ବଲିଉଡ ର ଏହିସବୁ ଚର୍ଚ୍ଚିତ ଏକ୍ଟର ହେଉଛନ୍ତି ଅକ୍ଷୟ କୁମାର ଙ୍କ ସବୁଠୁ ବଡ ଶତ୍ରୁ, ତୃତୀୟ ଜଣକ ତ ଏକ ସମୟରେ ଥିଲେ ବେଷ୍ଟ ଫ୍ରେଣ୍ଡ

ପ୍ରତ୍ୟକ ଦିନ ବଲୀଉଡ ର କିଛି ନା କିଛି ଖବର ସାମ୍ନା କୁ ଆସିଥାଏ । ଏହି ଇଂଡସ୍ଟ୍ରୀ ରେ ଯେଉଁଠି ଆପଣଙ୍କୁ ସାଙ୍ଗ ମାନଙ୍କର ଉଦାହରଣ ଦେଉଥିବା ଅଭିନେତା ମିଳିବେ ସେଠି ଦୁସ୍ମନ ବି କିଛି କମ ମିଳିବେ ନାହିଁ । ଷ୍ଟାର ମାନେ ଯେତେ ଭଲ ଭାବରେ ବନ୍ଧୁତା ରକ୍ଷା କରନ୍ତି ସେହିଭଳି ଶତ୍ରୁତା ମଧ୍ୟ ନିଭାନ୍ତି । ଆଜି ଆମେ ଖିଲାଡ଼ି କୁମାର ଅକ୍ଷୟ କୁମାର ବିଷୟରେ କହିବାକୁ ଯାଉଛୁ ଯିଏ କି ଏକ ବଡ କଳାକାର ଅଟନ୍ତି ।

ପରଦାରେ ତାଙ୍କର ଦୋସ୍ତି ଏବଂ ଦୁସ୍ମନି ର ଅଦାକାରୀ ଆପଣ ମାନେ ଖୁବ ଦେଖିଥିବେ କିନ୍ତୁ ଅସଲ ଜୀବନରେ ବଲୀଉଡ ର କିଛି ଏମିତି ଷ୍ଟାର ଅଛନ୍ତି ଯେଉଁ ମାନେ ତାଙ୍କର ଦୁସ୍ମନ ଅଟନ୍ତି । ଆଜି ଆମେ ଅକ୍ଷୟ କୁମାର ଙ୍କ ସେହି ଚାରୋଟି ଦୁସ୍ମନ ବିଷୟରେ କହିବାକୁ ଯାଉଛୁ ।

ସନୀ ଦେଓଲ

ସର୍ବେ ପ୍ରଥମେ ସନୀ ଦେଓଲ । ଆପଣଙ୍କୁ କହୁଛୁ ଯେ ଅକ୍ଷୟ କୁମାର ଙ୍କର ସବୁଠାରୁ ବଡ ଦୁସ୍ମନ ମଧ୍ୟରୁ ଜଣେ ହେଉଛନ୍ତି ସନୀ ଦେଓଲ ଯାହା ସହିତ ଅକ୍ଷୟ କଥାବାର୍ତ୍ତା କରନ୍ତି ନାହିଂ । ଏହା ଏଥିପାଇଁ ସନୀ ଦେଓଲ, ରୱୀନା ଟଂଡନ ଏବଂ ଅକ୍ଷୟ କୁମାର ମଧ୍ୟରେ ଲଭ ଟ୍ରାୟଗଂଲ ହେଇଯାଇଥିଲା ।

ଫରାହ ଖାନ

ଫରାହ ଖାନ ସହିତ ଅକ୍ଷୟ ଙ୍କ ଦୁସ୍ମନି ୨୦୧୨ ରେ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଫରାହ ଏବଂ ଅକ୍ଷୟ ଭଲ ସାଙ୍ଗ ଥିଲେ । ଏମାନଙ୍କ ମଧ୍ୟରେ ପରିବାର ଭଳି ସମ୍ବନ୍ଧ ଥିଲା । ଫିଲ୍ମ ଯୋକର ସମୟରେ ଅକ୍ଷୟ ବହୁତ ଉଦାସ ହେଲେ ଯାହା ଫଳରେ ତାଙ୍କ ଦୁସ୍ମନି ଫରାହ ସହିତ ହୋଇଗଲା ।

ଅଜୟ ଦେୱଗନ

ଏଥିରେ ଅଜୟ ଦେୱଗନଙ୍କ ନାଁ ମଧ୍ୟ ଅଛି। ଅଜୟ ଦେୱଗନଙ୍କ ସହିତ ଅକ୍ଷୟ ଙ୍କ ବହୁତ ପୁରୁଣା ଶତ୍ରୁତା । ଫିଲ୍ମ ଖାକୀ ସମୟରେ ଏମାନଙ୍କ ମଧ୍ୟରେ ଦୁସ୍ମନି ହୋଇଗଲା । କାରଣ ଅଜୟ ଅକ୍ଷୟ ଉପରେ ଆରୋପ ଲଗେଇଲେ କି ତାଙ୍କ କହିବା ଦ୍ଵାରା ନିର୍ଦେଶକ ତାଙ୍କର କିଛି ସିନ କାଟିଦେଲେ । ସେହି ସମୟରୁ ଆରମ୍ଭ କରି ଆଜି ପର୍ଯ୍ଯନ୍ତ ସେମାନେ କଥା ହେଉ ନାହାନ୍ତି ।

ସଲମାନ ଖାନ

ବଲୀଉଡ ର ଦବଙ୍ଗ ଖାନ କୁହାଯାଉଥିବା ସଲମାନ ଖାନ ଙ୍କ ସହ ମଧ୍ୟ ଦୁସ୍ମନ ଅଛି ଅକ୍ଷୟ ଙ୍କର। ସଲମାନ ଏବଂ ଅକ୍ଷୟ ଙ୍କ ଦୁସ୍ମନି ଟ୍ୱିଂକଲ ଖନ୍ନା ପାଇଁ ହୋଇଥିଲା । ସଲମାନ ଙ୍କ ଉପରେ ଆରୋପ ଥିଲା କି ପାର୍ଟି ଭିତରେ ସେ ଅକ୍ଷୟ ଙ୍କ ପତ୍ନୀଙ୍କୁ ବେସୀ ମଦ ପିଆଇ ଦେଇ ଥିଲେ । ଯାହା ଫଳରେ ଟ୍ୱିଂକଲ ଖନ୍ନା ନିଜ କଣ୍ଟ୍ରୋଲ ବାହାରକୁ ପଳେଇଥିଲେ ଅଜୀବ ବ୍ୟବହାର କରିଥିଲେ। ସେବେଠୁ ନେଇ ଆଜି ଜାକେ ସଲମାନ ଓ ଅକ୍ଷୟ ଙ୍କର କଥାବାର୍ତ୍ତା ବନ୍ଦ ଅଛି ।