ଘରର ଏହି କୋଣରେ ରଙ୍ଗୋଲି ବନେଇବା ହେଇଥାଏ ଶୁଭ, ଜାଣନ୍ତୁ କଣ ଆପଣ ଠିକ୍ ଜାଗାରେ ବନଉଛନ୍ତି କି ??

ଆପଣ ସମସ୍ତେ ଜାଣନ୍ତି ଯେ ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ଵ ଦିଆଯାଇଛି । ଏମିତି କୁହାଯାଏ କି ଯେଉଁ ଘରେ ସବୁ ଜିନିଷ ବାସ୍ତୁ ହିସାବରେ ରଖା ଯାଏ ସେଠି ସାକାରାତ୍ମକ ଏନର୍ଜୀ ରହି ଥାଏ । ଏହା ଦ୍ଵାରା ସେହି ଘରେ ସବୁ କାମ ଭଲ ଭାବରେ ହୋଇଯାଏ । ଏହାର ବିପରୀତ ଯେଉଁ ଘରେ ବାସ୍ତୁର ନିୟମ ର ଧ୍ୟାନ ରଖାଯାଏ ନାହିଁ ସେଠି ନାକାରାତ୍ମକ ଏନର୍ଜୀ ଅଧିକ ଥାଏ । ଏହି ସ୍ଥିତିରେ ସେଠି କାମ ଖରାପ ହେବାର ଲାଗେ ଏବଂ ଦୁର୍ଭାଗ୍ୟ ଏବଂ ଅପଶକୁନ ଆସି ଯାଇଥାଏ ।

ଆପଣ ସମସ୍ତେ ଜାଣନ୍ତି ଏବେ ପୁରା ଦେଶରେ ଦୀପାବଳି ର ଧୂମ ଧାମ ଚାଲିଛି । ଏହି ସମୟରେ ଲୋକମାନେ ନିଜ ଘରକୁ ସଜେଇବା ପ୍ରତି ବେସୀ ଧ୍ୟାନ ଦିଅନ୍ତି । ଏହି ସମୟରେ ଘରେ ସମସ୍ତେ ରଙ୍ଗୋଲି ବି ବନାଇ ଥାନ୍ତି । ଏହି ରଙ୍ଗୋଲି ସହିତ ମା ଲକ୍ଷ୍ମୀଙ୍କର ଗୋଡ ମଧ୍ୟ ବନା ଯାଇଥାଏ । ଏବଂ ତାହା ଉପରେ ଦୀପ ବି ଲଗାଯାଇଥାଏ । ସେଥିପାଇଁ ଏହାକୁ ବାସ୍ତୁ ହିସାବରେ ଠିକ ଜାଗାରେ ତିଆରି କରିବା ଦରକାର । ଆଜି ଆମେ ଘରର କେଉଁଠି ରଙ୍ଗୋଲି ବନେଇବା ଉଚିତ ସେହି ବିଷୟରେ କହିବୁ ।

ରଙ୍ଗୋଲି ସବୁବେଳେ ଘରର ମୁଖ୍ୟ ଦ୍ଵାରରେ ବନେଇବା ଉଚିତ । କେତେକ ଲୋକମାନେ ଘରର ମୁଖ୍ୟ ଦ୍ଵାର କୁ ଛାଡି ଅନ୍ୟ ଏକ କୋଣରେ ରଙ୍ଗୋଲି ବନେଇବାକୁ ଲାଗନ୍ତି । ରଙ୍ଗୋଲି ଅନେକ ଶୁଭ କାମ, ଦୀପାବଳି ଓ ପଞ୍ଚୁକ ଭଳି ପର୍ବ ପର୍ବାଣି ରେ ଦେବା ଦେବୀଙ୍କ ସ୍ଵାଗତ ପାଇଁ ବନାନ୍ତି । ଯଦି ଆପଣ କିଛି କାରଣରୁ ଘରର ମୁଖ୍ୟ ଦ୍ଵାରରେ ରଙ୍ଗୋଲି ବନେଇ ପାରୁ ନାହାନ୍ତି ତେବେ ଏକ ବଡ ରଙ୍ଗୋଲି ନ କରି ଏକ ଛୋଟ ରଙ୍ଗୋଲି ତିଆରି କରନ୍ତୁ ।

ଘରର ମୁଖ୍ୟ ଦ୍ଵାରରେ କରି କି ବି ଏକ ଛୋଟ ରଙ୍ଗୋଲି ଘର ଭିତରେ ଥିବା ଭଗବାନ ପାଖରେ ମଧ୍ୟ ବନେଇବା ଉଚିତ । ଆପଣ ଭଗବାନଙ୍କ ପୂଜା କରିବା ସ୍ତାନ ରେ ବିରାଜିତ କରିବା ହେତୁ ତାହା ର ତଳେ କିମ୍ବା ତାହାର ସାମ୍ନାରେ ରଙ୍ଗୋଲି ଅବଶ୍ୟ ବନାନ୍ତୁ ।

କଣ ଆପଣ ଜାଣନ୍ତି କି ରଙ୍ଗୋଲି ଅଳ୍ପନା ନାଁ ରେ ବି ଜଣା ଯାଇଥାଏ । ରଙ୍ଗୋଲି ର ଇତିହାସ ବହୁତ ପୁରୁଣା।