ବହୁତ ଥର ବଲିଉଡ ଅଭିନେତ୍ରୀ ବୋଲ୍ଡ ଏବଂ ଗ୍ଲାମର ଦେଖାଯିବା ପାଇଁ ଏହା ଭୁଲିଯାଇଥାନ୍ତି କି ତାଙ୍କ ଉପରେ କେଉଁ ପ୍ରକାରର ଡ୍ରେସ ସୁଟ କରିବ ଏବଂ ସେ କେଉଁ ପ୍ରକାରର ଆଉଟଫିଟ ରେ ସୁନ୍ଦର ଦେଖାଯିବେ । କିନ୍ତୁ ଯେତେବେଳେ କୌଣସି ଅଭିନେତ୍ରୀ ନିଜ କମ୍ଫର୍ଟ ଜୋନ ରୁ ବାହାରି କୌଣସି ଡ୍ରେସ ପିନ୍ଧିଥାନ୍ତି ସେତେବେଳେ ସେ ଉପ୍ପ ମୋମେଣ୍ଟ ର ଶିକାର ହୋଇଥାନ୍ତି ଏବଂ କନ୍ତ୍ରୋଭର୍ସି ର ଶିକାର ହୋଇଥାନ୍ତି । ଏନବିଟି ଉତ୍ସବ ଆୱାର୍ଡ଼ ୨୦୧୯ ରେ ଅଭିନେତ୍ରୀ କାଜଲ ଲାଇଟ କଲର ର ପ୍ୟାଣ୍ଟସୁଟ ରେ ନଜର ଆସିଥିଲେ ।
ଏବଂ ଲାଇଟ ମେକ ଅପ ସହିତ କାଜଲ ହାଇ ପୋନିଟେଲ ବନେଇଥିଲେ ଯୋଇଥିରେ ସେ ବହୁତ ସୁନ୍ଦର ଦେଖଯାଉଥିଲେ । କାଜଲ ନିଜେ ଏହି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫ୍ୟାନସ ମାନେ ତାଙ୍କ ଫଟୋ ଦେଖି ତାଙ୍କର ବହୁତ ତାରିଫ ମଧ୍ୟ କରିଥିଲେ । କିନ୍ତୁ ସବୁବେଳେ ଶାଢ଼ୀ ଏବଂ ସୁନ୍ଦର ଦେଖଯାଉଥିବା କାଜଲ ହଠାତ ଏମିତି ବୋଲ୍ଡ ଡ୍ରେସ ପିନ୍ଧିବାରୁ ଟ୍ରୋଲର ମାନଙ୍କ ଶିକାର ମଧ୍ୟ ହୋଇଥିଲେ ।
ଏହି ଡ୍ରେସ ର ପ୍ଲଞ୍ଜିଂ ନେକଲାଇନ ସମସ୍ତଙ୍କ ନଜର କାଜଲ ଙ୍କ ଆଡ଼କୁ ଟାଣି ନେଇଥିଲା । ନେକ ଲାଇନ କାରଣରୁ କାଜଲ ଙ୍କ କ୍ଲିଭେଜ ବହୁତ ବେଶି ଦେଖାଯାଉଥିଲା । କାଜଲ ଙ୍କୁ ତାଙ୍କ ଡ୍ରେସ ଟିକେ ଅଖାଡୁଆ ଲାଗିଥିଲେ ସେତେବେଳେ ସେ ଜଲ୍ଦୀ ନିଜର ଇନ୍ତରଭିଉ ସରାଇ ଚାଲିଯାଇଥିଲେ । ଟ୍ରୋଲର ମାନେ କାଜଲ ଙ୍କ ଝିଅ ନୟାସା ଙ୍କ ବିକିନୀ ଫଟୋ କୁ ମଧ୍ୟ ଟ୍ରୋଲ କରିଥିଲେ ।
କାଜଲ ଏବଂ ନୟାସା ଦେଭଗନ ଫ୍ୟାସନ ମାଲାଳରେ ବହୁତ ବୋଲ୍ଡ ଅଟନ୍ତି । ନୟାସା ନିଜ ବିରୁଦ୍ଧରେ କନ୍ତ୍ରୋଭର୍ଶି ସ୍ତୃଷ୍ଟି କରିବାରେ କେବେ ମଧ୍ୟ ପଛାନ୍ତି ନାହିଁ । ସେ ସବୁବେଳେ ମିଡ଼ିଆ ସାମ୍ନାରେ ନିଜ ମା କାଜଲ ସହିତ ଝଗଡ଼ା କରିବାରେ କେବେ ମଧ୍ୟ ପଛାନ୍ତି ନାହିଁ । ଯେଉଁ କାରଣରୁ ସେ ସବୁବେଳେ ଟ୍ରୋଲ ର ଶିକାର ହୋଇଥାନ୍ତି । ନୟାସା ନିଜ ଅବିବାହିକ ଙ୍କ ଠାରୁ ଅଲଗା ବାଙ୍ଗାଲୋର ରେ ରହୁଛନ୍ତି ।
ସେ ସେଠାରେ ପାଠ ମଧ୍ୟ ପଢୁଛନ୍ତି । ନୟାସା ସବୁବେଳେ ନିଜ ସାଙ୍ଗ ମାନଙ୍କ ସହିତ ପାର୍ଟି କରୁଥିବାର ଦେଖିବାକୁ ମିଳିଥାଏ । ଏହି ଖବର ମଧ୍ୟ ସାମ୍ନାକୁ ଆସିଥିଲା କି ନୟାସା ନିଜ ମା କାଜଲ ଙ୍କ ପରି ସ୍କିନ ଟ୍ରିଟମେଣ୍ଟ କରୁଛନ୍ତି । ଯେମିତିକି ସେ ଜଲ୍ଦୀ ଗୋରୀ ହୋଇଯିବେ । ନୟାସା ନିଜର କ୍ୟାରିଅର ରେ ଆଗକୁ ବଢ଼ୁଛନ୍ତି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।