଗୋଟେ ପୁରୁଣା ଭିଡିଓ ସାମ୍ନାକୁ ଆସିଚି ଯେଉଁଥିରେ ରିୟା ଙ୍କୁ ପଚରା ଯାଇଛି ସେ ନିଜ ଜୀବନରେ କଣ୍ କଣ୍ ଚାହାନ୍ତି ସେତେବେଳେ ରିୟା କହିଛନ୍ତି ମୁଁ ଆଇଲ୍ୟାଣ୍ଡ କିଣିବାକୁ ଚାହୁଁଚି, ମୁଁ ପ୍ରାଇଭେଟ୍ ଜେଟ୍ କିଣିବାକୁ ଚାହୁଁଚି ଏବଂ ମୁଁ ଚାହେଁ କି ମୋର ନିଜର ହୋଟେଲ୍ ହେଉ ଏବଂ ମୁଁ ତାର ମାଲିକିଆଣି ହୁଏ |

ଏହା କହି ରିୟା ହସିବାକୁ ଲାଗିଥିଲେ | ଏହି ଭିଡିଓ ଦେଖିକି ସୋସିଆଲ ମିଡିଆ ରେ ଲୋକ ରିୟା ଙ୍କୁ ଟ୍ରଲ୍ କରୁଛନ୍ତି | କିଛି ଲୋକ ଏହା କମ୍ମେନ୍ଟ କରିଛନ୍ତି କି ନିଜର ପଇସାରେ କରୁଚ ଯଦି କର ଅନ୍ୟର ପଇସାରେ ସ୍ବପ୍ନ ଦେଖନି | ଆଊ କିଛି ଲୋକ କହିଛନ୍ତି ବହୁତ୍ ଜଲ୍ଦୀ ହୋଟେଲ୍ ରେ ରହିବ ରୁହ ଏମିତି ହୋଟେଲ୍ ଯେଉଁଠି ସବୁ ଜିନିଷ ଫ୍ରୀ |ଜେଲ୍ ଗଲେ ନିଜର ଔକାତ୍ ଜାଣିବ ରୁହ |

ଏହି ପରି ରିୟା ଙ୍କୁ ଟ୍ରଲ୍ କରାଯାଇଛି | ଏହି ଭିଡିଓ ୨୦ ସେକେଣ୍ଡ ର ଅଟେ କିନ୍ତୁ ଏବେ ଏହା ଭାଇରାଲ ହୋଇଛି ଏବଂ କୁହାଯାଉଛି ସୁଶାନ୍ତ ଙ୍କ ପଇସାରେ ସ୍ବପ୍ନ ପୂରଣ କରିବାକୁ ଚାହୁଁଥିଲେ ରିୟା | ସୁଶାନ୍ତ ଙ୍କୁ ନ୍ୟାୟ ଦେବା ପାଇଁ ପୁରା ଭାରତ ଲାଗିପଡିଛନ୍ତି |

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ | ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ | ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ | ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ |