ତାହା କେଉଁ ଜିନିଷ ? ଶୁଖିଲା ଥିଲେ 2 କିଲୋ, ଓଦା ଥିଲେ 1 କିଲୋ, ଜଳିଗଲେ 3 କିଲୋ ? (Interesting GK)

ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।

1- ଦୁନିଆର କେଉଁ ଦେଶରେ କୁକୁର ପାଳିବା ଅପରାଧ ଅଟେ ?

ଉ: ଆଇସଲ୍ୟାଣ୍ଡରେ କୁକୁର ପାଳିବା ଅପରାଧ ।

2- ଭାରତ ର କେଉଁ ରାଜ୍ୟରେ ସବୁଠୁ ଅଧିକ ସୂର୍ଯ୍ୟମୁଖୀ ଉତ୍ପାଦନ କରାଯାଏ ?

ଉ: କର୍ଣ୍ଣାଟକରେ ଉତ୍ପାଦନ ହୁଏ ।

3- ଭାରତରେ କେଉଁ ନିର୍ବାଚନ ଜନତା କରି ପାରିବେ ନାହିଁ ?

ଉ: ରାଷ୍ଟ୍ରପତିଙ୍କ ନିର୍ବାଚନ ।

4- ତାଜମହଲ ନିର୍ମାଣ କରିବା ପାଇଁ ସେହି ସମୟରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ?

ଉ: 33 କୋଟି ଟଙ୍କା ।

5- ଭାରତରେ ସବୁଠୁ ଅଧିକ ଅନୁର୍ବର ଭୂମି କେଉଁ ରାଜ୍ୟରେ ଅବସ୍ଥିତ ?

ଉ: ରାଜସ୍ଥାନ ରାଜ୍ୟରେ ।

6- ଦୁନିଆରେ ସର୍ବ ପ୍ରଥମ ATM କେଉଁ ମସିହାରେ କାର୍ଯ୍ୟକାରୀ ହୋଇଥିଲା ?

ଉ: 1996 ମସିହାରେ ।

7- ମନୁଷ୍ୟର କେଉଁ ଅଙ୍ଗରେ ହାଡ ନଥାଏ ?

ଉ: ଜିଭରେ ହାଡ ନଥାଏ ।

8- ସିଂହର ଜୀବନକାଳ କେତେ ବର୍ଷ ହୋଇଥାଏ ?

ଉ: 16 ବର୍ଷ ।

9- କେଉଁ ପକ୍ଷୀ ନିଜକୁ ନିଜେ ଆଇନାରେ ଦେଖି ଚିହ୍ନି ପାରେ ?

ଉ: ପାରା ନିଜକୁ ଆଇନାରେ ଚିହ୍ନିପାରେ ।

10- ୟୁଟ୍ଯୁବ କେଉଁ ଦେଶର କମ୍ପାନୀ ଅଟେ ?

ଉ: ଆମେରିକୀୟ କମ୍ପାନୀ ।

11- ବିହାର ରାଜ୍ୟର ରାଜ୍ୟ ପ୍ରତୀକ ବୃକ୍ଷ କେଉଁଟି ?

ଉ: ଓସ୍ତ ଗଛ ।

12- ଅମୃତଭଣ୍ଡା କେଉଁ ଦେଶର ରାଷ୍ଟ୍ରୀୟ ଫଳ ?

ଉ: ମାଲେସିଆ ।

13- ଭାରତର କେଉଁ ରାଜ୍ୟରେ ବିଲକୁଲ ଟ୍ରେନ ଚାଲେ ନାହିଁ ?

ଉ: ମେଘାଳୟ ରେ ।

14- କେଉଁ ଦେଶକୁ ପୃଥିବୀର ଛାତ ବୋଲି କୁହାଯାଏ ?

ଉ: ତିବ୍ବତ ।

15- ଭାରତରେ କେଉଁ ପଶୁକୁ କିଣିବା ଅପରାଧ ଅଟେ ?

ଉ: ସିଂହ ।

16- ଭାରତରେ ସବୁଠୁ ଅଧିକ ଜଙ୍ଗଲ କେଉଁ ରାଜ୍ୟରେ ଅଛି ?

ଉ: ମଧ୍ୟପ୍ରଦେଶ ରାଜ୍ୟରେ ।

17- ବର୍ତ୍ତମାନ ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ କେଉଁଟି ?

ଉ: ଆମେରିକା ।

18- ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ କଣ ଅଟେ ?

ଉ: ଭାରତ ରତ୍ନ ।

19- କବାଡି ଖେଳ ର ଆରମ୍ଭ କେଉଁ ଦେଶରେ ହୋଇଥିଲା ?

ଉ: ଭାରତରେ ।

20- ତାହା କେଉଁ ଜିନିଷ ? ଶୁଖିଲା ଥିଲେ 2 କିଲୋ, ଓଦା ଥିଲେ 1 କିଲୋ, ଜଳିଗଲେ 3 କିଲୋ ?

ଉ: ସଲଫର ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।