Vastu Tips- ପୂଜା କର କି ନକର, ଜୀବନରେ ଏହି 4 ଅଭ୍ଯାସ ନିଶ୍ଚୟ ରଖନ୍ତୁ, ଦରିଦ୍ରତା ଛୁଇଁ ବି ପାରିବନି

ଆଜିକାଲି ବ୍ୟକ୍ତି ନିଜର କମ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ପୂଜା ପାଠରେ ଧ୍ୟାନ ଦେଇ ପାରୁ ନାହି । ମଣିଷର ସ୍ଵଭାବ ତା ଜୀବନରେ ଖରାପ ଓ ଭଲ ପ୍ରଭାବ ପକାଇଥାଏ । ଯାହା ଫଳରେ ମଣିଷର ଭଲ କାମ ପାଇଁ ଭଲ ଫଳ ଓ ଖରାପ କାମ ପାଇଁ ଖରାପ ଫଳ ମିଳିଥାଏ ।

ଇଶ୍ଵର କେବେ ଦାନ ଧତମ ପାଇଁ ନୁହଁ ବରଂ ସତ ମାର୍ଗର ଆଚରଣ କରିଲେ ପ୍ରସନ ହୋଇଥାନ୍ତି । ତେଣୁ ପ୍ରତେକ ବ୍ୟକ୍ତିକୁ ନିଜର ନୀତିଦିନ ରେ ଭଗବାନଙ୍କର ପୂଜା ଆର୍ଧନା କିଛି ସମୟ ପାଇଁ କରିବା ଉଚିତ । ଆଜି ଆମେ ଆପଣ ମାନଙ୍କୁ ଭଗବାନ କୃଷ୍ଣଙ୍କ କହିବା ଅନୁସାରେ କେଉଁ କମ କରିଲେ ଦରିଦ୍ରତା ଦୂର ହୋଇଥାଏ ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

୧- ଭଗବାନ କୃଷ୍ଣଙ୍କ ମତରେ ପ୍ରତେକ ମାନବକୁ ସକାଳୁ ଉଠିବା ପରେ ଭଗବାନଙ୍କ ନାମ ସ୍ମରଣ ଅକରିବା ଉଚିତ । ବିଶେଷ କରି ସପ୍ତାହର ଗୋଟିଏ ଦିନ ଭଗବନାଙ୍କ ପୂଜା କରିବା ସହ ତାଙ୍କର ମନ୍ତ୍ର ଜପ କରିବା ପାଇଁ ସମୟ ବାହାର କରିବା ଉଚିତ । ଏହା ଦ୍ଵାରା ପରିବାର ଓ ଘର ସୁଖ ସମୃଦ୍ଧି ଆଗମନ ହୋଇଥାଏ ।

୨- ଶାସ୍ତ୍ର ଅନୁସାରେ ବିନା ସ୍ନାନ କରି ରୋଷେଇ ଘରକୁ ଯିବା ଅନୁଚିତ । କିନ୍ତୁ ଆଜିକାଲୀ ଲୋକ ମାନେ ଏହାର କୌଣସି ପାଳନ କରୁ ନାହାନ୍ତି । ତେଣୁ ଘରର ସୁଖସାନ୍ତି ପାଇଁ ନାରୀ ମାନଙ୍କୁ ସ୍ନାନ କରିବା ପରେ ରୋଷେଇ ଘରକୁ ଯାଇ ପ୍ରଥମେ ପ୍ରଣାମ କରି ରୋଷେଇ ଆରମ୍ଭ କରିବା ଉଚିତ । ଏପରି କରିବା ଦ୍ଵାରା ଅଗ୍ନି ଦେବତାଙ୍କ ସହ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ମିଳିଥାଏ ।

୩-  ଶାସ୍ତ୍ର ଅନୁସାରେ କେବେ ବି ଏମିତି ଶବ୍ଦର ଉଚାରଣ କରନ୍ତୁ ନାହି ଯାହା ଦ୍ଵାରା ଅନ୍ୟ ମାନେ ଦୁଖୀ ହେବେ । କେବେ ବି କାହାକୁ ଅପମାନ ହେଲା ଭଳି କଥା କହିବା ଅନୁଚିତ । ନିଜ ଠାରୁ ବଡ ଗୁରୁଜନ ମାନଙ୍କଉ କୌଣସି କଟୁ କଥା କହିବା ଉଚିତ ନୁହେ । ଗହରର ନାରୀଙ୍କୁ ସମାନ ଦେବା ଉଚିତ । କୌଣସି ଅସହାୟକୁ ଦାନ ଧର୍ମ କରିବା ଉଚିତ ।

୪- ଭଗବାନ ଶ୍ରୀ କୃଷ୍ଣଙ୍କ ମତରେ ମଣିଷ ଚାଲିବା ସମୟରେ ତା ପାଦ ତଳେ କୌଣସି ଛୋଟ ଜୀବର ମୃତ୍ୟୁ ନ ହେଉ । ଘରୁ ବାହାରିବା ସମୟରେ ଭଗବାନଙ୍କ ନାମ ନେଇ ବାହାରିବା ଉଚିତ । ଏହିଭଳି ସ୍ଵଭାବ ଥିବା ବ୍ୟକ୍ତି ଜୀବନରେ ଉନ୍ନତି କରିବା ସହ ଦରିଦ୍ରତାର କେବେ ଶିକାର ହୋଇ ନ ଥାଏ । ଏହିଭଳି ବ୍ୟକ୍ତି ପାଖରେ ଭଗବାନ ବିପଦ ସମୟରେ ସହାୟ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଧନ୍ୟବାଦ