ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ଚାରି ଆଡେ ରଶ୍ମିତା ଓ ନେହା ଙ୍କ ଖାଦ୍ୟ ବିକ୍ରି କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ଜଣ ଦୁଇ ଯା । ଏମାନେ ଶିକ୍ଷିତ ହୋଇ ମଧ୍ୟ କୌଣସି ଚାକିରି ନ କରି ଖାଦ୍ୟ ପ୍ରସ୍ତୁତ କରି ଗାଡି ରେ ଆଣି ରାଜ ରାସ୍ତା ରେ ବିକ୍ରି କରୁଛନ୍ତି । ଓ ସୁଲଭ ମୂଲ୍ଯରେ ମଧ୍ୟ ଖାଦ୍ୟ ବିକ୍ରି କରୁଛନ୍ତି । ତାଙ୍କର ଖାଦ୍ୟ ପ୍ରସ୍ତୁରି ଦେଖିବାକୁ ଓ ଖାଇବାକୁ ଆହୁତ ସ୍ଵାଦିଷ୍ଟ ଓ ତ ଏଲ ମସାଲା ମଧ୍ୟ କମ ରହୁଛି । ଯାହା ପାଇଁ ସହ ସହ ଲୋକ ଖାଇବାକୁ ଆସୁଛନ୍ତି ।
ଆଉ ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ସୁର ରାଉତରାଟ ମଧ୍ୟ ଆସି ପହଞ୍ଚିଛନ୍ତି ନେହା ଓ ରଶ୍ମିତା ଙ୍କ ଖାଦ୍ୟ ଟେଷ୍ଟ କରିବାକୁ । ଆଉ ସୁର ଭାଇ ନେହା ଓ ରଶ୍ମିତା ଙ୍କ ହାତ ତିଆରି ରସାବଳୀ ଖାଇ ବେସ ପ୍ରଶଂସା ମଧ୍ୟ କରିଛନ୍ତି । ଆଉ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି । ଆସନ୍ତୁ ନଜର ପକାଇବା ପୁରା ଖବର ଉପରେ । ସୁର ଭାଇ କହିଛନ୍ତି ଯେ “ମୁଁ ଯାହା ଦେଖିଲି ରାଜ ରାସ୍ତାରେ ଘରର ଶିକ୍ଷିତା ବୋହୂ ଲଜ୍ୟା ସରମ କୁ ଖାତିର ନ କରି ଖାଦ୍ୟ ବିକ୍ରି କରୁଛନ୍ତି ।
ଏ ଭଉଣୀ ମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ପଇସା ଦିଆ ହେବ କିଛି ନାହିଁ କିନ୍ତୁ ସୁଖାଦ୍ୟ ଯୋଗାଇ ଦେଉଛନ୍ତି ଏମାନେ । ଓଃ ବିୟୁଟିଫୁଲ ! ଏମାନେ ଦୁଇ ଜଣକ ଏତେ ଶିକ୍ଷିତା ହୋଇ ମଧ୍ୟ ଲୋକଙ୍କୁ ଖାଦ୍ୟ ଖାଇବାକୁ ଦେଉଛନ୍ତି । ଏହା ଦେଖି ମୁଁ ବହୁତ ଖୁସି ଅଛି । ଏମିତି ଆଗକୁ ମାଡି ଚାଲ” । ଏହା ପରେ ନେହା ଓ ରଶ୍ମିତା ନିଜର ମତ ଦେଇଛନ୍ତି ଯେ “ସୁର ଅଜା ଆମ ଖାଇବା ଖାଇଲେ ଆମକୁ ବହୁତ ଖୁସି ଲାଗୁଛି ।
ଏତେ ଭିଡ ହେଉଛି ଦେହି ଆମେ ବହୁତ ଖୁସି ଅଛୁ । ଆମେ ଭଲ ଖାଇବା ଦେବୁ । ସୁର ଅଜା ଆମକୁ ଏତେ ସହଯୋଗ କରିଲେ ଆମ ବହୁତ ଖୁସି ଲାଗୁଛି । ଆମର ଖାଦ୍ଯର କ୍ଵାଲିଟି ଯେମିତି ଅଛି ଆଗକୁ ମଧ୍ୟ ସେମିତି ରହିବ । ସୁର ଅଜା ଆମ ହାତ ତିଆରି ରସାବଳୀ, ହଲୱା, ପୋଡପିଠା ଖାଇଲେ । ଆମେ ସ୍ପେଶାଲି ସୁର ଅଜା ଙ୍କ ପାଇଁ ପିଠା କରିଥିଲୁ ।
ମାଡି ଚାଲ ଡାଇଲଗ ସୁର ଅଜା ଆମକୁ କହିଲେ ଆମେ ବି ଏମିତି ଆଗକୁ ମାଡି ଚାଲିବୁ” । ତେବେ ନେହା ରଶ୍ମିତା ଙ୍କ ଖାଇବାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଚାଲିଛି । ଦୁଇ ବୋହୂ ମିଶି ଏମିତି କାମ କରୁଛନ୍ତି ଯାହା ପାଇଁ ତାଙ୍କ ଶ୍ଵଶୁର ମଧ୍ୟ ଗର୍ବ ଅନୁଭବ କରୁଛନ୍ତି । ଦୁହେଁ ଆଗକୁ ଏମିତି ଭଲ ଭଲ ଖାଇବା ଲୋକଙ୍କୁ ଦେବେ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।