୩୭୦ ଉପରେ ସାରା ଦୁନିଆ ଠାରୁ ଅପାମାନ ହୋଇଥିବା ପାକ କହିଲା – ଫ୍ରାନ୍ସ ଯିବା ପାଇଁ ମୋଦୀ କରିଲେ ଆମର ଏୟାରସ୍ପେସର ବ୍ୟବହାର, ଆଉ ତା ପରେ…

ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ଦେଶର ଭ୍ରମଣରେ ଯାଇଛନ୍ତି । ନିଜର ପ୍ରଥମ ଭ୍ରମଣରେ ସେ ଗୁରୁବାର ଦିନ ଫ୍ରାନ୍ସ ଯାଇ ରାଷ୍ଟ୍ରପତି ଇମୈନୁଅଲ ମେକ୍ରୋଂନାକ ସହ ଦେଖା କରିଲେ । ଏହି ଦେଖା ସାକ୍ଷାତରେ ଦୁଇଇ ଜଣ ଦେଶର କେତେକ ମୁଦ୍ଦା ଉପରେ କଥାବାର୍ତ୍ତା ବି କରିଲେ । ଆଜିକାଲି ଯେଉଁଠି ମୋଦୀ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିଷୟରେ ଚର୍ଚା ଚାଲିଛି ।

କିନ୍ତୁ ଅନ୍ୟ ପଟେ ଏହା ମଧ୍ୟରେ ପାକିସ୍ତାନରେ ଅନ୍ୟ ଏକ ବିଷୟରେ ଚର୍ଚା ଚାଲିଛି । କହିବାକୁ ଗଲେ ଫ୍ରାନ୍ସ ଯିବା ପାଇଁ ମୋଦୀଙ୍କର ବିମାନ ଏୟାରଇଣ୍ଡିୟା ୱାନ ପାକିସ୍ତାନ ଉପର ଦେଇ ଯାଇଥିଲା । କିନ୍ତୁ ପାକିସ୍ତାନ ନ୍ୟୁଜ ୱେବସାଇଟ ଟୁଡେ ଖବର ଚଳାଇଲା କି ମୋଦୀ ଫ୍ରାନ୍ସ ଯିବା ପାଇଁ ପାକିସ୍ତାନର ଏୟାରସ୍ପେସ ବ୍ୟବହାର କରିଥିଲେ ।

କହିଦେଉଛୁ ଯେ ବର୍ତ୍ତମାନ ଦିନରେ ମୋଦୀ ଫ୍ରାନ୍ସ, ୟୁଏଈ ଓ ବହରୀନ ଦେଶ ଗୁଡିକ ଭ୍ରମଣରେ ଯାଇଛନ୍ତି । ୟୁଏଈରେ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକର ସମ୍ମାନ ‘ଅର୍ଡର ଅଫ ଜାୟଦ’ ଦ୍ଵାରା ସମ୍ମାନିତ କରାଯିବ ।

ପାକିସ୍ତାନ ବନ୍ଦ କରିଲା ନିଜର ଏୟାରସ୍ପେସ

ପୁଲୱାମା ଆତଙ୍କି ଆକ୍ରମଣର ଜବାବରେ ଭାରତୀୟ ସେନା ବାଲାକୋଟରେ ସ୍ଥିତ ବହୁତ ଆତଙ୍କି କ୍ୟାମ୍ପକୁ ନଷ୍ଟ କରି ଦେଇଥିଲେ । ଭାରତ ଦ୍ଵାରା କରାଯାଇଥିବା ଏହି ଏୟାରଷ୍ଟ୍ରାଇକରେ ପାଖାପାଖି ୩୦୦ରୁ ଅଧିକ ଆତଙ୍କି ମରି ଥିଲେ । ଏହା ପରେ ପାକିସ୍ତାନ ରାଗି ଯାଇ ସେହି ସମସ୍ତ ବିମାନକୁ ନିଜର ଏୟାରସ୍ପେସରେ ବନ୍ଦ କରିଦେଲା ଯେଉଁ ଗୁଡିକ ଭାରତ ଦେଇ ଯିବା ଆସିବା କରୁଥିଲା । କିନ୍ତୁ ବହୁତ ମାସ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଜୁଲାଇରେ ଏହାକୁ ହଟା ଯାଇଥିଲା ।

ଜୁନରେ ପାକିସ୍ତାନ ଦେଲା ମୋଦୀଙ୍କର ବିମାନକୁ ମଞ୍ଜୁରୀ

ଏହା ପରେ ଜୁନରେ ଯେତେବେଳ ପିଏମ ମୋଦୀଙ୍କୁ କିର୍ଗିସ୍ତାନ ଯିବାର ଥିଲା ତେବେ ପାକିସ୍ତାନ ତାଙ୍କୁ ନିଜର ଏୟାରସ୍ପେସକୁ ବ୍ୟବହାର କରିବା ପାଇଁ କହିଥିଲେ । ଏଠି ପିଏମ ମୋଦୀଙ୍କୁ SCO ସମିଟ (ଶଂଘାଈ ଅପରେଶନ ଅର୍ଗେନାଇଜେଶନ)ରେ ସାମିଲ ହେବା ପାଇଁ ଯିବାର ଥିଲା । କିନ୍ତୁ ପିଏମ ମୋଦୀ ବିନା ପାକିସ୍ତାନ ଏୟାରସ୍ପେସ ବ୍ୟବହାର କରି ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ ।

ପୁଣି ବନ୍ଦ କରିଲା ଏୟାରସ୍ପେସ

ଜାମ୍ମୂ – କାଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫Aକୁ ହଟାଇବା ପରେ ପାକିସ୍ତାନ ନିଜର ଏୟାରସ୍ପେସର ୧୧ରୁ ୩ଟି ଏୟାରସ୍ପେସ ରୁଟକୁ ବନ୍ଦ କରିଦେଲା । କିନ୍ତୁ ଏହି ନିଷ୍ପତି ତାଙ୍କ ଉପରେ ହିଁ ଭାରି ପଡିଗଲା । ଏହି ସମୟରେ ସେମାନଙ୍କର ପାଖାପାଖି ୭୦୦ କୋଟି ଟଙ୍କା କ୍ଷତି ହୋଇଗଲା ।

କହିବାକୁ ଗଲେ କୌଣସି ବି ବିମାନକୁ ଅନ୍ୟ ଏକ ଦେଶର ଏୟାରସ୍ପେସରେ ଯାତାୟାତା କରିବା ପାଇଁ ଏକ ଫିସ ଦେବାକୁ ପଡିଥାଏ । ବୋଧେ ଏହି କାରଣ ଅଟେ କି ଭାରତ ସହିତ ସମ୍ପର୍କ ଭଲ ନ ହେବା ସତ୍ବେ ବି ପାକିସ୍ତାନ ନିଜର ଏୟାରସ୍ପେସକୁ ଖୋଲିବା ପାଇଁ ବାଧ୍ୟ ହେଲା ।