ଆମିର ୫’୫” ତ ୫ ଫୁଟ ୩ ଇଞ୍ଚ ଲାମ୍ବା କାଜୋଲ, ଇଏ ହେଉଛନ୍ତି ସବୁଠୁ କମ ହାଇଟ ବାଲା ସେଲିବ୍ରିଟି

ବଲୀଉଡ ସେଲେବ୍ରେଟିଙ୍କର ଜଲବା କିଛି ଏମିତି ପ୍ରକାରର ହୋଇଥାଏ କି ତାଙ୍କର ଫ୍ୟାନମାନେ ନିଜର ପସନ୍ଦିତା ଷ୍ଟାରଙ୍କ ବିଷୟରେ ସବୁ ଛୋଟ ରୁ ଛୋଟ କଥା ଜାଣିବା ପାଇଁ ଚାହାନ୍ତି । ଗୋଟିଏ ବଡ ଷ୍ଟାରର ଭିତର ଜୀବନର ସବୁ କଥା ବି ଜଲ୍ଦି ଭାଇରାଲ ହୋଇ ଯାଇଥାଏ । ଆଜି ଆମେ ବଲୀଉଡ ର ସେହି ୫ଟି ସେଲେବ୍ରେଟିଙ୍କ ବିଷୟରେ କହିବୁ ଯାହାଙ୍କର ହାଇଟ ବହୁତ କମ ଅଟେ କିନ୍ତୁ ନିଜର ଅଭିନୟ ଦ୍ଵାରା ସେମାନେ କୋଟି କୋଟି ଲୋକଙ୍କର ହୃଦୟ ଜିତିଛନ୍ତି ।

ତେବେ ଆସନ୍ତୁ ଜାଣିବା କି ବଲୀଉଡ ର କିଛି କମ ହାଇଟ ଥିବା ଅଭିନେତ୍ରୀଙ୍କ ବିଷୟରେ ।

୧. ସୈଫ ଅଲୀ ଖାନ

ବଲୀଉଡ ର ନବାବ ସୈଫ ଅଲୀ ଖାନ ହାଇଟରେ ନବାବ ନୁହନ୍ତି । କିନ୍ତୁ ଏଥିରୁ ତାଙ୍କୁ କିଛି ଫରକ ପଡି ନଥାଏ । ତାଙ୍କର ହାଇଟ ୫ ଫୁଟ ୬ ଇଞ୍ଚ ଅଟେ । ତାଙ୍କ ଜୀବନରେ ପ୍ରଥମେ ଲେଡି ଲଭ ବେବୋ ଥିଲେ ଏବଂ କାରିୟର ବି ଭଲ ଚାଲୁ ଅଛି ।

୨. ଅମିର ଖାନ

ମିସ୍ଟର ପରଫେକ୍ଶନିସ୍ଟ ଆମିର ଖାନ ବି ହାଇଟ ମାମଲାରେ ବହୁତ ଲମ୍ବା ନୁହନ୍ତି । କିନ୍ତୁ ଯେତେବେଳେ ତାଙ୍କର କାରିୟର ଏବଂ କଲେକ୍ଶନ ର ଗ୍ରାଫ ଉପରେ ଆଡକୁ ଅଛି, ତେବେ କିଏ ଧ୍ୟାନ ଦିଏ ତାଙ୍କର ହାଇଟ ଉପରେ । ତାଙ୍କର ହାଇଟ ମାତ୍ର ୫ ଫୁଟ ୪ ଇଞ୍ଚ ଅଟେ ।

୩. ଆଲିୟା ଭଟ୍ଟ

ଫିଲ୍ମ “ସ୍ଟୂଡେଂଟ ଅଫ ଦ ଈୟର” ରେ ଡେବ୍ଯୂ କରିଥିବା ଆଲିୟା ଭଟ୍ଟ ଆଜି ଲୋକମାନଙ୍କ ହୃଦୟ ମଧ୍ୟରେ ରାଜ କରୁଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ଆଳିୟା ଭଟ୍ଟଙ୍କୁ ବଲୀଉଡରେ ପୁରା ୫ ବର୍ଷ ପୁରା କରି ସାରିଲେଣି । ଏବଂ ବର୍ତ୍ତମାନ ସେ ସଫଳତାତର ଶୀର୍ଷରେ ଅଛନ୍ତି । ତାଙ୍କର ହାଇଟ ୫.୨ ଫୁଟ ଅଟେ ।

୪. ରାନୀ ମୁଖାର୍ଜୀ

ରାନୀଙ୍କ ହାଇଟ ମାତ୍ର ୫.୩ ଫୁଟ ଅଟେ କିନ୍ତୁ ତାଙ୍କର କାରିୟର ରେ କିଛି ଅସୁବିଧା ହୋଇନାହିଁ । ସେ ପ୍ରୋଡୂସର ଆଦିତ୍ୟ ଚୋପଡାଙ୍କୁ ବାହା ହୋଇଛନ୍ତି ଏବଂ ତାଙ୍କର ଗୋଟିଏ ଝିଅ ଅଛି ।

୫. ବିଦ୍ୟା ବାଲନ

ବଲୀଉଡର ସବୁଠୁ ବୋଲ୍ଡ ଏବଂ ଗ୍ଲୈମରସ ଅଭିନେତ୍ରୀଙ୍କ ମଧ୍ୟରେ ବିଦ୍ୟା ବାଲନଙ୍କ ନାମ ନିଆ ଯାଇଥାଏ । ଯାହାଙ୍କର ହାଇଟ ୫.୪ ଫୁଟ ଅଟେ ।

୬. ଜୟା ବଚ୍ଚନ

ଜୟା ବଚ୍ଚନଙ୍କ ହାଇଟ ୫ ଫୁଟ ୨ ଇଞ୍ଚ ଅଟେ । ସେ ବଲୀଉଡର ପ୍ରଥମ ଅଭିନେତ୍ରୀ ଯିଏକି ଏହା ପ୍ରମାଣିତ କରିଛନ୍ତି କି ଛୋଟ ହାଇଟ ଥିବା ଝିଅ ମାନେ ବାସ୍ତବରେ ସୁନ୍ଦର ଏବଂ ପ୍ରତିଭାବାନ ହୋଇଥାନ୍ତି ।

୭. ମିନିଷା ଲାଂବା

ମିନିଷା ଲାଂବାଙ୍କର ହାଇଟ ୫ ଫୁଟ ୨ ଇଞ୍ଚ ଅଟେ । ସେ ବିଗ ବସ ରେ କାମ କରି ସାରିଛନ୍ତି ।

୮. କୋଂକଣା ସେନ

ଶ୍ୟାମଳ ରଙ୍ଗର ଏବଂ କମ ହାଇଟ ହେବା ସତ୍ବେ ସେ ବହୁତ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ରୂପରେ କାମ କରି ସାରିଛନ୍ତି । ସେ କେବଳ ୫.୧ ଇଞ୍ଚ ଅଟନ୍ତି ।

୯. କାଜୋଲ

ବଲୀଉଡର ସବୁଠୁ ବଡ ଅଭିନେତ୍ରୀ ମଧ୍ୟରେ କାଜୋଲ ମାତ୍ର ଜଣେ ହିଁ ଅଟନ୍ତି ଯାହାଙ୍କର ହାଇଟ ୫.୩ ଫୁଟ ଅଟେ । ସେ ଶହ ଶହ ଫିଲ୍ମ କରି ଲୋକମାନଙ୍କ ମଧ୍ୟରେ ନିଜର ପରିଚୟ କରାଇ ପାରିଛନ୍ତି ।