ନିଜ ସୁନ୍ଦରତା ପାଇଁ ବେଶ୍ୟା ହେଇଗଲା ସଂସାରର ସବୁଠୁ ସୁନ୍ଦର ଝିଅ, ପୁରା ସହରର ହେଉଥିଲା ମନୋରଞ୍ଜନ

ଯଦି ଆମେ ଇତିହାସ କୁ ଖୋଲି କରି ଦେଖିବା ଆମକୁ ବହୁତ ସାରା କାହାଣୀ ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଥାଏ । ଏମତି କିଛି କାହାଣୀ ପଢିବାକୁ ଏବଂ ଶୁଣିବାକୁ ଭଲ ଲାଗେ । କାରଣ କିଛି କାହାଣୀ ଏତେ ବାସ୍ତବିକ ହୋଇଥାଏ ଯେ ତାହା ଆମକୁ ପସନ୍ଦ ଆସେ । ଆଜି ଆମେ ସେହିଭଳି ଏକ କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ।

ଆମ୍ରପାଲୀ ଙ୍କୁ ଇତିହାସ ର ସବୁଠାରୁ ସୁନ୍ଦର ମହିଳା କୁହାଯାଏ ଏବଂ କୁହାଯାଏ କି ତାଙ୍କ ଭଳି ସୁନ୍ଦର ଆଉ କେହି ମହିଳା ନଥିଲେ । ଆମ୍ରପାଲୀ ଙ୍କର ବାପା – ମାଆ ତାଙ୍କୁ ପିଲାବେଳୁ ଗୋଟେ ଗଛ ତଳେ ଛାଡିଦେଇ ଚାଲି ଯାଇଥିଲେ । ଏବଂ ସେହି ପିଲାର ଯିଏ ପାଳନ – ପୋଷଣ କରିଲା ସିଏ ତାକୁ ଆମ୍ରପାଲୀ ନାଁ ରଖିଲା । ଆମ୍ରପାଲୀ ନିଜର ଯୁବ ଅବସ୍ଥାରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏବଂ ତାଙ୍କ ସୁନ୍ଦରତା ରେ ସେ ସମସ୍ତ ଙ୍କର ମନ ମୋହୀ ନେଲେ ।

କିନ୍ତୁ ବୋଧେ ଆମ୍ରପାଲୀ ର ସୁନ୍ଦରତା ତାଙ୍କ ଜୀବନ ପାଇଁ ସବୁଠୁ ବଡ ଶତୃ ପାଲଟି ଥିଲା। ଆମ୍ରପାଲୀ ଯେତେବଳେ ପୂର୍ଣ୍ଣ ଯୌବନ ଅବସ୍ଥାରେ ଆସିଲେ ସେ ସଂସାର ର ସବୁଠୁ ସୁନ୍ଦର ମହିଳା ଦେଖା ଗଲେ ।

ଆମ୍ରପାଲୀ ଙ୍କୁ ପାଇବା ପାଇଁ ଲୋକମାନେ ନିଜ ନିଜ ଭିତରେ ଯୁଧ୍ୟ କରିବା ପାଇଁ ତତ୍ପର ରହୁଥିଲେ । ଆମ୍ରପାଲୀ ର ଚର୍ଚ୍ଚା ସବୁଠାରେ ହେବାର ଲାଗିଲା । ଆମ୍ରପାଲୀ ର ପିତା – ମାତା ଙ୍କ ସମସ୍ୟା ବଢି ଗଲା କାରଣ ତାଙ୍କ ଝିଅ ଉପରେ ସମସ୍ତେ ଖରାପ ନଜର ପକାଉଥିଲେ । ଏଥିରୁ ସେ ଜାଣିଗଲେ ଯେ ଯଦି ଆମ୍ରପାଲୀର ବିବାହ କାହା ସହିତ କରିଦେଉଛନ୍ତି ତେବେ ଲୋକମାନେ ତାହାର ଶତୃ ହୋଇଯିବେ । ଏହି ଗମ୍ଭୀର ସମସ୍ୟା ର ସମାଧାନ ପାଇଁ ଗୋଟେ ଦିନ ୱୈଶାଲୀ ରେ ସଭା ର ଆୟୋଜନ କରାଗଲା ।

କିନ୍ତୁ ସବୁ ପ୍ରକାର ପ୍ରୟାସ କରିବା ପରେ ମଧ୍ୟ ଏହି ସମସ୍ୟା ର କୌଣସି ସମଧାନ ବାହାରିଲା ନାହିଁ । ଏବଂ ଶେଷରେ ସମସ୍ତଙ୍କ ସହମତିରେ ଆମ୍ରପାଲୀ କୁ ୱୈଶାଲୀ ର ନଗରୱଧୂ ମାନେ ବେଶ୍ୟା ଘୋଷିତ କରା ଗଲା । ଏହି ପରି ଏକ ସୁନ୍ଦର ଝିଅ କୁ ବିନା ନିଜର ସହମତି ରେ ନଗରବଧୂ କରାଗଲା ଏବଂ ସେ କେତେ ବର୍ଷ ପର୍ଯ୍ଯନ୍ତ ୱୈଶାଲୀ ର ଲୋକମାନଙ୍କର ମନୋରଞ୍ଜନ କରୁଥିଲେ ଏବଂ ବୟସ ସରିବା ସହିତ ବେଶ୍ୟାବୃତି ରୁ ବାହାରି ସେ ସବୁ କିଛି ତ୍ୟାଗ କରିବାର ନିର୍ଣ୍ଣୟ ନେଲେ ଏବଂ ଶେଷରେ ବୌଦ୍ଧ ଭିକ୍ଷୁଣୀ ହୋଇଗଲେ ।