ବିନା ପେଟ୍ରୋଲ – ଡିଜେଲ ରେ 65କିମି/ଘଣ୍ଟା ବେଗରେ ଦୌଡିବ ଏହି ବାଇକ, ଆନନ୍ଦ ମହିନ୍ଦ୍ରା ଶେୟାର କଲେ ଭିଡିଓ

ଅଭିକା ପେଟ୍ରୋଲ – ଡିଜେଲ ର ବଢୁଥିବା ଟଙ୍କା ଲୋକମାନଙ୍କର ପକେଟ ଢିଲା କରିସାରିଲାଣି । ଦିଲ୍ଲୀ ଏବଂ ମୁମ୍ବାଇ ରେ ରେକର୍ଡ ତୋଡ ଦାମ ବଢୁଛି । ଏହା ଭିତରେ ଦେଶ ର ବଡ ବିଜନେସମୈନ ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟରରେ ଏକ ଏମିତି ବାଇକ ର ଭିଡିଓ ଛାଡିଛନ୍ତି ଜିଏକି ଆପଣଙ୍କୁ ମାଗଣାରେ ଗୋଟେ ଜାଗାରୁ ଅନ୍ୟ ଏକ ଜାଗାକୁ ନେଇଯିବ । ଏହି ବାଇକ ଚଳାଇବା ଆପଣଙ୍କୁ ପେଟ୍ରୋଲ – ଡିଜେଲ ର ଦରକାର ନହିଁ । ଏହି ବାଇକ ବିନା ପେଟ୍ରୋଲ – ଡିଜେଲ ରେ ଚାଲିଥାଏ । ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟର ଆକାଉଣ୍ଟ ରେ ଏହି ବାଇକ ର ବହୁତ ପ୍ରସଂଶା କରିଛନ୍ତି ।

ଏହି ବାଇକ ସବୁଠାରୁ ବଡ ଭଲ ଜିନିଷ ହେଉଛି କି ଏହା ପେଟ୍ରୋଲ – ଡିଜେଲ ରେ ଚାଲେ ନାହିଁ, ଏହି ବାଇକ ସୌର-ଊର୍ଜା ରେ ଚାଲିଥାଏ । ଫୋଟରେ ଭଲ ଭାବରେ ଦେଖିପାରିବେ ସୌର-ଊର୍ଜା ରେ ଚାଲିବା ପାଇଁ ସୋଲର ପୈନଲ ବାଇକ ରେ ଲାଗି ଅଛି ।

ଭିଡିଓ ପୋଷ୍ଟ କରି ଆନନ୍ଦ ମହିନ୍ଦ୍ରା ଲେଖିଲେ କି ୱୈଶ୍ୱିକ ଜଲୱାୟୁ କାର୍ରୱାଈ ସମିଟ ୨୦୧୮ ର ଉପାଧକ୍ଷ ମୋର ସନ୍ଦେଶ ଏହା ଅଟେ କି ସସ୍ଟୈନବିଲିଟୀ ଦୁନିଆ ର ସବୁଠାରୁ ବଡ ବ୍ୟବସାୟ ଟାଇମ ଅଟେ । ଏଥିପାଇଁ ମୋତେ ଏହି ବିଦାୟ ମିଳିଥିବାରୁ ମୁ ଖୁସି ଅଟେ । ଏହି ଭିଡିଓ କହୁଛି କି ଭାରତ ର ଚୋଟୋ ବ୍ୟବସାୟୀ ମାନେ ଏବଂ ଇନୋୱେଟର୍ସ ସେହି ଆରମ୍ଭ ଲୋକ ମାନଙ୍କ ମଧ୍ୟରୁ , ଯେଉଁ ମାନେ ଏହି ସମୟର ଭଲ ଲାଭ ଉଠାଇ ପାରିବେ । ଦୁନିଆ ଏହାକୁ ଦେଖନ୍ତୁ ।

ଟ୍ୱିଟର ସାହାର୍ଯ୍ୟ ରେ ସେ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ତାହା tv9 ର ଅଟେ । ଏହି ବାଇକ କୁ ନୱସାରୀ ର ଶିବିଲ ଇଞ୍ଜିନିୟର ଜିଗର ପଟେଲ ବନେଇଛନ୍ତି । ଏହି ବାଇକ ର ପଛ ସିଟ ରେ ଏବଂ ହଣ୍ଡେଲ ଆଗରେ ସୋଲର ପେନଳ ଲାଗି ଅଛି । ସୂର୍ଯ୍ୟ ର ସଫା କିରଣ ମିଳିବ ତ ତାହା 65 କିଲୋମିଟର ପ୍ରତିଘଣ୍ଟା ରେ ଚାଲିପାରିବ । ଏହା ର ଭଲ କଥା ହେଉଛି କି ବାଇକ ବିଲକୁଲ ସାଉଣ୍ଡ କରେ ନାହିଁ ଏବଂ ବିନା କିଛି ଖର୍ଚ୍ଚରେ ଆପଣଙ୍କୁ ଯେଉଁଠି ଯିବାର ଅଛି ସେଠି ପହଞ୍ଚି ପାରିବେ ।

ଜିଗର ପଟେଲ ଙ୍କର କହିବା ଅନୁସାରେ ଏହି ବାଇକ ଚଳାଇବା ପାଇଁ କୌଣସି ପ୍ରକାର ର ଇନ୍ଧନ ଦରକାର ନାହିଁ ।