ଦୁନିଆରେ ସବୁଠୁ ଅଧିକ ଆୟ କରିବା ବାଲା ଅଭିନେତା ହେଲେ ଅକ୍ଷୟ କୁମାର, କେତେକ ହଲିଉଡ ଅଭିନେତାଙ୍କୁ ମଧ୍ୟ ଛାଡିଲେ ପଛରେ, ଦେଖନ୍ତୁ କେତେ ନଂରେ ଅଛନ୍ତି ସେ

ଅକ୍ଷୟ କୁମାର ବଲୀଉଡର ଏକ ମାତ୍ର ଅଭିନେତା ଅଟନ୍ତି ଯାହାଙ୍କୁ ସମସ୍ତ ବୟସର ଦର୍ଶକମାନେ ପସନ୍ଦ କରନ୍ତି । ସେ ସବୁବେଳେ ଚେଷ୍ଟା କରନ୍ତି କି ତାଙ୍କର ଦର୍ଶକମାନଙ୍କୁ ସେ କିଛି ନୂଆ ଦେବେ । କହିବାକୁ ଗଲେ ଅକ୍ଷୟ ଆଜିକାଲି ସାମାଜିକ ଘଟଣା ଉପରେ ଅଧିକ ଫିଲ୍ମ କରୁଛନ୍ତି । ବର୍ତ୍ତମାନ ହିଁ ବକ୍ସ ଅଫିସରେ ରିଲିଜ ହୋଇଥିବା ତାଙ୍କର ଫିଲ୍ମ ‘ମିଶନ ମଂଗଲ’ ଭଲ ଆୟ କରୁଛି । ଅକ୍ଷୟଙ୍କର ଫିଲ୍ମ ହିଟ ହେବା ପରେ ତାଙ୍କର ଫ୍ୟାନମାନେ ବହୁତ ଖୁସି ଅଛନ୍ତି ।

ଏମିତିରେ ଆଜିର ଏହି ପୋସ୍ଟରେ ଆମେ ତାଙ୍କ ଫ୍ୟାନମାନଙ୍କ ପାଇଁ ଅନ୍ୟ ଏକ ଖୁସିଖବର ନେଇ ଆସିଛୁ । କହିବାକୁ ଗଲେ ବର୍ତ୍ତମାନ ହିଁ ଫୋର୍ବସ ଦୁନିଆର ସବୁଠୁ ହାଈଏସ୍ଟ ପେଡ ଅଭିନେତା ମାନଙ୍କର ଲିସ୍ଟ ଜାରି କରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅକ୍ଷୟ ଏହି ଲିସ୍ଟରେ ନିଜର ଜାଗା କରି ନେଇଛନ୍ତି ।

ଆପଣଙ୍କୁ କହିଦେଉଛୁ ଯେ ଅକ୍ଷୟ କୁମାରଙ୍କର ନାମ ଦୁନିଆର ସବୁଠୁ ଅଧିକ ଆୟ କରିବା ବାଲା ଅଭିନେତାମାନଙ୍କ ମଧ୍ୟରେ ସାମିଲ ହୋଇ ଯାଇଛି । ଅକ୍ଷୟ ଏକମାତ୍ର ଭାରତୀୟ ଅଭିନେତା ଅଟନ୍ତି ଯାହାଙ୍କୁ ଟପ ୧୦ ଲିସ୍ଟରେ ଜାଗା ମିଳିଛି । ସୂଚନା ଅନୁସାରେ କହିଦେଉଛୁ ଯେ ଦୁନିଆର ସବୁଠୁ ହାଈଏସ୍ଟ ପେଡ ଏକ୍ଟର୍ସ ଅଫ ୨୦୧୯( ଅଧିକ ପାରିଶ୍ରାମିକ ପାଉଥିବା ଅଭିନେତା)ର ଲିସ୍ଟରେ ଅକ୍ଷୟ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି ।

ଫୋର୍ବ୍ସ ଡଟ କମ ଲିସ୍ଟ ଅନୁସାରେ ଅକ୍ଷୟ ଏହି ବର୍ଷ ୬.୫ କୋଟି ଡଲାରର ଆୟ କରିଛନ୍ତି । ଆୟ ମାମଲାରେ ଅକ୍ଷୟ କେତେକ ହଲିଉଡ ଷ୍ଟାରଙ୍କୁ ବି ପଛରେ ଛାଡି ଦେଇଛନ୍ତି । ଆସନ୍ତୁ ନଜର ପକାଇବା ଏହି ଟପ ୧୦ ଲିସ୍ଟରେ ।

ଏମାନେ ଅଟନ୍ତି ୨୦୧୯ର ବିଶ୍ଵର ସବୁଠୁ ଅଧିକ ଆୟ କରୁଥିବା ଟପ ୧୦ ଅଭିନେତା

୧. ଡ୍ୱେନ ଜନସନ – ୮.୯୪ କୋଟି ଡଲାର

୨. କ୍ରିସ ହେମ୍ସୱର୍ଥ – ୭.୬୪ କୋଟି ଡଲାର

୩. ରବର୍ଟ ଡାଉନୀ ଜୂନିୟର – ୬.୬ କୋଟି ଡଲାର

୪. ଅକ୍ଷୟ କୁମାର – ୬.୫ କୋଟି ଡଲାର

୫. ଜୈକୀ ଚୈନ – ୫.୮ କୋଟି ଡଲାର

୬. ବ୍ରୈଡଲୀ କୂପର – ୫.୭ କୋଟି ଡଲାର

୭. ଏଡମ ସୈଂଡଲର – ୫.୭ କୋଟି ଡଲାର

୮. କ୍ରିସ ଇୱାଂସ – ୪.୩୫ କୋଟି ଡଲାର

୯. ପଲ ରୁଡ – ୪.୧କୋଟି ଡଲାର

୧୦. ୱିଲ ସ୍ମିଥ – ୩.୫ କୋଟି ଡଲାର

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।