ନମସ୍କାର ବନ୍ଧୁଗଣ । ସଂଗୀତ ହେଉଛି ଏମିତି ଏକ ଶବ୍ଦ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ସଂଗୀତ ମାଧ୍ୟମରେ ଗୋଟେ ହୃଦୟକୁ ଆଉ ଗୋଟେ ହୃଦୟ ଜିତାଯାଇ ପାରିବ । ଓଡିଶାରେ କଣ୍ଠଶିଳ୍ପୀ ମାନଙ୍କର କମି ନାହି ।
ଅନେକ ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନେ ନିଜର କଣ୍ଠ ଦାନ କରି ଅନେକ ସଂଗୀତରେ କଣ୍ଠ ଦାନ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସୁର ରାଉତଙ୍କର ଆଉ ଏକ ନୂଆ ଗୀତ ମାର୍କେଟକୁ ଆସିଛି ଯାହା ଖୁବ ଜୋରସୋରରେ ଆଗେଇ ଚାଲିଛି ସେହି ବିଷୟରେ କିଛି କହିବାକୁ ଯାଉଛୁ । ସୁର ରାଉତ ଓ କଣ୍ଠଶିଳ୍ପୀ ମନାଲି “ମୋ ବାପା ସରକାରୀ ସ୍କୁଲରେ ପାଠ ପାଢୀ କଲେକ୍ଟର” ଗୀତରେ କଣ୍ଠ ଦାନ କରିଛନ୍ତି ।
ଦୁହେଁ ଏତେ ସୁନ୍ଦର ଭାବେ ଏହି ଗୀତଟିକୁ ପେସ କରିଛନ୍ତି ଯାହା ଅତି ପ୍ରଶଂସାର କଥା ଅଟେ । ଏହି ଗୀତକୁ ବିଭୁତି ସ୍ଵାଇଁ ଲେଖିଛନ୍ତି । ଏହି ମଜାଦାର ଗୀତକୁ ରଶ୍ମୀ ରଞ୍ଜନ ମ୍ୟୁଜିକ ଦେଇଛନ୍ତି । ଏତେ ସୁନ୍ଦର ଭାବେ ମ୍ୟୁଜିକ ଏହି ଗୀତରେ ଦିଆ ଯାଇଛି ଯେ ଯାହାକୁ ସୁର ରାଉତ ଚମତ୍କାର ବୋଲି କହି ପ୍ରଶଂସା କରିଛନ୍ତି ।
ଏହି ଗୀତକୁ ଗାଇବା ସମୟରେ ସୁର ରାଉତ ଓ ମୋନାଲି ବହୁତ ମଜାମସ୍ତି କରି ଗାଇଛନ୍ତି । ଏହି ଗୀତ ଗାଇବାର ପ୍ରକୃତ ଅର୍ଥ ହେଉଛି କୌଣସି ସରକାରୀ ବା ପ୍ରାଇଭେଟ ସ୍କୁଲକୁ ନିନ୍ଦା କରାଯାଇ ନାହି । ବରଂ ଏହି ଗୀତ ଜରିଆରେ ପିଲା ମାନଙ୍କୁ ଏତିକି ସୂଚନା ଦିଆ ଯାଇଛି ଯେ ସେମାନେ ଯେଉଁ ସ୍କୁଲରେ ପାଠ ପଢନ୍ତୁ ନାଁ କାହିଁଙ୍କି ଭଲ ପାଠ ପଢନ୍ତୁ ।
ସୁର ରାଉତ ନିଜ ମତରେ କହିଛନ୍ତି ଯେ କଳା ସବୁଠାରେ ଆଦର ପାଇଥାଏ । ମୋନଲି ଯେଉଁ ଭଳି ଭାବେ ଏହି ଗୀତକୁ ପେସ କରିଛନ୍ତି ତାହା ତାଙ୍କ ହୃଦୟକୁ ଛୁଇଁ ପାରିଛି । ଏହା ସହ ସୁର ରାଉତ କହିଛନ୍ତି ଯେ ସରକାରୀ ବା ପ୍ରାଇଭେଟ ସ୍କୁଲ ହେଉ ପିଲା ମାନେ ଭଲ ପାଠ ପାଢୀ ନିଜ ପିତା ମାତାଙ୍କର ନାଁ ରଖିବା ଉଚିତ । ପିଲା ମାନେ ସରକାରୀ ବା ପ୍ରାଇଭେଟ ସ୍କୁଲକୁ ଘୃଣା କରିବା ଠିକ କଥା ନୁହେ ।
ମୋନାଲି ନିଜ ମତରେ କହିଛନ୍ତି ଯେ ସୁର ରାଉତଙ୍କ ସହ ଗୀତ ଗାଇ ସେ ବହୁତ ମଜାମସ୍ତି କରିଛନ୍ତି । କାରଣ ସୁର ରାଉତ ବହୁତ ମଜାଦାର ପ୍ରକୃତିର ବ୍ୟକ୍ତି ଅଟନ୍ତି । ସୁର ରାଉତଙ୍କର ଏହି ଗୀତାଟି ବହୁତ ଦମାଦାର ହୋଇ ବର୍ତ୍ତମାନ ମାର୍କେଟରେ ଜୋରସୋରରେ ପ୍ରଚାର ହେବାରେ ଲାଗିଛି ଯାହା ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସୁଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ